Browsing Category
ଓଡ଼ିଶା
କାଲିଠୁ ଧାନ କିଣା ଆରମ୍ଭ, ବର୍ଦ୍ଧିତ…
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ…
ପୁରୀ ସମୁଦ୍ରରେ ଅଘଟଣ: ମିଳୁନି ଯୁବକଙ୍କ…
ଓଏଲ୍ ବ୍ୟୁରୋ: ପୁରୀ ସମୁଦ୍ରରେ ଅଘଟଣ ଘଟିଛି। ସମୁଦ୍ରରେ ଜଣେ ଯୁବକ ନିଖୋଜ ଅଛନ୍ତି। ଦିଗବାରେଣୀ ଛକ ନିକଟରେ ଘଟିଛି ଏମିତି ଘଟଣା। ସମୁଦ୍ରରେ ଗାଧେଇବା ବେଳେ ଏମିତି ଅଘଟଣ ଘଟିଥିବାର ଦେଖିବାକୁ ମିଳିଛି। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ନିଖୋଜ ଥିବା ଯାଜପୁର ବିଞ୍ଜାରପୁରର ପ୍ରିୟାଂଶୁ…
୩ ହାତୀ ମୃତ୍ୟୁ ଘଟଣା: ବନ କର୍ମଚାରୀ…
ଓଏଲ୍ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ…
ଦାୟିତ୍ୱରୁ ହଟିଲେ ରେଢ଼ାଖୋଲର ବିବାଦୀୟ…
ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର ଦେବାଶିଷ ପାତ୍ର। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଫେରିଛନ୍ତି ଦେବାଶିଷ। ପୂର୍ବରୁ ଅମିନ କୁଳମଣି…
୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’
ଓଏଲ୍ ବ୍ୟୁରୋ: ବୀମା, ଅର୍ଥନୈତିକ ଅଭିବୃଦ୍ଧିକୁି ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ। ରାଜ୍ୟରେ ବୀମା ପ୍ରସାରଣ ବୃଦ୍ଧି କରିବା ପାଇଁ ଗତକାଲି ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ସଦସ୍ୟ ସଚିବ ସତ୍ୟଜିତ ତ୍ରିପାଠୀ, ଉନ୍ନୟନ କମିଶନର ତଥା ଅତିରିକ୍ତ…
ଆମ୍ବଟାକୁଆ ମୃତ୍ୟୁ ଘଟଣା: ମୃତ୍ୟୁ…
ଓଏଲ୍ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ଚିକିତ୍ସାଧୀିନ ଅବସ୍ଥାରେ ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବରୁ ଏମ୍କେସିଜି ମେଡିକାଲରେ ୨ ଜଣଙ୍କର…
ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ…
ଓଏଲ୍ ବ୍ୟୁରୋ: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ…
‘ସିଟି ସ୍କାନ୍ ସେବା’ର ଶୁଭାରମ୍ଭ କଲେ…
ଓଏଲ୍ ବ୍ୟୁରୋ: ସମ୍ବଲପୁରବାସୀଙ୍କ ପାଇଁ ଭଲ ଖବର। ଏଣିକି ପାଇବେ ସହଜରେ ପାଇବେ ଉନ୍ନତ ଚିକିତ୍ସା। ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ‘ନିଶୁଳ୍କ ସିଟି ସ୍କାନ୍ ସେବା’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି…
ବାଲିଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ନାଁ…
ଓଏଲ୍ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ଅବ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜେ ରାଗିଥିଲେ। ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏଥର। ଏବେ ବାରବାଟୀ-କଟକ ବିଧାୟିକା ତଥା…
ଦଶମ ପିଲାଙ୍କ ପାଇଁ ବଡ଼ ଖବର: ବୃଦ୍ଧି…
ଓଏଲ୍ ବ୍ୟୁରୋ: ୨୦୨୫ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ନଭେମ୍ବର ୩ ଠାରୁ ଆରମ୍ଭ ହୋଇଥିଲା। ଏହା ନଭେମ୍ବର ୧୮ ତାରିଖ ଅର୍ଥାତ ଆଜି ରାତି ୧୧.୪୫ ମିନିଟ୍ଯାଏ ଫର୍ମ ପୂରଣ ପାଇଁ ଶେଷ ସମୟ ଥିବାବେଳେ ତାହା ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଫର୍ମ ପୂରଣ ଅବଧି ବୃଦ୍ଧି…