Browsing Category
ଜିଲ୍ଲା
ଭୟ ବଢ଼ାଉଛି ଡିପଥେରିଆ ରୋଗ, ଆଜିଠୁ…
ଓଏଲ୍ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ସାମ୍ନାକୁ ଆସିଲା କାଶୀପୁରର ମୁନୁଷପଦରରେ ଗାଁରେ ବ୍ୟାପୀଥିବା ଅଜଣା ରୋଗରେ ମୃତ୍ୟୁର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛି ଭୁବନେଶ୍ବର ଆରଏମଆରସି। ଭୁବନେଶ୍ବର ସ୍ଥିତ ଆରଏମଆରସି ସ୍ୱତନ୍ତ୍ର…
ଅଶାନ୍ତ ବାଲେଶ୍ବର: ୪୮ ଘଣ୍ଟା ପାଇଁ…
ଓଏଲ୍ ବ୍ୟୁରୋ: ଗତକାଲିଠୁ ଅଶାନ୍ତ ହୋଇପଡ଼ିଛି ବାଲେଶ୍ବର ସହର। ଏହାକୁ ନଜରରେ ରଖି ଗତକାଲି ବିଳମ୍ବିତ ରାତିରେ ସହରରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ…
ପୁଣିଥରେ ଭୁଶୁଡ଼ିଲା ବିମାନବନ୍ଦର ପାଚେରି,…
ଓଏଲ୍ ବ୍ୟୁରୋ: ମାଲକାନଗିରି ବିମାନବନ୍ଦର ପାଚେରି ପୁଣିଥରେ ଭୁଶୁଡ଼ିଲା। ଗତକାଲି ରାତିରେ ବର୍ଷା ପବନ ଯୋଗୁ ପାଚେରି ଭାଙ୍ଗି ପଡ଼ିଥିବା ସୂଚନା ରହିଛି। ୩୦ ମିଟର ପର୍ଯ୍ୟନ୍ତ ପାଚେରି ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ।
ସବୁଠୁ ବଡ଼କଥା ହେଲା ଗତବର୍ଷ ମଧ୍ୟ ଏହି…
ନିର୍ବାଚନ ୨୦୨୪: ବଦଳିଲେ ରଣପୁର…
ଓଏଲ୍ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ୨ୟ…
ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ; ତାତି…
ଓଏଲ୍ ବ୍ୟୁରୋ: ଉପରମୁହାଁ ପାରଦ। କଲବଲ କରୁଛି ତାତି। ଆଗାମୀ ସପ୍ତାହକ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ୪ ରୁ ୬ ତାରିଖ ମଧ୍ୟରେ ରାଜ୍ୟରେ କିଛି କିଛି ସ୍ଥାନରେ ୨ରୁ ୩ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି।…
ନୟାଗଡ଼: ଧରାଶାୟୀ ଅରୁଣ ସୂତ୍ର
ନୟାଗଡ଼: ବିଗତ ୨୪ ବର୍ଷର ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ବିଜୁ ଜନତା ଦଳର ତୁଙ୍ଗ ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ଚିରାଚରିତ ସୂତ୍ର ପ୍ରଥମ ଥର ପାଇଁ ଦଳ ଦ୍ବାରା ଅଗ୍ରାହ୍ୟ ହୋଇଛି। ଜିଲ୍ଲାର ନୟାଗଡ଼ ସମେତ ଦଶପଲ୍ଲା ଓ ରଣପୁର…
୩ୟ ନୟାଗଡ଼ ସାହିତ୍ୟ ଉତ୍ସବ, ଏକାଠି ହେଲେ…
ନୟାଗଡ଼: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ। ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ। ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ। ସ୍ଥାନୀୟ ବଲାଙ୍ଗୀ ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ତୃତୀୟ ନୟାଗଡ଼…
କଣ୍ଟିଲୋକୁ ଏନ୍ଏସି ମାନ୍ୟତା, ଘୋଷଣା…
ଓଏଲ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା କଣ୍ଟିଲୋବାସୀଙ୍କ ପାଇଁ ଖୁସି ଖବର। କାରଣ କଣ୍ଟିଲୋକୁ ମିଳିଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ମାନ୍ୟତା। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାଫଳରେ ନୟାଗଡ଼ ଜିଲ୍ଲାରେ ଏନ୍ଏସି ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ଜିଲ୍ଲାର…
ପୁଣି ଓଡ଼ିଶାକୁ ଗର୍ବିତ କଲା ଗଞ୍ଜାମ;…
ଓଏଲ୍ ବ୍ୟୁରୋ: ପୁଣି ଓଡ଼ିଶାକୁ ଗର୍ବିତ କଲା ଗଂଜାମ। ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ପାଇଲା ଗଞ୍ଜାମର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ। ଲକ୍ଷେ ଜନସଂଖ୍ୟାରୁ କମ୍ ଶ୍ରେଣୀ ସହର ଭିତରେ ସ୍ବଚ୍ଛତାରେ ଚିକିଟି ପ୍ରଥମ ସ୍ଥାନ ଅଧିକାର କରିଛି। ଦେଶର ୪୬ ସହରକୁ ପଛରେ ପକାଇ ଚିକିଟି ଶ୍ରେଷ୍ଠ ସ୍ଥାନ ହାସଲ…
ନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା…
ନୟାଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍।…