Browsing Category
ଖବର
ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ-ମୁଁ…
ଓଏଲ୍ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ…
ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ…
ଓଏଲ୍ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ…
ପୁରୀରେ ଅଘଟଣ: ପୁଣି ଜୀବନ ନେଲା ମୁକୁଳା…
ଓଏଲ୍ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱର ପରେ ଆଜି ପୁରୀରେ ଘଟିଛି ଅଘଟଣ। ପୁରୀରେ ଜୀବନ ନେଲା ମୁକୁଳା ଡ୍ରେନ୍। କୁମ୍ଭାରପଡ଼ା ଥାନା ଗଜପତି ନଗରରେ ଅଘଟଣ ଘଟିଛି। ମୁକୁଳା ଡ୍ରେନ୍ରେ ଖସି ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୁକୁଳା ଡ୍ରେନ୍ରେ ସ୍ଲାବ୍ ପଡ଼ିନଥିବାରୁ…
ପାରାଦୀପରୁ ୨ ସନ୍ଦିଗ୍ଧ ପାରା ଉଦ୍ଧାର,…
ଓଏଲ୍ ବ୍ୟୁରୋ: ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଦୀପ ବନ୍ଦରରେ ଏକ ଜାହାଜରୁ ୨ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ବାଂଲାଦେଶରୁ ଆସିଥିବା ଜାହାଜରୁ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ପାରାଙ୍କ ଗୋଡ଼ରେ ଲାଗିଥିବା ବେଲ୍ଟରେ ଲେଖା ଅଛି ବିଦେଶୀ ଭାଷା। ପାରାକୁ କୁଜଙ୍ଗ ବନ ବିଭାଗକୁ ହସ୍ତାନ୍ତର…
ନୂଆବର୍ଷରୁ ଆଉ ରହିବନି ପାର୍ଟପ୍ଲଟ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଲାଗୁ ହୋଇଛି ‘ରେରା’ ଆଇନ୍ ବା ରିଏଲ ଇଷ୍ଟେଟ ରେଗୁଲେସନ ଡ଼େଭେଲପମେଣ୍ଟ ଆକ୍ଟ। ଏହି ରେରା ଆଇନ୍ ଲାଗୁ ହେବା ପରେ ବଢିଛି ଜମି କିଣା ବିକା ସମସ୍ୟା। ଏହି ଆଇନକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ତେବେ ଏହି ଆଇନରେ ପରିବର୍ତ୍ତନ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ…
ଅପରାହ୍ନରେ ନୟାଗଡ଼ ଯିବେ ମୁଖ୍ୟମନ୍ତ୍ରୀ,…
ଓଏଲ୍ ବ୍ୟୁରୋ: ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅପରାହ୍ନରେ ନୟାଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ। ଅପରାହ୍ନରେ ଡିଆରଡିଏ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ନୟାଗଡ଼ ଜିଲ୍ଲା ମହୋତ୍ସବରେ ଯୋଗ ଦେବେ। ନୟାଗଡ଼ରେ ବିଭିନ୍ନ…
ସନ୍ଧ୍ୟା ଥିଏଟର ମାମଲା: ଥାନାରେ ଅଲ୍ଲୁ…
ଓଏଲ୍ ବ୍ୟୁରୋ: ଥାନାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ହାଇଦ୍ରାବାଦର ଚିକଡ଼ପଲ୍ଲୀ ଥାନାରେ ପହଂଚିଲେ ଅଲ୍ଲୁ ଅର୍ଜୁନ। ପଚରାଉଚରା ପାଇଁ ପୁଲିସ ଅଲ୍ଲୁ ଅର୍ଜୁନଙ୍କୁ ସମନ କରିଥିଲା। ପୁଷ୍ପା-୨ ଦଳାଚକଟା ମାମଲାରେ ଜେରା ପାଇଁ ସମନ ହୋଇଥିଲା। ପୂର୍ବରୁ ପୁଲିସର ଗିରଫ ପରେ ହାଇକୋର୍ଟ ଜାମିନ୍ ଦେଇଥିଲେ।…
କଟକରେ ଅଟଳ ବିହାରୀ ବାଜପେୟୀଙ୍କ…
ଓଏଲ୍ ବ୍ୟୁରୋ: ଆଜି କଟକ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କଟକ ଗସ୍ତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଛନ୍ତି। ଆସନ୍ତାକାଲି ବାଜପେୟୀଙ୍କ ଜନ୍ମଜୟନ୍ତୀ ଏହା ପୂର୍ବରୁ ଆଜି କଟକରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ…
ମଣ୍ଡିରୁ ଉଠୁନି ଧାନ, ତାତିଲେ ଶତାଧିକ…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଅଦିନିଆ ବର୍ଷା ଚାଷୀଙ୍କ ସୁନାର ଫସଲକୁ ଉଜାଡି ଦେଇଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମିରହିଛି। କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି। ଆଉ ଯାହା ଅଛି ଆଗାମୀ ଲଘୁଚାପ ବର୍ଷା ଉଜାଡି ଦେବ ବୋଲି ଚାଷୀ କହିଛନ୍ତି।…
ଧାରଣାରେ ଓମଫେଡ୍ ଠିକା ଡ୍ରାଇଭର, ଅଟକିଛି…
ଓଏଲ୍ ବ୍ୟୁରୋ: ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ତୀବ୍ର ଧାରଣା। ଓମ୍ଫେଡ୍ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା ଦେଇଛନ୍ତି। ନରାଜ ଓମଫେଡ୍ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଡ୍ରାଇଭର ଧାରଣାରେ ଅଛନ୍ତି। ଧାରଣା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।
ସୂଚନା…