Odisha Link
Bridging the Missing Links in Odisha
Browsing Category

ଓଡ଼ିଶା

ଆସନ୍ତାକାଲି ଆଂଶିକ ସୂର୍ଯ୍ୟ ପରାଗ,…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ ତାରିଖରେ ଅର୍ଥାତ ଆସନ୍ତାକାଲି ସଂଘଟିତ ହେବ। ତେବେ ଏହା ଏକ ଆଂଶିକ ସୂର୍ଯ୍ୟପରାଗ, ଯେଉଁଥିରେ ଚନ୍ଦ୍ରର ଛାଇ ସୂର୍ଯ୍ୟର ମାତ୍ର କିଛି ଅଂଶକୁ ଢାଙ୍କିବ। ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ନୈସର୍ଗିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି…

ରାମନବମୀ ପାଇଁ ସମ୍ବଲପୁର ପ୍ରଶାସନର…

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୬ ତାରିଖରେ ପାଳନ ହେବ ରାମନବମୀ। ହିନ୍ଦୁ ରାଷ୍ଟ୍ରରେ ଧୂମଧାମରେ ପ୍ରତିବର୍ଷ ପାଳିତ ହୁଏ ଏହି ଉତ୍ସବ। ଚଳିତବର୍ଷ ମଧ୍ୟ ବେଶ ଧୂମଧାମରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ସମ୍ବଲପୁରରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ…

ଶିକ୍ଷକତା କରିବାକୁ ଅପେକ୍ଷାରତ ଆଶାୟୀଙ୍କ…

ଓଏଲ୍‌ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗଣଶିକ୍ଷା ଶିକ୍ଷା ବିଭାଗର ଆଲୋଚନା ଜାରି ରହିଥିବାବେଳେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭାରେ ଉତ୍ତର ରଖି…

ସ୍କୁଲ ଖୋଲିବାକୁ ରହିଛି ନୀତିଗତ…

ଓଏଲ୍‌ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗଣଶିକ୍ଷା ଶିକ୍ଷା ବିଭାଗର ଆଲୋଚନା ଜାରି ରହିଥିବାବେଳେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭାରେ ଉତ୍ତର ରଖି…

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ପୁଣି ଗୃହରେ ଉଠିଲା ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି। ବିଜେଡି ଏହି ଦାବି ଉଠାଇବା ପରେ ଦଳମତ ନିର୍ବିଶେଷରେ ସବୁ ବିଧାୟକ ତାହାକୁ ସମର୍ଥନ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହରେ ଏହି ଦାବି ଉଠାଇଥିଲେ। ପୂର୍ବ କମିଟି ଦରମା ବୃଦ୍ଧି ନେଇ ଯାହା…

ଅସହ୍ୟ ଗୁଳୁଗୁଳି, ଉପରମୁହାଁ ପାରଦ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନର ଆଶ୍ବସ୍ତି ପରେ ପୁଣି ଫେରିଲା ତାତି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମପ୍ରବାହ କରୁଛି କଲବଲ। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ହିଟୱେଭ ସର୍ତକତା ଜାରି ହୋଇଛି। ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ…

ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ…

ଓଏଲ୍‌ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗତ କିଛି ଦିନ ହେବ ବିରୋଧୀଙ୍କ ଲଗାତାର ହଟ୍ଟଗୋଳରେ ଗୃହ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିଲା। କଂଗ୍ରେସ ବିଧାୟକଙ୍କ ଘଣ୍ଟ ସବ୍ଧରେ ଗୃହ ଅଚଳ ହୋଇପଡ଼ିଥିଲା। ବାଚସ୍ପତି ବାଧ୍ୟ ହୋଇ କଂଗ୍ରେସର ୧୪ ବିଧାୟକଙ୍କୁ ନିଲମ୍ବିତ କରିଥିଲେ।…

ସରିଲା +୨ ପରୀକ୍ଷା, ଏପ୍ରିଲରେ ପରୀକ୍ଷା…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୧୮ ତାରିଖରୁ ଆରମ୍ଭ ହୋଇଥିବା +୨ ପରୀକ୍ଷା ମାର୍ଚ୍ଚ ୨୭ ତାରିଖରେ ଶେଷ ହୋଇଛି। ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩…

ଦୂର ହେଲା ରାସନକାର୍ଡ ଦ୍ୱନ୍ଦ୍ୱ,…

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, କାହାର ବି କଟିବନି ରାସନ୍ କାର୍ଡ। ଗାଁ ମାନଙ୍କରେ ମାସକୁ ୧୦ ହଜାର ଆଉ ସହରରେ ମାସକୁ ୧୫ ହଜାର ଟଙ୍କା ଆୟ କରୁଥିଲେ ରାସନ୍ କାର୍ଡ କଟିଯିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ସେମିତି କିଛି ବି ହେବନି ବୋଲି ମନ୍ତ୍ରୀ…

ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ନବମ ଓ ଦଶମ ପିଲାଙ୍କ ପାଇଁ ବଡ ଖବର। ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ସରକାରୀ ସ୍କୁଲରେ ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ…