Browsing Category
ଓଡ଼ିଶା
ବଦଳି କି ପଦୋନ୍ନତି ପାଇଁ ଚାପ ପକାଇଲେ…
ଓଏଲ୍ ବ୍ୟୁରୋ: ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ। ବଦଳି ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ବଦଳି ଏବଂ ପୋଷ୍ଟିଂ ପାଇଁ ଆଉ ପକାଇ ହେବନି ଚାପ। ମେରିଟ୍ ଲିଷ୍ଟକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୋଷ୍ଟିଂ କରାଯିବ। ଏଥିରେ ଖିଲାପ କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ସବୁ ବିଭାଗର…
ତ୍ରିଷ୍ଣା ରାୟଙ୍କୁ ମିସ୍ ଟିନ୍…
ଓଏଲ୍ ବ୍ୟୁରୋ: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟ ଫେସନ୍ ସ୍କୁଲ୍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟୀ ହୋଇ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାସଲ କରିଛନ୍ତି । କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ର ଛାତ୍ରୀ…
ଋତୁସ୍ରାବ ଛୁଟି ନେଇ ନୂଆ ବିଜ୍ଞପ୍ତି,…
ଓଏଲ୍ ବ୍ୟୁରୋ: ଋତୁସ୍ରାବ ଛୁଟି ନେଇ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି । ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
ଅତନୁଙ୍କ ଦୃଢ଼ୋକ୍ତି: ପୁଣି…
ଓଏଲ୍ ବ୍ୟୁରୋ: ଓଡ଼ିଶାର ଲୋକେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁଲି ନାହାନ୍ତି। ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆୟୋଜିତ ଏକ ଦଳୀୟ ସଭାରେ ଏଭଳି କହିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି,…
୧୩ରେ ଝାଡ଼ଖଣ୍ଡ ବିଧାନସଭା ଭୋଟ୍, ପ୍ରଚାର…
ଓଏଲ୍ ବ୍ୟୁରୋ: ଆଜି ସରୁଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର କାର୍ଯ୍ୟ। ଆଜି ଶେଷ ଦିନରେ ପ୍ରଚାର କରିବେ ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରେ ରହୁଥିବା ଓଡ଼ିଆ ଭାଷାଭାଷୀ ଏବଂ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ପ୍ରଚାର କରିବେ। ଆଜି ଏକ ସ୍ୱତନ୍ତ୍ର…
ବିସ୍ମୃତ ଖାଦ୍ୟର ସଂରକ୍ଷଣ ପାଇଁ ମିଳିବ…
ଓଏଲ୍ ବ୍ୟୁରୋ: ଭୁବନେଶ୍ୱରରେ ଆରମ୍ଭ ହୋଇଛି ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଏବଂ ବିସ୍ମୃତ ଖାଦ୍ୟ ସମ୍ମିଳନୀ’। ରବିବାର ସ୍ଥାନୀୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି। ବିସ୍ମୃତ ଖାଦ୍ୟର ସଂରକ୍ଷଣ ପାଇଁ ନିର୍ଦ୍ଦେଶାବଳୀ ଆଣିଲେ ରାଜ୍ୟ ସରକାର।…
‘ବିଜେଡି ବିଶ୍ବାସ ଯୋଗ୍ୟ ନୁହେଁ,…
ଓଏଲ୍ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶା କଂଗ୍ରେସକୁ ମିଳିବେ ନୂଆ ମୂରବି। ୪ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଏପଟେ ଖୋଲାମଞ୍ଚରେ ଲୋକମାନଙ୍କୁ ରାଜନୀତି ସଂଖ୍ୟା ଗଣିତ ବୁଝାଇଛନ୍ତି ଅତନୁ। ଯାହାକୁ ନେଇ ବରିଷ୍ଠ କଂଗ୍ରେସ ନେତା…
୧୫ରୁ କଟକର ଐତିହାସିକ ବାଲିଯାତ୍ରା, ୟୁଜର…
ଓଏଲ୍ ବ୍ୟୁରୋ: ପାଖେଇ ଆସିଲାଣି କଟକର ଐତିହାସିକ ବାଲିଯାତ୍ରା। ମହାନଦୀ କୂଳରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦୋଳି ବନ୍ଧାଠାରୁ ଆରମ୍ଭ କରି ମଞ୍ଚ ସଜା ସବୁଠି ଚାଲିଛି ଜୋରସୋର କାମ। ଏଥରର ମୁଖ୍ୟ ଆକର୍ଷଣ ରହିବ କଟକ ଇନ୍ କଟକ। ଚଳିତବର୍ଷ ବାଲିଯାତ୍ରାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ପଞ୍ଚୁକରେ ପରିବା ଚିନ୍ତା, ୫୦୦ ଟଙ୍କାରେ…
ଓଏଲ୍ ବ୍ୟୁରୋ: ଧର୍ମ ମାସ କାର୍ତ୍ତିକରେ ଅନେକ ଆମିଷ ଛାଡ଼ି ପରିବା ଖାଇବାକୁ ପସନ୍ଦ କରନ୍ତି। ଏହାର ପ୍ରଭାବ ପରିବା ହାଟରେ ମଧ୍ୟ ପଡିଛି। ପଂଚୁକ ସହ ହବିଷ ପାଳନ ହେଉଥିବାରୁ ପରିବା ହାଟରେ ଭିଡ ମଧ୍ୟ ଦେଖିବାକୁ ମିଳିଛି। ତେବେ ଏସବୁ ଭିତରେ ପରିବା ଦରରେ ବଢି ଚାଲିଛି। ପଞ୍ଚୁକ ଚାଲୁଥିବାରୁ ଆକାଶ ଛୁଆଁ…
କୋରାପୁଟ ବିଶ୍ବବିଦ୍ୟାଳୟରେ…
ଓଏଲ୍ ବ୍ୟୁରୋ: ପିଲାଙ୍କ ପାଠପଢିବା ପାଇଁ ଶୈଖିକ ବାତ୍ତାବରଣର ବିଶେଷ ଆବଶ୍ୟକତା ରହିଛି। କେବଳ ରାଗିଇଂ ମୁକ୍ତ କ୍ୟାମ୍ପସ କରିଦେଲେ ହେବନି ବରଂ କ୍ୟାମ୍ପସ ପାଠପଡିବ ପାଇଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଦେବା କଲେଜର ଦାୟିତ୍ୱ ବୋଲି ଛାତ୍ରଛାତ୍ରୀ ମତ ରଖିଛନ୍ତି। ଅସୁବିଧାର ଲମ୍ବା ଲିଷ୍ଟ ଧରି କୋରାପୁଟ…