Odisha Link
Bridging the Missing Links in Odisha
Browsing Category

ସାହିତ୍ୟ

ସେପ୍ଟେମ୍ବର ୨୨ରେ ଦେବଦତ୍ତ ପଟ୍ଟନାୟକଙ୍କ…

ଭୁବନେଶ୍ବର: ଶନିବାର ଓଡ଼ିଶା ଆସୁଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ। ଆସନ୍ତା ରବିବାର ତାଙ୍କ ଲିଖିତ ଇଂରାଜୀ ପୁସ୍ତକ 'ରାମାୟଣ ଭର୍ସେସ୍‌ ମହାଭାରତ'ର ଓଡ଼ିଆ ଅନୁବାଦ 'ରାମାୟଣ ବନାମ ମହାଭାରତ' ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ପ୍ରତିଷ୍ଠିତ…

ଘନଶ୍ୟାମ ପାଣିଗ୍ରାହୀଙ୍କ ଦୁଇଟି ଗଳ୍ପ…

ଓଏଲ୍ ବ୍ୟୁରୋ: ଆମ କାହାଣୀରେ ହିଂସା, ସମସ୍ୟା ଆଉ ନୈରାଶ୍ୟ ନାହିଁ; ବରଂ ଅଛି ଆଶାବାଦ ଓ ସମାଧାନର କଥା। ସେଥିପାଇଁ ଆମ କାହାଣୀ ପାଶ୍ଚାତ୍ୟ ସାହିତ୍ୟଠାରୁ ଭିନ୍ନ। ଅନୁଭବ ଓ ଆବେଗ ଆମ କାହାଣୀର ମୂଳପିଣ୍ଡ ବୋଲି କହିଛନ୍ତି ପ୍ରସିଦ୍ଧ କଥାକାର ଦାଶ ବେନହୁର। ଘନଶ୍ୟାମ ପାଣିଗ୍ରାହୀଙ୍କ ଦୁଇଟି ଗଳ୍ପ ସଂକଳନ…

ଲେଖକଙ୍କୁ ୧୭ ଲକ୍ଷ ଟଙ୍କା ରାଜଭାଗ ଦେଲା…

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମଟେଡ୍‌ ପକ୍ଷରୁ ବାର୍ଷିକ ବନ୍ଧୁମିଳନ ଓ ରାଜଭାଗ ପ୍ରଦାନ ସମୋରାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଓଡ଼ିଆ ମିଡିଆର ପ୍ରକାଶନ ଉପକ୍ରମ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରକାଶିତ ୪୪ ଜଣ ଲେଖକଙ୍କୁ ୧୬ ଲକ୍ଷ ୭୬ ହଜାର ୯୨୨ ଟଙ୍କାର…

‘ଓଡ଼ିଶା ପ୍ରକାଶକ ସଂଘ’ ଗଠିତ, ପୁସ୍ତକ ଓ…

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ପ୍ରକାଶକମାନଙ୍କୁ ନେଇ ଆଜି ଏକ ରାଜ୍ୟସ୍ତରୀୟ ସଂଗଠନ ପ୍ରତିଷ୍ଠା ପାଇଛି। ‘ଓଡ଼ିଶା ପ୍ରକାଶକ ସଂଘ’ ନାମରେ ସ୍ଥାପିତ ଏ ନୂଆ ସଂଘରେ ୭ ଜଣ ପ୍ରମୁଖ ପ୍ରକାଶକ ପ୍ରତିଷ୍ଠାତା ସଦସ୍ୟ ଭାବେ ଯୋଗ ଦେଇଛନ୍ତି। ସେମାନେ ହେଲେ ଅପୂର୍ବା ପ୍ରକାଶନୀର ଅଧ୍ୟକ୍ଷ କ୍ଷୀରୋଦ ଚନ୍ଦ୍ର ପତି,…

ଉତ୍କଳ ଦିବସ ଉପଲକ୍ଷେ ମୁକ୍ତିଲାଭ କଲା…

ଭୁବନେଶ୍ବର: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଆଜି ଶ୍ରୋତାର୍ପିତ ହୋଇଯାଇଛି ଏକ ଅଭିନବ ଦୃଶ୍ୟଗୀତ “ଭାଷା ସଂଗୀତ”। ଚଳିତଥର ଉତ୍କଳ ଦିବସ ଅବସରର ଦିନକ ପୂର୍ବରୁ “ଭାଷା ସଂଗୀତ”ର ଶ୍ରୋତାର୍ପଣ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଭବ୍ୟ ଉତ୍ସବରେ ଅତିଥି ଭାବେ ବିଖ୍ୟାତ କଣ୍ଠଶିଳ୍ପୀ…

ବିଶ୍ଵ କବିତା ଦିବସ, କବିତା ପାଇଁ କବି…

ଓଏଲ୍‌ ବ୍ୟୁରୋ: ବିଶ୍ୱ କବିତା ଦିବସ ପ୍ରତିବର୍ଷ ମାର୍ଚ୍ଚ ୨୧ ତାରିଖରେ ପାଳିତ ହୁଏ। ଏହି ଉତ୍ସବ ଭାରତରେ ମଧ୍ୟ ବହୁ ସ୍ଥାନରେ ପାଳିତ ହୋଇଥାଏ। ୟୁନେସ୍କୋର ଘୋଷଣାନାମା ଅନୁସାରେ ଏହାର ମୂଳ ଉଦ୍ଦେଶ୍ୟ ହେଲା ସାରା ବିଶ୍ୱରେ କବିତା ଲେଖିବା, ପଢ଼ିବା, ପ୍ରକାଶନ କରିବା ଦିଗରେ ପ୍ରୋତ୍ସାହନ ଦେବା ସହ…

୩ୟ ନୟାଗଡ଼ ସାହିତ୍ୟ ଉତ୍ସବ, ଏକାଠି ହେଲେ…

ନୟାଗଡ଼: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ। ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ। ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ସ୍ଥାନୀୟ ବଲାଙ୍ଗୀ ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ତୃତୀୟ ନୟାଗଡ଼…

“ଦ ଟଲ୍ ମ୍ୟାନ୍”ର ଓଡ଼ିଆ ଅନୁବାଦ…

ଓଏଲ୍‌ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୁସାହସିକ ଜୀବନ କାହାଣୀକୁ ନେଇ ରଚିତ ପୁସ୍ତକ ଦ ଟଲ୍ ମ୍ୟାନ୍‌ର ଓଡ଼ିଆ ଅନୁବାଦ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦ୍ୱାରା ପ୍ରସ୍ତୁତ ଏହି ପୁସ୍ତକକୁ ଉନ୍ମୋଚନ କରି…

ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ଆଲୋଚନା…

ଭୁବନେଶ୍ଵର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା 'ପେନ୍‌ ଇନ୍‌ ବୁକ୍ସ' ବହି ପର୍ବରେ ସାମିଲ ହେଲା 'ତିନି ଦଶନ୍ଧିର ଓଡ଼ିଶା'। ଲେଖକ ତଥା ସାମ୍ଵାଦିକ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ପୁସ୍ତକ ' ତିନି ଦଶନ୍ଧିର ଓଡ଼ିଶା' ଆଜି ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ଜଣେ ସାମ୍ଵାଦିକ କେବଳ ଜଣେ…

ଆଜି ସଂଧ୍ୟାରେ ଉନ୍ମୋଚିତ ହେବ…

ଓଏଲ୍‌ ବ୍ୟୁରୋ: ଆଜି ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ପେନ୍‌ ଇନ୍‌ ବୁକ୍ସ’ ପକ୍ଷରୁ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ରଚିତ 'ତିନି ଦଶନ୍ଧିର ଓଡ଼ିଶା' ଉନ୍ମୋଚନ ହେବ। ସନ୍ଧ୍ୟା ୬ ଘଟିକା ସମୟରେ ଭୁବନେଶ୍ବରସ୍ଥିତ ଜୟଦେବ ଭବନ ଠାରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ସମାରୋହରେ ବରିଷ୍ଠ ରାଜନେତା ତଥା…