Browsing Category
ଜିଲ୍ଲା
ଆଜି ଖଣ୍ଡପଡ଼ା ଏନଏସିରେ ଅନାସ୍ଥା ଭୋଟ,…
ଓଏଲ୍ ବ୍ୟୁରୋ: ଆଜି ଖଣ୍ଡପଡ଼ା ବଜ୍ଞାପିତ ଅଞ୍ଚଳ ପରିଷଦରେ ଅନାସ୍ଥା ଭୋଟ। ଏଥିପାଇଁ ବ୍ୟାପକ ହୋଇଛି ସୁରକ୍ଷା ବ୍ୟବସ୍ଥା। ସୁରକ୍ଷା ଦାୟିତ୍ବରେ ୨ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି। ଏଥିପାଇଁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରଛନ୍ତି ଜିଲ୍ଲାପାଳ।…
ଶନିବାର ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ…
ଓଏଲ୍ ବ୍ୟୁରୋ: ଦକ୍ଷିଣପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଯାଇ ଅବପାତରେ ପରିଣତ ହୋଇପାରେ। ଆଗାମୀ ୪୮ ଘଣ୍ଟାରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତ ହୋଇପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।…
ରାଜ୍ୟରେ ପ୍ରବଳ ବର୍ଷା, ଆସନ୍ତାକାଲି…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହା ପ୍ରବାହରେ କିଛି ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଲାଣି। ଏସବୁ ମଧ୍ୟରେ ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାଲକାନଗିରିରେ ଅତି ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…
ଗଜପତି-କୋରାପୁଟରେ ସ୍କୁଲ ଓ ଅଙ୍ଗନବାଡ଼ି…
ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁୁଚାପ ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ବିଶେଷ ଭାବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏହାକୁ ନଜରରେ ରଖି ଆଜି କୋରାପୁଟ ଓ ଗଜପତି ଜିଲ୍ଲାରେ ସମସ୍ତ ସ୍କୁଲ୍ ବନ୍ଦ…
ଓଡ଼ିଶାର ବିକାଶରେ ଗୁଣ୍ଡୁଚିମୂଷାର…
ଓଏଲ୍ ବ୍ୟୁରୋ: ଆମ ଦଳର କାର୍ଯ୍ୟକର୍ତ୍ତାମାନେ ରାଜନୀତିରେ ଜନସେବାକୁ ଜୀବନର ବ୍ରତୀ ଭାବେ ଗ୍ରହଣ କରିବା ଦରକାର। ଆଗାମୀ ଦିନରେ ସମ୍ବଲପୁର ସମେତ ଓଡ଼ିଶା ବିକାଶର ବ୍ଲୁ ପ୍ରିଣ୍ଟ୍ ତିଆରି କରିବା ଦାୟିତ୍ୱକୁ ବ୍ୟବସ୍ଥା ପାଖରେ ପହଞ୍ଚାଇବା ପାଇଁ ମୁଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି ବୋଲି ସୋମବାର…
ଅସ୍ତିତ୍ୱ ହରାଉଛି ଗୋବରୀ ନଦୀ, ପ୍ରତିଦିନ…
ଓଏଲ୍ ବ୍ୟୁରୋ: ଦିନ ଥିଲା ଗୋବରୀ ନଦୀ ପାଇଁ ୯ ପଞ୍ଚାୟତ ଶସ୍ୟ ଶ୍ୟାମଳା ହେଉଥିଲା। ଅନେକ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଗୋବରୀ ନଦୀ। ଏଥିଯୋଗୁ ଲୋକେ ନିଜର ଗୁଜୁରାଣ ମେଣ୍ଟାଇବାକୁ ସକ୍ଷମ ହେଉଥିଲେ। ହେଲେ ସମୟ ବଦଳିବା ସାଙ୍ଗକୁ ନଦୀର ନକ୍ସା ବି ବଦଳି ଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ୫…
ବିଜେଡି ଦଖଲରେ ରହିଲା ନିମାପଡ଼ା…
ଓଏଲ୍ ବ୍ୟୁରୋ: ସାଧାରଣ ନିର୍ବାଚନ ଶେଷ ହେବାର ୨ ମାସ ପରେ ନିମାପଡ଼ା ରାଜନୀତି ଚର୍ଚ୍ଚାରେ। ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ସସ୍ମିତାଙ୍କ ବିରୋଧରେ ଦୁଇ ତୃତୀୟାଂଶ ଭୋଟ ଆସି ନଥିବାରୁ ଖାରଜ ହୋଇଛି ପ୍ରସ୍ତାବ। ନିଜ ପଦ ବଜାୟ ରଖିବାରେ ସଫଳ…
ଶ୍ରୀମନ୍ଦିର ଅରୁଣ ସ୍ତମ୍ଭ ଆଗରେ ଭାସୁଛି…
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅରୁଣ ସ୍ତମ୍ଭ ସାମ୍ନାରେ ଭାସୁଛି ପେଜ ନଳାରୁ ନିର୍ଗତ ପାଣି। ପରିକ୍ରମା ପ୍ରକଳ୍ପ ଶେଷ ହେବାର ୬ ମାସ ନ ପୁରୁଣୁ ଦେଖାଗଲାଣି ଏଭଳି ସମସ୍ୟା। ସିଂହଦ୍ୱାର ଆଗରୁ ପେଜ ସଫା କରିବା ପାଇଁ ସଫେଇ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଛି। ପେଜ ଜମି ରହୁଥିବାରୁ…
ସ୍ବାଧୀନତା ଦିବସରେ ଅଘଟଣ, ଜୀବନ୍ତ…
ଓଏଲ୍ ବ୍ୟୁରୋ: ଆଜି ୭୮ ତମ ସ୍ବାଧୀନତା ଦିବସ ପାଳନ କରୁଛି ସାରା ଭାରତ। ଏସବୁ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଘରେ ନିଆଁ ଲାଗିଯିବାରୁ ଦୁଇଟି ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ପ୍ରାଥମିକ ସୂଚନା ମିଳିଛି। ଦୁଇ ଶିଶୁ ଘରେ ଥିବା ବେଳେ କୌଣସି କାରଣରୁ ସେଠାରେ ନିଆଁ…
ମାଲକାନଗିରି: ପୋଲ ଉପରେ ୩ଫୁଟ ଉଚ୍ଚର…
ଓଏଲ୍ ବ୍ୟୁରୋ: କିଛିଦିନ ହେବ ଓଡ଼ିଶାର ବିଭିିନ୍ନ ଅଞ୍ଚଳରେ ଲାଗି ରହିଛି ଲଗାଣ ବର୍ଷା। ବିଶେଷ ଭାବେ ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ ଅଧିକା ରହିଛି। ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ପୋଲ। କାଙ୍ଗୋରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ଉଚ୍ଚତାର ପାଣି। ଫଳରେ ୩୨୬ ନମ୍ବର…