Browsing Category
ଓଡ଼ିଶା
କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଚ୍ଚ…
ଓଏଲ୍ ବ୍ୟୁରୋଛ ଶିଳ୍ପ ବିପ୍ଳବ ୪.୦ ଆମର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱମାନର କରିବା ପାଇଁ ଏକ ବଡ ସୁଯୋଗ ଦେଇଛି। ଏହାକୁ ଦୃଷ୍ଟିରେ ରଖି ଆମକୁ ଅଭିନବ ମଡେଲ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ମଜଭୂତ୍ କରିବାକୁ ହେବ। ଶିକ୍ଷା ଭିତ୍ତିଭୂମିର ବିକାଶ କରି ଦେଶକୁ ଏକ ଉତ୍ପାଦନକାରୀ ଅର୍ଥନୀତିରେ ପରିଣତ କରିବାକୁ…
ଜାରି ହେଲା ଏସ୍ଓପି, ଡ୍ୟୁଟିରେ ଥିଲେ…
ଓଏଲ୍ ବ୍ୟୁରୋ: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏସବୁ ଭିତରେ ବଡ ଖବର ସାମ୍ନାକୁ ଆସିଛି। ହାଇକୋର୍ଟରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲା ଚାଲିଥିବାବେଳେ ସରକାର ସ୍ୱତନ୍ତ୍ର ଏସଓପି ଜାରି…
ଶ୍ରୀମନ୍ଦିରରେ ଅଣହିନ୍ଦୁ, ସୁରକ୍ଷା…
ଓଏଲ୍ ବ୍ୟୁରୋ: ପୁରୀ ବଡ଼ଦେଉଳରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଥିବାବେଳେ ଅଣହିନ୍ଦୁ ପ୍ରବେଶ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ହେଲେ କଡା ନିୟମ ସତ୍ତ୍ୱେ ଆଜି ପଂଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ପ୍ରଶ୍ନ ସୃଷ୍ଟି ହୋଇଛି। ଶ୍ରୀମନ୍ଦିରରେ…
ନିର୍ବାଚନୀ ଅନିୟମିତତା ମାମଲା: ଜବାବ…
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ୪ ମାସ ପୂରିଲାଣି। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ନିର୍ବାଚନୀ ଅନିୟମିତତା ମାମଲାରେ…
ଅଡ଼ୁଆରେ ପୂର୍ବତନ ରାଜ୍ୟସଭା ସାଂସଦ,…
ଓଏଲ୍ ବ୍ୟୁରୋ: ଅଡ଼ୁଆରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଙ୍କ ନାଁରେ ଏନ୍.ବି.ଡବ୍ଲୁ ଜାରି ହୋଇଛି। ଭାସ୍କର ରାଓ ଓ ଅନ୍ୟ ୫ ଜଣଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏକ ହତ୍ୟା ମାମଲାର ଶୁଣାଣିରେ ରାୟଗଡ଼ା ଏସଡିଜେଏମ…
ରାଜନୀତିରେ ଆମ୍ବ ଟାକୁଆ ପ୍ରସଙ୍ଗ:…
ଓଏଲ୍ ବ୍ୟୁରୋ: ସାରା ରାଜ୍ୟରେ ଚହଳ ପକାଇଥିବା କନ୍ଧମାଳ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମୃତ୍ୟୁ ପ୍ରସଙ୍ଗର ଆରଡିସି ସ୍ତରୀୟ ତଦନ୍ତ କରାଯାଇଛି। ତେବେ ଏହି ଘଟଣାରେ ରାଜନୈତିକ ବୟାନବାଜି ଜାରି ରହିଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ର ବଡ଼ ବୟାନ…
ବିଜେପି ବିଧାୟକଙ୍କ ବଡ଼ ବୟାନ,…
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୪ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ବରିଷ୍ଠ ବିଜେପି ବିଧାୟକ…
ଲଷ୍ମୀ ନାରାୟଣ ବେଶରେ ମହାପ୍ରଭୁ,…
ଓଏଲ୍ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଆଜିଠାରୁ କାର୍ତ୍ତିକ ମାସର ପଞ୍ଚକବ୍ରତ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଛି। ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶକୁ ବାଦ ଦେଇ ଅନ୍ୟ ୪ଟି ବେଶ…
ବୋମା ଭୟ: ଭୁବନେଶ୍ୱର ବିମାନବନ୍ଦରରେ…
ଓଏଲ୍ ବ୍ୟୁରୋ: ବିମାନବନ୍ଦର ଗୁଡିକୁ ବାରମ୍ବାର ବୋମା ଧମକ ମିଳୁଥିବା ଖବର ସାମ୍ନାକୁ ଆସୁଥିଲା। ଏସବୁ ଭିତରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କାର୍ଯ୍ୟକ୍ଷମ ହୋଇଛି ଇନ୍ ଲାଇନ୍ ବ୍ୟାଗେଜ୍ ହ୍ୟାଣ୍ଡେଲିଂ ସିଷ୍ଟମ (ଆଇଏଲ୍ବିଏସ୍)। ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ (ବିିସିଏଏସ୍)ର ଅନୁମତି…
ଶିମିଳିପାଳରେ ବୁଲୁଛି ‘ଯମୁନା’, ଶିକାର…
ଓଏଲ୍ ବ୍ୟୁରୋ: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍କ୍ଲୋଜରରୁ ବାହାରି ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି। ଯମୁନା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା.…