Browsing Category
ସାହିତ୍ୟ
‘ ମନୋଜ ମିଶ୍ର ସପ୍ତାହେ ଭିତରେ…
ଓଏଲ୍ ବ୍ୟୁରୋ:ଅଭିନେତା ମନୋଜ ମିଶ୍ର ସପ୍ତାହେ ଭିତରେ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ନହେଲେ ଆମେ କୋର୍ଟକୁ ଯିବୁ। ବାଲେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ପ୍ରତିବାଦ କରାଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ।
ଦାସ କହିଛନ୍ତି, ନିକଟରେ ଅଭିନେତା ମନୋଜ ମିଶ୍ର…
ଆରମ୍ଭ ହେଲା ‘ଉଦ୍ଭବ’, ୨୨…
ଓଏଲ୍ ବ୍ୟୁରୋ: ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର…
ଜୀବନ କୃଷ୍ଣ ମହାପାତ୍ରଙ୍କ ଜନ୍ମଦିନ…
ଓଏଲ୍ ବ୍ୟୁରୋ: ବରିଷ୍ଠ କଥାଶିଳ୍ପୀ ଜୀବନ କୃଷ୍ଣ ମହାପାତ୍ରଙ୍କର ୮୬ତମ ଜନ୍ମଦିବସ ଉପଲକ୍ଷେ ସୋମବାର ସଂଧ୍ୟାରେ ତାଙ୍କର ଦୁଇଟି ଗଳ୍ପ ସଂକଳନ “ଅପ୍ରମେୟ ଠାକୁର” ଓ “କୋକିଶିଆଳିର ଘର” ଉନ୍ମୋଚିତ ହୋଇଯାଇଛି। ଏ ଅବସରରେ ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ…
ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ…
ଭୁବନେଶ୍ବର: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ତାଙ୍କର ତୃତୀୟ ଉପନ୍ୟାସ 'ଇତର' ନିମନ୍ତେ…
ମହାବାତ୍ୟାକୁ ୨୫ ବର୍ଷ: ବିପତ୍ତି ସଂଗୀତ…
ଆଜି ହେଉଛି ତର୍ପଣ ଓ ଅର୍ପଣର ଦିନ: ଡ. ପ୍ରତିଭା ରାୟ
ଅତୀତ ଆମର ଶିକ୍ଷକ: ସୁରେଶ ପୂଜାରୀ
ଭୁବନେଶ୍ବର: ୧୯୯୯ ମସିହାର ଛାତିଥରା ମହାବାତ୍ୟାକୁ ମଙ୍ଗଳବାର ଦିନ ୨୫ ବର୍ଷ ପୂରିଛି। ମୃତ୍ୟୁର ସେ କରାଳ ତାଣ୍ଡବର ବିକଳ ଦୃଶ୍ୟ ଏବେ ବି ସତେଜ ଅଛି। ପ୍ରତିବର୍ଷ ଏମିତି କେତେ ବାତ୍ୟା, ବନ୍ୟା,…
ଆସନ୍ତାକାଲି ମହାବାତ୍ୟା ଆଧାରିତ ୨ଟି…
ଓଏଲ୍ ବ୍ୟୁରୋ: ୧୯୯୯ ମହାବାତ୍ୟାକୁ ପୂରିବାକୁ ଯାଉଛି ୨୫ ବର୍ଷ। ଏହି ମହାବାତ୍ୟା ଦିନେ ଧୋଇ ନେଇଥିଲା ଓଡ଼ିଶାର ଶିରି। ପ୍ରକୃତି ଯେ କେତେ ଭୟଙ୍କର ହୋଇପାରେ ତାହା ୧୯୯୯ ଅକ୍ଟୋବର ୨୯, ଶୁକ୍ରବାର ସାରା ଓଡ଼ିଶା ଦେଖିଥିଲା। ଆଖି ଆଗରେ ଦୋହଲିଯାଇଥିଲା ସବୁକିଛି। ଭାଙ୍ଗି ଯାଇଥିଲା ଘର, ଉପୁଡ଼ି ପଡ଼ିଥିଲା…
ଆକୃତି ସ୍ବାଇଁଙ୍କ ପୁସ୍ତକ…
ଓଏଲ୍ ବ୍ୟୁରୋ: ତରୁଣ ଲେଖିକା ଆକୃତି ସ୍ବାଇଁଙ୍କ ପୁସ୍ତକ 'ବ୍ଲସମିଂ ଏଗେନ୍' ଉନ୍ମୋଚିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ସୂର୍ଯ୍ୟାଂଶ ସମ୍ମିଳନୀ କକ୍ଷରେ ରବିବାର ସଂଧ୍ୟାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ଧରିତ୍ରୀର ସମ୍ପାଦକ ତଥା ପୂର୍ବତନ ସାଂସଦ ତଥାଗତ ଶତପଥୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବାବେଳେ…
‘ବ୍ରିକ୍ସ ବିଜିନେସ୍ ଫୋରମ୍…
ଭୁବନେଶ୍ବର: ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା 'ବ୍ରିକ୍ସ ବିଜିନେସ୍ ଫୋରମ୍ ୨୦୨୪'ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ…
ନୋବେଲ ପୁରସ୍କାର ୨୦୨୪: ସାହିତ୍ୟ ପାଇଁ…
ଓଏଲ୍ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୪ ଘୋଷଣା ହୋଇଛି। ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ପାଇବେ ଦକ୍ଷିଣ କୋରିଆ ସାହିତ୍ୟିକା ହାନ୍ କାଙ୍ଗ୍। ସାହିତ୍ୟିକା ହାନ୍ କାଙ୍ଗ୍ ୧୯୯୩ରେ ‘ସାହିତ୍ୟ ଏବଂ ସମାଜ’ ପତ୍ରିକାରେ ଅନେକ କବିତା ପ୍ରକାଶନ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ଅନେକ…
ଦେବଦତ୍ତ ପଟ୍ଟନାୟକଙ୍କ ପୁସ୍ତକ…
ଭୁବନେଶ୍ବର: ଇସ୍ଲାମ୍, ଖ୍ରୀଷ୍ଟିଆନ୍ ଓ ଅନ୍ୟ ପାଶ୍ଚାତ୍ୟ ଧର୍ମଠାରୁ ହିନ୍ଦୁଧର୍ମ ପୃଥକ। ବିବିଧତା ହିଁ ହିନ୍ଦୁ ଧର୍ମର ଅନନ୍ୟ ବିଭବ ବୋଲି କହିଛନ୍ତି ପ୍ରସିଦ୍ଧ ଲେଖକ ଓ ପୁରାଣବିତ୍ ଦେବଦତ୍ତ ପଟ୍ଟନାୟକ। ତାଙ୍କର ପୁସ୍ତକ "ରାମାୟଣ ବନାମ ମହାଭାରତ" ଉନ୍ମୋଚନ ଅବସରରେ ସେ କହିଥିଲେ ଯେ ଇସ୍ଲାମ୍ ଓ…