Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

ଶ୍ରୀମନ୍ଦିରରେ ଜେଟିପିକୁ ମାଡ଼ ମାରିଲେ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ଜଗନ୍ନାଥ ଟେମ୍ପୁଲ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଲେ ବଙ୍ଗୀୟ ଶ୍ରଦ୍ଧାଳୁ। ଘଣ୍ଟିଦ୍ବାର ନିକଟରେ ପ୍ରବେଶକୁ ନେଇ ବଚସା ପରେ ପିଟିଲେ ବଙ୍ଗୀୟ ଶ୍ରଦ୍ଧାଳୁ। ଜଣେ ଜେଟିପିଙ୍କୁ ଶ୍ରଦ୍ଧାଳୁ ମାଡ଼ ମାରି ତାଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି। ମାଡ଼ରେ ଜେଟିପି ଗୁପ୍ତେଶ୍ୱର…

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ଖାଦ୍ୟ ନିରାପତ୍ତା ଓ ସ୍ବଚ୍ଛତା ସମ୍ପର୍କିତ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲା ଅଧିକାରୀମାନଙ୍କୁ ନେଇ ଆୟୋଜନ କରାଯାଇଥିଲା । କୃଷି ଭବନର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି ।…

ପାଞ୍ଚ ଛାତ୍ରଙ୍କୁ ବର୍ଷେ ପାଇଁ ନିଲମ୍ବିତ

ଓଏଲ୍‌ ବ୍ୟୁରୋ:କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ଜୁନିୟରଙ୍କୁ ରାଗିଂ କରିବା ଅଭିଯୋଗରେ ପାଞ୍ଚ ଜଣ ଛାତ୍ରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ଇଞ୍ଜିନିୟରିଂ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରଙ୍କ ବିରୋଧରେ ରାଗିଂ ଅଭିଯୋଗ କରିବା ପରେ କଲେଜ କର୍ତ୍ତୃପକ୍ଷ…

ଦହିବରା ପାଇଁ ସାବତ ଝିଅକୁ ପିଟିପିଟି…

ଓଏଲ୍‌ ବ୍ୟୁରୋ: ୨୦ ଟଙ୍କାର ଦହିବରା କିଣି ଖାଇଲା ବୋଲି ଚାଲିଗଲା ଜୀବନ। ୧୪ ବର୍ଷିୟା ସାବତ ଝିଅକୁ ସାବତ ମା' ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅମାବନୀୟ ଘଟଣା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବାଉଁଶବାଟୀ ପଞ୍ଚାୟତ ପୋଡ଼ାସାହିରେ ଘଟିଛି। ଏପରିକି ସମସ୍ତଙ୍କ ଅଗୋଚରରେ ସାବତ ମା' ତାର ବାପ ଘର…

ଓଡ଼ିଶା ପୁୁଲିସରେ ବଡ଼ ଅଦଳବଦଳ: କେଉଁ…

ଓଏଲ୍‌ ବ୍ୟୁରୋ: ଦଶହରା ପୂର୍ବରୁ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ପୁଲିସ ମୁଖିଆ ଭାବେ ଓ୍ବାଇ ବି ଖୁରାନିଆ ଦାୟିତ୍ବ ନେଲା ପରେ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ୨୦ଟି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କୁ ବଦଳି କରାଯାଇଛି। ସେହିପରି ପୁରୀ ଏସ୍‌ପି ପିନାକ ମିଶ୍ର…

୨ ଦଫା ଦାବିରେ ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

ଓଏଲ୍‌ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ। ୨ ଦଫା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦାବିରେ ସିଟିଜେନ୍‌ ଫୋରମ୍‌ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପାଟଣାଗଡ଼କୁ ନୂଆ ରେଳ ଲାଇନ୍ ଓ ବାଇପାସ୍‌ ଦାବିରେ ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଦୋକାନ ବଜାର ଗାଡ଼ିଚଳାଚଳ ବନ୍ଦ ରହିଛି। ରାସ୍ତାରେ…

ରାଉରକେଲା ଇସ୍ପାତ କାରଖାନାରେ ବିସ୍ଫୋରଣ,…

ଓଏଲ୍‌ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। ଆଜି ସକାଳ ୯ଟାରେ ଷ୍ଟିଲ ପ୍ଲାଣ୍ଟରେ ବଡ଼ ଧରଣଣ ଅଘଟଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍‌ଏମ୍‌ଏସ୍‌-୧…

ଭଦ୍ରକ: ୨ ଦିନ ପାଇଁ ଇଣ୍ଟରନେଟ୍ ସେବା…

ଓଏଲ୍‌ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟରୁ ତୁମୁଳକାଣ୍ଡ। ଭଦ୍ରକ ଜିଲ୍ଲାରେ ୨ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖା ଦେଇଥିବା ଉତ୍ତେଜନା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା…

ସରିଲା ଖଣ୍ଡପଡ଼ା ଏନ୍‌ଏସି ଅନାସ୍ଥା ଭୋଟ,…

ଓଏଲ୍‌ ବ୍ୟୁରୋ: ସୁରକ୍ଷା ବଳୟ ମଧ୍ୟରେ ଶେଷ ହୋଇଛି ଖଣ୍ଡପଡ଼ା ଅନାସ୍ଥା ଭୋଟ। ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିବା ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାଙ୍କ ଉପସ୍ଥିତିରେ ହୋଇଛି ଭୋଟ। ହେଲେ ପ୍ରକାଶ ପାଇନାହିଁ ଫଳାଫଳ। ଅକ୍ଟୋବର ପହିଲାରେ ଫଳାଫଳ ହାଇକୋର୍ଟଙ୍କୁ ଦିିଆଯିବ ବୋଲି ସୂଚନା ରହିଛି।…

ଆଜିଠୁ ରତ୍ନଭଣ୍ଡାର ସର୍ଭେ, ୩ ଦିନ…

ଓଏଲ୍‌ ବ୍ୟୁରୋ: ଆଜିଠୁ ପୁଣିଥରେ ଆରମ୍ଭ ହେବ ରତ୍ନଭଣ୍ଡାର ସର୍ଭେ। ୨୧, ୨୨ ଓ ୨୪ ତାରିଖରେ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଏଏସଆଇ ପକ୍ଷରୁ ବୈଷୟିକ ସର୍ଭେ ଅନୁଷ୍ଠିତ ହେବ। ଏଥିପାଇଁ ଦିନ ୨ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି। ଏହି ସମୟରେ ପ୍ରଭୁଙ୍କ ନୀତିକାନ୍ତି ହେବ…