Browsing Category
ଜିଲ୍ଲା
ନୟାଗଡ଼ରେ ୫-ଟି ସଚିବ, ଦାବି ଦୋହରାଇଲା…
ନୟାଗଡ଼: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କର ପ୍ରତିନିଧି ଭାବେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସମସ୍ୟା ଜାଣିବା ଓ ସେ ସବୁର ସମାଧାନ ପାଇଁ ବାଟ ତିଆରି କରିବା ଲକ୍ଷ୍ୟରେ ଦୁଇଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି ଭି କାର୍ତିକେୟ ପାଣ୍ଡିଆନ୍।…
ଜିଲ୍ଲା ବାହାରେ ଅରୁଣଙ୍କ ମିଶ୍ରଣ ପର୍ବ
ଓଏଲ୍ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ବିଭିନ୍ନ ଦଳର ଛାମୁଆ ନେତା ଏବେ ଝାରସୁଗୁଡ଼ାରେ ଡେରା ପକାଇ ନିଜ ନିଜ ଦଳ ପାଇଁ କରୁଛନ୍ତି ଜୋରଦାର ପ୍ରଚାର। ଉପନିର୍ବାଚନକୁ ଆଉ ୩ ଦିନ ବାକି ଥିବାବେଳେ ବିଭିନ୍ନ ଦଳ କରୁଛନ୍ତି ଶକ୍ତି ପ୍ରଦର୍ଶନ। ଉପନିର୍ବାଚନ ଝାରସୁଗୁଡ଼ାରେ ହେଉଛି ସତ…
ଧର୍ମେନ୍ଦ୍ରଙ୍କୁ ଭେଟିଲେ ନୟାଗଡ଼ ନେତ୍ରୀ…
ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ଗତଥରର ପ୍ରାର୍ଥୀ ଓ ଏଥରର ଆଶାୟୀ…
୨୫ ଲକ୍ଷ ଲାଞ୍ଚ ଅଭିଯୋଗରେ ନୟାଗଡ଼…
ନୟାଗଡ଼: ହରଡ଼ଘଣାରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ। ୨୫ ଲକ୍ଷ ଲାଞ୍ଚ ଅଭିଯୋଗରେ ଜିଲ୍ଲାପାଳଙ୍କ ନାମରେ ରୁଜୁ ହୋଇଛି ମାମଲା। ଯାହାକୁ ନେଇ ନୟାଗଡ଼ରେ ହଟଚମଟ ସୃଷ୍ଟି ହୋଇଛି। ଅନ୍ୟପଟେ ସଫେଇ ରଖିଛନ୍ତି ଜିଲ୍ଲାପାଳ।
ଖବର ମୁତାବକ, ଏପ୍ରିଲ ୧୧ ତାରିଖରେ ଖଣିମାଲିକ ଚମ୍ପାଗଡ଼ର ସୁଶାନ୍ତ କୁମାର…
ଆଜି ବିଶ୍ବ ଐତିହ୍ୟ ଦିବସ: ପଠାଣି ସାମନ୍ତ…
ଭୁବନେଶ୍ବର: ଆଜି ବିଶ୍ବ ଐତିହ୍ୟ ଦିବସ ବା ଅନ୍ତର୍ଜାତୀୟ ସ୍ମାରକୀ ଓ ସ୍ଥଳୀ ଦିବସ। ଏହି ଅବସରରେ ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତଙ୍କ ଜନ୍ମପୀଠକୁ ଏକ ଜାତୀୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଦାବି କରିଛନ୍ତି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟ।…
ଭୁବନେଶ୍ବରରେ ନୟାଗଡ଼ ଦିବସ, ପଠାଣି…
ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଐତିହ୍ୟସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏବେ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି। ଏଭଳି ପଦକ୍ଷେପ ନିଶ୍ଜିତ ଭାବରେ ସ୍ବାଗତଯୋଗ୍ୟ। ତେବେ କେବଳ ଭାରତରେ ନୁହେଁ, ବିଶ୍ବସ୍ତରରେ ଓଡ଼ିଶା ପାଇଁ ପରିଚୟ…
ହାତରେ କୁକୁଡ଼ା ତରକାରୀ ଧରି ଥାନାରେ…
ଓଏଲ୍ ବ୍ୟୁରୋ: କୁକୁଡ଼ା ପାଇଁ ଥାନାର ଦ୍ବାରସ୍ଥ ହେଲେ ବିଜେଡି ନେତା। ବିଶେଷ ଭାବେ ଅପରାଧ, ଚୋରି, ହତ୍ୟା, ଜମିବାଡ଼ି ବିବାଦ କିମ୍ବା ଲୁଟ୍ ଆଦି ଘଟଣାକୁ ନେଇ ପ୍ରାୟ ସମସ୍ତେ ଥାନାରେ ଅଭିଯୋଗ କରିଥାନ୍ତି। ହେଲେ କୋରାପୁଟରେ ଚିକେନ ତରକାରୀ ଧରି ଥାନାର ଦ୍ୱାରସ୍ଥ ହୋଇଛନ୍ତି କାଉନସିଲରଙ୍କ ସ୍ୱାମୀ।…
ନୟାଗଡ଼: ପାଇପଲାଇନ୍ ବିସ୍ଫୋରଣରେ…
ନୟାଗଡ଼: ଗ୍ୟାସ୍ ପାଇପଲାଇନ୍ ନିର୍ମାଣ ବେଳେ ବଡ଼ ଧରଣଣ ବିସ୍ଫୋରଣ। କମ୍ପ୍ରେସର ଚାପାରେ ଛିଟିକିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଏଭଳି ଅଘଟଣ ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
ହଜିଗଲା ୮୮ଟି ପୋଖରୀ, ଖୋଜି ପାଉନି…
ଓଏଲ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ମନରେଗା ଦୁର୍ନୀତି ସବୁ ସୀମା ସରହଦକୁ ପାର କରିଥିବା ବେଳେ ଭାପୁର ବ୍ଳକ ପଦ୍ମାବତୀ ଗ୍ରାମ ପଞ୍ଚାୟତରେ ୨୦୧୭-୨୨ ଅର୍ଥାତ ୫ ବର୍ଷ ମଧ୍ୟରେ ୯୮ଟି ମୋ ପୋଖରୀ ଖୋଳା ଦୁର୍ନୀତି ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାରେ। ଯାହାକୁ ନେଇ ସ୍ଥାନୀୟ ଲୋକେ ଅନିୟମିତତା ତଥା…
ଫାଟିଲା ଗ୍ୟାସ୍ ଟାଙ୍କି, ଜଳିଗଲା…
ଓଏଲ ବ୍ୟୁରୋ: ଫାଟିଲା ଗ୍ୟାସ୍ ଟାଙ୍କି। ଜଳଗିଲା ଅଙ୍ଗନଓ୍ବାଡି କେନ୍ଦ୍ର। ଅଳ୍ପକେ ବର୍ତ୍ତିଲେ ଶିଶୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ।
ସାଲେପୁର ମାହାଙ୍ଗା ଲଳିତଗିରି ଗାଁର ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ରୋଷେଇ କଲା ବେଳେ ହଠାତ ନିଆଁ ଜଳି ଉଠିଥିଲା । ସହାୟିକା…