Browsing Category
ଓଡ଼ିଶା
ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ସହାୟକ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ୍ତ କୁମାର ସାହୁ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମଇ ସ୍କୁଲର ପୂର୍ବତନ ଶିକ୍ଷୟିତ୍ରୀଙ୍କ ଇନକ୍ରିମେଣ୍ଟ ଏରିୟର ଟଙ୍କା କରାଇ ଦେବା ଲାଗି…
ଏଣିକି ଘରେ ରହି ଟିକଟ କରିପାରିବେ ମୋ…
ଓଏଲ୍ ବ୍ୟୁରୋ: ଯାତ୍ରୀଙ୍କ ସୁବିଧା ନିମନ୍ତେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍) ନେଲା ବଡ଼ ପଦକ୍ଷେପ। ଏଣିକି ଜଣେ ମୋ ବସ୍ ଯାତ୍ରୀ ଘରେ ରହି ଟିିକଟ କରିପାରିିବେ। କ୍ରୁଟ୍ ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ (ଓଏନ୍ଡିସି) ପ୍ଲାଟଫର୍ମରେ ଡିଜିଟାଲ୍ ଟିକଟ୍…
ଆଜି ବଡ଼ଓଷା: ବଡ଼ସିଂହାର ବେଶ ଦେଖିବାକୁ…
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ବଡ଼ ଓଷା। ଏହି ଅବସରରେ ବାବା ଧବଳେଶ୍ବରଙ୍କ ମନ୍ଦିରରେ ପ୍ରବଳ ଭିଡ଼। ବଡ଼ଓଷାରେ ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ ଦେଖିବା ପାଇଁ ଲୋକାରଣ୍ୟ ହୋଇଛି ପୀଠ। ରାତି ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନୀତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।…
ରଣଜୀ ଟ୍ରଫି: ଆଜିଠୁ ବାରବାଟୀରେ…
ଓଏଲ୍ ବ୍ୟୁରୋ: ଚଳିତ ରଣଜୀ ସିଜିନରେ ବିଜୟର ସ୍ବାଦ ଚାଖିନଥିବା ଓଡ଼ିଶା କ୍ରିକେଟ ଦଳ ଆଜି ମହାରାଷ୍ଟ୍ର ବିପକ୍ଷରେ ଓହ୍ଲାଇବ। ୪ଟି ମ୍ୟାଚ୍ ଖେଳି ମାତ୍ର ୪ ପଏଣ୍ଟ ପାଇଥିବା ଓଡ଼ିଶା ଦଳ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ମହାରାଷ୍ଟ୍ର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍ରୁ ଓଡ଼ିଶା ଅନ୍ୟୂନ ୩ ପଏଣ୍ଟ୍…
ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଏକାଧିକ…
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ସମୟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, କୃଷି, ସମବାୟ ଓ ଶକ୍ତି ବିଭାଗ ସମ୍ପର୍କିତ…
ଆରମ୍ଭ ହେଲା ‘ଉଦ୍ଭବ’, ୨୨…
ଓଏଲ୍ ବ୍ୟୁରୋ: ପ୍ରଥମ ଥର ଓଡ଼ିଶାରେ ଆରମ୍ଭ ହୋଇଯାଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’ । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗ ଦେଇ ଏକଲବ୍ୟ ବିଦ୍ୟାଳୟର…
ଛତୁଆର ବିକଳ୍ପ ଖୋଜିବାକୁ ପଡ଼ିବ:…
ଓଏଲ୍ ବ୍ୟୁରୋ: ଆଜି ଭୁବନେଶ୍ୱରସ୍ଥିତ ମେ ଫେୟାର ଲାଗୁନ୍ରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ସହଭାଗିତାରେ ରାଜ୍ୟସ୍ତରୀୟ ଟେକ ହୋମ୍ ରାସନ(ଟିଏଚଆର) କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୯ ଟି ରାଜ୍ୟ ଯଥା - ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା,…
ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା
ଓଏଲ୍ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା। କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ।
ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ…
୨୦୨୫ ସୁଦ୍ଧା ସବୁ ଫାଣ୍ଡିରେ ଲାଗିବ…
ଓଏଲ୍ ବ୍ୟୁରୋ: ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲାରେ ଆସିଲା ହାଇକୋର୍ଟଙ୍କ ଶୁଣାଣି। ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି। ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି। ସେନା ଅଧିକାରୀଙ୍କୁ ଥାନାରେ ଦୁର୍ବ୍ୟବହାର ନେଇ ଏସଓପି ଜାରି କରାଯାଇଛି। ଏସଓପିର ଏକ କପି…
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ…
ଓଏଲ୍ ବ୍ୟୁରୋଛ ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ…