Odisha Link
Bridging the Missing Links in Odisha
Browsing Category

ଜାତୀୟ

ଓସ୍କାର-୨୦୨୫ ଦୌଡ଼ରେ…

ଓଏଲ୍‌ ବ୍ୟୁରୋ: ଚଳଚ୍ଚିତ୍ର ଜଗତରେ ଯୋଡି ହେବାକୁ ଯାଉଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ 'ଅନୁଜା'। ପ୍ରିୟଙ୍କା ଚୋପ୍ରା, ଗୁନିତ ମୋଙ୍ଗାଙ୍କ ପ୍ରଯୋଜିତ ‘ଅନୁଜା’ ଓସ୍କାର ପାଇଁ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଭାବେ ମନୋନୀତ ହୋଇଛି।…

ପ୍ରୟାଗରାଜରେ ମହାକୁମ୍ଭ: ୧୦ ଦିନରେ ବୁଡ଼…

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ଆସ୍ଥା ଓ ବିଶ୍ବାସର ମହାକୁମ୍ଭ। ତ୍ରିବେଣୀ ସଙ୍ଗମ ସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଛି ମହାକୁମ୍ଭ। ସାହିସ୍ନାନ କରୁଛନ୍ତି ସାଧୁ ସନ୍ଥ। ୫୫ ଦିନ ଧରି ଚାଲିବ ଧାର୍ମିକ ମହୋତ୍ସବ। ହର ହର ମହାଦେବ ଧ୍ବନିରେ କମ୍ପୁଛି ଗଙ୍ଗା ନଦୀର ସଙ୍ଗମ ସ୍ଥଳ। ପ୍ରୟାଗରାଜ ମହାକୁମ୍ଭକୁ ଦିନକୁ…

ଭାରତ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରପତି,…

ଓଏଲ୍‌ ବ୍ୟୁରୋ: ଭାରତ ଗସ୍ତରେ ଆସିବେ ଇଣ୍ଡୋନେସିଆ ରାଷ୍ଟ୍ରପତି। ଦୁଇ ଦିନିଆ ଭାରତ ଗସ୍ତରେ ଆସି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବୈଠକ କରିବେ। ଆସନ୍ତା ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଆୟୋଜିତ…

ଅଡୁଆରେ Ola, Uber କ୍ୟାବ୍‌ ସଂସ୍ଥା,…

ଓଏଲ୍‌ ବ୍ୟୁରୋ: ପରିବହନ ସୁବିଧା ପାଇଁ ଅନେକ ବ୍ୟକ୍ତି Ola, Uberକୁ ବ୍ୟବହାର କରୁଛନ୍ତି। Ola, Uber ବ୍ୟବହାରକୁ ନେଇ ଅନେକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଭିନ୍ନ ଭିନ୍ନ ମଡେଲ୍‌ ଫୋନ୍‌ରେ ଭିନ୍ନ ଦର ଦେଖିବାକୁ ମିଳୁଥିବା Ola, Uberକୁ ନୋଟିସ୍‌ କଲେ ଉପଭୋକ୍ତା ମନ୍ତ୍ରାଳୟ। ଭିନ୍ନ ଭିନ୍ନ ମଡେଲ୍‌…

ନେତାଜୀଙ୍କ ଅଦମ୍ୟ ସାହସ ଓ ପରାକାଷ୍ଠା…

ଓଏଲ୍ ବ୍ୟୁରୋ: ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୮ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ। ପରାକ୍ରମ ଦିବସ ଅବସରରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନେତାଜୀଙ୍କ…

ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ,…

ଓଏଲ୍ ବ୍ୟୁରୋ: ଭାରତମାତାର ଅମର ବରପୁତ୍ର ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୮ ତମ ପୁଣ୍ୟ ଜୟନ୍ତୀ। ଏହି ଅବସରରେ ଦେଶ ପାଳୁଛି ପରାକ୍ରମ ଦିବସ। ୧୮୯୬ ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ଏହି ମହାପୁରୁଷ। ତାଙ୍କ ପିତାଙ୍କ ନାଁ ଥିଲା…

ହାସ୍ୟ ଜଗତରେ ହତ୍ୟା ଧମକ, ୪ ବଲିଉଡ୍‌…

ଓଏଲ୍‌ ବ୍ୟୁରୋ: ହାସ୍ୟ ଜଗତରେ ଚର୍ଚ୍ଚା ବଢ଼ାଇଛି ହତ୍ୟା ଧମକ। କମେଡି କିଙ୍ଗ କପିଲ ଶର୍ମାଙ୍କ ସହ ୪ ବଲିଉଡ୍‌ ଷ୍ଟାରଙ୍କୁ ହତ୍ୟା ଧମକ ଆସିଛି। କପିଲ ଶର୍ମାଙ୍କ ସମେତ ଅଭିନେତା ରାଜପାଲ ଯାଦବ, କୋରିଓଗ୍ରାଫର ରେମୋ ଡିସୌଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ହତ୍ୟା ଧମକ ମିଳିଛି। ପାକିସ୍ତାନରୁ ମେଲ୍‌…

ଉତ୍ସବମୁଖର ଅଯୋଧ୍ୟା ନଗରୀ, ପ୍ରଭୁ…

ଓଏଲ୍‌ ବ୍ୟୁରୋ: ଆଜି ପ୍ରଭୁ ରାମଲାଲାଙ୍କ ଐତିହାସିକ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳୁଛି ରାମ ଜନ୍ମଭୂମି ଅଯୋଧ୍ୟା। ଗତବର୍ଷ (୨୦୨୪) ଜାନୁଆରୀ ୨୨ ତାରିଖରେ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ଏହି ବିଧିରେ…

ଆସୁଛି କଡ଼ା ନିୟମ, ଗଣିବେ ମୋଟା ଅଙ୍କର…

ଓଏଲ୍‌ ବ୍ୟୁରୋ: ପରିବହନ ବିଭାଗ ଲାଗୁ କରିବାକୁ ଯାଉଛି କଡ଼ା ନିୟମ। ଫେବ୍ରୁଆରୀ ପହିଲାରୁ ଆସୁଛି କଡ଼ା ନିୟମ। ଏଣିକି ଗାଡ଼ିରେ ବୀମା ନଥିଲେ ଟୋଲ ଗେଟରେ ଗଣିବେ ମୋଟା ଅଙ୍କର ତଣ୍ଡ। ଇ-ଡିଟେକସନ୍‌ ପ୍ରକ୍ରିୟାରେ ଏହି କାର୍ଯ୍ୟ ହେବ ବୋଲି ଜଣାପଡ଼ିଛି।

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର…

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଏସବୁ ଭିତରେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର…