Odisha Link
Bridging the Missing Links in Odisha
Browsing Category

ଜାତୀୟ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୭…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ ଦନ୍ତେୱାଡା-ନାରାୟଣପୁର ସୀମାରେ ଜାରି ରହିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୭ ମାଓବାଦୀ ନିହତ ହୋଇଛନ୍ତି। ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ମୁହାଁମୁହିଁ ବେଳେ ୭ ମାଓବାଦୀ ନିହତ ହୋଇଥିବା ବସ୍ତର…

୫୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ବିଫଳ,…

ଓଏଲ୍‌ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲା ୫ ବର୍ଷର ଶିଶୁ। ଫେଲ ମାରିଲା ଉଦ୍ଧାରକାରୀ ଦଳର ଅକ୍ଲାନ୍ତ ପରିଶ୍ରମ। ୫୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଦୌସାରେ ଫେଲ ମାରିଲା ଉଦ୍ଧାରକାରୀ ଦଳ। ୧୫୦ ଫୁଟ୍‌ ତଳ ବୋରୱେଲରେ ଫସିଥିବା ୫ ବର୍ଷର ଶିଶୁ ଆର୍ୟାନ ମୃତ୍ୟୁ ହୋଇଛି। ଆର୍ୟାନକୁ ଡାକ୍ତର ମୃତ ଘୋଷଣା…

ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଜାରି ରହିଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି। ବାରମ୍ବାର ସଂସଦ ଅଧିବେଶନ ମୁଲତବୀ ମଧ୍ୟ ହେଉଛି। ଏସବୁ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ରାଜଧାନୀ ଦିଲ୍ଲୀରେ…

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଜାରି ରହିଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି। ବାରମ୍ବାର ସଂସଦ ଅଧିବେଶନ ମୁଲତବୀ ମଧ୍ୟ ହେଉଛି। ଏସବୁ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ରାଜଧାନୀ…

ଆଜିଠୁ ଆର୍‌ବିଆଇର ନୂଆ ଗଭର୍ଣ୍ଣର ସଞ୍ଜୟ…

ଓଏଲ୍‌ ବ୍ୟୁରୋ: ସଞ୍ଜୟ ମଲହୋତ୍ରାଙ୍କୁ ନୂଆ ଆର୍‌ବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ମିଳିଛି। ମଲହୋତ୍ରା ରାଜସ୍ଥାନ କ୍ୟାଡରର ୧୯୯୦ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ। ମଲହୋତ୍ରା ତାଙ୍କର ୩୩ ବର୍ଷରୁ ଊର୍ଦ୍ଧ୍ୱ କ୍ୟାରିଅରରେ ଶକ୍ତି, ଅର୍ଥ ଓ ଟିକସ, ସୂଚନା ପ୍ରଯୁକ୍ତିବିଦ୍ୟା, ଖଣି…

ସିରିୟାରେ ଗୃହଯୁଦ୍ଧ, ଏୟାରଲିଫ୍ଟ ହେଲେ…

ଓଏଲ୍‌ ବ୍ୟୁରୋ: ସିରିୟାରେ ଲାଗି ରହିଛି ଗୃହଯୁଦ୍ଧ। ହୟାତ ତହରିର ଅଲ ଶାମ ବିଦ୍ରୋହୀ ଯୁଦ୍ଧ ଆରମ୍ଭ କରିଛନ୍ତି। ଏଥିରେ ପାଖାପାଖି ୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଦ୍ରୋହୀଙ୍କ ହିଂସା ବଢୁଥିବାରୁ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛି ବିଦେଶ ମନ୍ତ୍ରାଳୟ। ସିରିଆ ଗସ୍ତ ନେଇ…

ଉତ୍କର୍ଷ ଓଡ଼ିଶାର ସହଯୋଗୀ ହେବ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୦୨୫ ଜାନୁଆରି ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ଅନୁଷ୍ଠିତ ହେବ। ଆୟୋଜିତ କାର୍ଯ୍ୟକ୍ରମର ସହଯୋଗୀ ହେବ ସିଙ୍ଗାପୁର। ଜାନୁଆରୀରେ ଓଡ଼ିଶା ଆସିବେ ସିଙ୍ଗାପୁର ରାଷ୍ଟ୍ରପତି। ଓଡ଼ିଶା ଆସିବା ନେଇ ସିଙ୍ଗାପୁର ହାଇକମିଶନର ସୂଚନା ଦେଇଛନ୍ତି।…

ଆର୍‌ବିଆଇରୁ ବିଦାୟ ନେଲେ ଶକ୍ତିକାନ୍ତ…

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହୋଇଛି ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଆସନ୍ତାକାଲି ୧୧ ତାରିଖରେ ଶକ୍ତିକାନ୍ତ ଦାସଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସଞ୍ଜୟ ମଲହୋତ୍ରା। ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ଆର୍‌ବିଆଇରୁ ବିଦାୟ ନେବା ସହ ନୂଆ RBI…

ଜଗଦୀପ ଧନକଡଙ୍କ ବିରୋଧରେ ଅବିଶ୍ବାସ…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ଟାର୍ଗେଟରେ ରାଜ୍ୟସଭା ଅଧ୍ୟକ୍ଷ। ଜଗଦୀପ ଧନକଡଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ। ଟିଏମସି, ଏସପି ଓ ଆପ୍ ଦଳର ସାଂସଦ ଧନକରଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ରହିଥିବା…

କ’ଣ ହେବ ଇଣ୍ଡିଆ ମେଣ୍ଟର…

ଓଏଲ୍‌ ବ୍ୟୁରୋ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଇଣ୍ଡିଆ ମେଣ୍ଟରେ ଫାଟ। ଇଣ୍ଡିଆ ମେଣ୍ଟର ଜଣେ ପରେ ଜଣେ ସଦସ୍ୟ ଗଠବନ୍ଧନର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି। ଉଦ୍ଧବ ଠାକରେଙ୍କ ପରେ ଲାଲୁ ଯାଦବ ଗଠବନ୍ଧନର ନେତୃତ୍ବ ରାହୁଲ ଗାନ୍ଧିଙ୍କ…