Odisha Link
Bridging the Missing Links in Odisha
Browsing Category

ସାହିତ୍ୟ

୪ର୍ଥ ଅକ୍ଷୟ ଉପନ୍ୟାସ ପୁରସ୍କାର: ଆଜି…

ଓଏଲ୍‌ ବ୍ୟୁରୋ: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ ‘ଇତର’…

ପାଠକଙ୍କ ସହ ଭାବ ବିନିମୟ କଲେ ପଦ୍ମଶ୍ରୀ…

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଇଲେଆନା ଚିତାରିସ୍ତିଙ୍କୁ ନେଇ ଆଜି ପୁସ୍ତକମେଳାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପେନ୍‌ ଇନ୍‌ ବୁକ୍ସ ଷ୍ଟଲ୍‌ ନଂ ୯ରେ ଉପସ୍ଥିତ ରହି ଚିତାରିସ୍ତି ନିଜର ସଦ୍ୟ ପ୍ରକାଶିତ ଆତ୍ମଜୀବନୀ "ଗୋଟିଏ ଜୀବନ ଦୁଇ ଜନମ" ସମ୍ପର୍କରେ ବିଭିନ୍ନ…

ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରୀୟ:…

ଭୁବନେଶ୍ବର: ମୁଦ୍ରଣ, ପରିପାଟୀ ଓ ପ୍ରଚାର ଦୃଷ୍ଟିରୁ ଓଡ଼ିଆ ପ୍ରକାଶନ ଏବେ ବିଶ୍ବସ୍ତରର ପ୍ରକାଶନ ସଂସ୍ଥା ସହ ତାଳ ଦେଉଛି। ନୂଆ ପିଢ଼ିର ପ୍ରକାଶକମାନେ ଯେଉଁ ଭଳି ଢଙ୍ଗରେ ପୁସ୍ତକ ପ୍ରକାଶ କରୁଛନ୍ତି ତାହା କୌଣସି ଗୁଣରେ ବର୍ତ୍ତମାନର ବିଶ୍ବ ମାନଠାରୁ କମ ନୁହେଁ। ତେବେ ଏଇ ଗୋଟିଏ ଦଶନ୍ଧି ଧରି ଓଡ଼ିଶାର…

ଉପେନ୍ଦ୍ର ପ୍ରସାଦ ମହଲାଙ୍କ “ଇନୋଭେଟିଭ୍‌…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଇଂରାଜୀ ପୁସ୍ତକ “ଇନୋଭେଟିଭ୍‌ ନ୍ୟୁଜମେକ୍‌ରସ୍‌ ବ୍ଲୁପ୍ରିଣ୍ଟ ଫର ସକ୍‌ସେସ୍”। ବିଶିଷ୍ଟ ସାମ୍ବାଦିକ ତଥା ଲେଖକ ଉପେନ୍ଦ୍ର ପ୍ରସାଦ ମହଲାଙ୍କ ଦ୍ଵାରା ରଚିତ ଇଂରାଜୀ ପୁସ୍ତକ “ଇନୋଭେଟିଭ୍‌…

ଡ. ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଗଳ୍ପ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ବହି ପର୍ବରେ ସାମିଲ ହେଲା ଇଂରାଜୀ ପୁସ୍ତକ “ଫଗ୍ ହ୍ବିସ୍ପର୍ସ”। ବିଶିଷ୍ଟ ଲେଖିକା ଡ. ସ୍ନେହପ୍ରଭା ଦାସଙ୍କ ଦ୍ଵାରା ରଚିତ ଇଂରାଜୀ ଗଳ୍ପ ସଂକଳନ "ଫଗ୍ ହ୍ବିସ୍ପର୍ସ" ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ପରିସରରେ ଥିବା ପେନ୍‌ ଇନ୍‌…

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ୨୦୨୪:…

ଓଏଲ୍ ବ୍ୟୁରୋ: ସୋମବାର ଅପରାହ୍ଣରେ ପ୍ରଦର୍ଶନୀ ପଡ଼ିଆଠାରେ ପ୍ରକାଶକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଷ୍ଟଲ ଆବଣ୍ଟନ ନେଇ ବାଟ ଫିଟିଛି। ସମସ୍ତଙ୍କ ସହମତି ଭିତ୍ତିରେ ଏଥର ଷ୍ଟଲ ଆବଣ୍ଟନ ହେବ ବୋଲି ସ୍ଥିର ହୋଇଛି। ଏ ନେଇ ପରିବର୍ତ୍ତିତ ଲେ-ଆଉଟ୍‌ ସରକାରଙ୍କ ପକ୍ଷରୁ ନିର୍ମାଣକାରୀ ସଂସ୍ଥାକୁ ଦିଆଯିବ…

‘ବହିବର୍ଷା-୨’ରେ…

ଓଏଲ୍ ବ୍ୟୁରୋ: ବାହାରେ ମେଘୁଆ ପାଗ। ଶୀତୁଆ ପବନରେ ଅଳ୍ପଅଳ୍ପ ଶିହରଣ ସୃଷ୍ଟି ହେଉଥିଲା ଦେହରେ। ଆଉ ଏମିତି ଏକ ଅଳସୀ ରବିବାରିଆ ସକାଳେ ଓଡ଼ିଶାର ବିଭିନ୍ନ କୋଣରୁ ଆସି ବୁଦ୍ଧମନ୍ଦିର ପରିସରରେ ଏକାଠି ହୋଇଥିଲେ ନବୀନ-ପ୍ରବୀଣ-ବରିଷ୍ଠ ଶତାଧିକ ଲେଖକ ଲେଖିକା। ଆୟୋଜିତ ହୋଇଥିଲା ‘ଟାଇମ୍‍ପାସ୍‍ ବହିବର୍ଷା’ର…

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଓଏଲ୍ ବ୍ୟୁରୋ: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ପ୍ରଦାନ କରାଯାଇଛି। ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିଛନ୍ତି। କବିତା ପାଣ୍ଡୁଲିପି 'ମତେ ଖୋଜୁଛ କି ଈଶ୍ବର' ନିମନ୍ତେ ବରଗଡ଼ର…

ରବିବାର ୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ…

ଭୁବନେଶ୍ବର: ରବିବାର ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ୮ମ ଯୁବ ଲେଖକ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ ଘଟିକା ସମୟରେ ଭୁବନେଶ୍ବରସ୍ଥିତ ହୋଟେଲ ଶୀତଳଠାରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପୁରସ୍କାର ସମାରୋହରେ ସମ୍ମାନନୀୟ ଅତିଥି…

ପୁସ୍ତକମେଳାରୁ ଓହରିଲେ ପ୍ରମୁଖ ଓଡ଼ିଆ…

ଭୁବନେଶ୍ବର: ଓଡ଼ିଶା ସରକାର ଓଡ଼ିଆ ଅସ୍ମିତା ଗୁରୁତ୍ବ ଦିଅନ୍ତି ବୋଲି ଦାବି କରୁଥିବାବେଳେ ପୁସ୍ତକମେଳା ଆୟୋଜନରେ ଓଡ଼ିଆ ପ୍ରକାଶକ ଓ ଓଡ଼ିଆ ପୁସ୍ତକକୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଡିସେମ୍ବର ୬ ତାରିଖରୁ ଆରମ୍ଭ ହେଉଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ଷ୍ଟଲ ଆବଣ୍ଟନ ନେଇ ସରକାର ପାତରଅନ୍ତର…