Odisha Link
Bridging the Missing Links in Odisha
Browsing Category

ଓଡ଼ିଶା

ସାକାର ହେବ ବିକଶିତ ଦେବଗଡ଼ ସ୍ୱପ୍ନ,…

ଓଏଲ୍‌ ବ୍ୟୁରୋ: କୃଷି ପ୍ରଧାନ ଜିଲ୍ଲା ଦେବଗଡ଼ରେ ପାରମ୍ପରିକ ଚାଷ ସହ ଦୁଗ୍ଧ ଚାଷ, ମତ୍ସ୍ୟ ଚାଷ ଓ ପଶୁପାଳନର ଅନେକ ସମ୍ଭାବନା ଅଛି। ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଦେବଗଡକୁ କୃଷି ଆଧାରିତ ଅର୍ଥନୀତି ଜିଲ୍ଲାରେ ପରିଣତ କରିବା ପାଇଁ ବ୍ୟାପକ ଯୋଜନା କରାଯିବ ବୋଲି ମଙ୍ଗଳବାର…

ରାଜ୍ୟରେ ଡବଲ ଇଞ୍ଜିନ ଅକାମୀ: ବିଜେଡି…

ଓଏଲ୍‌ ବ୍ୟୁରୋ: ବାଲିଯାତ୍ରାକୁ ଦିଆଯାଉ ଜାତୀୟ ମାନ୍ୟତା। କଟକ ବାଲିଯାତ୍ରାକୁ ମାନ୍ୟତା ମିଳିଲେ କୁମ୍ଭମେଳା ପରି ଆୟୋଜନ କରିବେ କେନ୍ଦ୍ର ସରକାର ବୋଲି ବିଜେଡି ଦାବି କରିଛି। ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଜଳଜଳ ହୋଇ ଦେଖାଦେଉଛି। ରାଜ୍ୟର…

‘କ୍ୟାପିଟାଲ୍ ହସ୍ପିଟାଲ୍‌ରେ…

ଓଏଲ୍‌ ବ୍ୟୁରୋ: ଆଉ ହନ୍ତସନ୍ତ ହେବେନି ରୋଗୀ। କାରଣ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା। କ୍ୟାପିଟାଲ ହସ୍ପିଟାଲ୍ ରୋଗୀ କଲ୍ୟାଣ ସମିତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

ଅଠରନଳାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ

ଓଏଲ୍‌ ବ୍ୟୁରୋ: ପୁରୀ ଅଠରନଳା ଠାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଉଚ୍ଛେଦ କାର୍ଯ୍ୟ ପରେ ଉନ୍ନତିକରଣ କାମ ଆରମ୍ଭ ହେବ। ମେଡିକାଲ ଛକରୁ ବାଟଗାଁ ଯାଏଁ ରାସ୍ତା ସଂପ୍ରସାରଣ ପାଇଁ ଉଚ୍ଛେଦ ଚାଲିଛି। ସୂଚନା ଅନୁସାରେ, ପୂର୍ବରୁ ରାସ୍ତା ସଂପ୍ରସାରଣ ପାଇଁ ଅନେକ ଘର ଉଚ୍ଛେଦ କରାଯାଇଥିଲା। ଯାହାର…

ଭୁବନେଶ୍ବର ଉପକଣ୍ଠରେ ନିର୍ମାଣ ହେବ ନୂଆ…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ବିଡିଏ ‘ପ୍ଲାନ୍‌ଡ୍‌ ସିଟି’ ପ୍ରସ୍ତୁତ କରିଛି। ଏହାର ପ୍ରଥମ ପର୍ଯ୍ୟାୟ କାମ ଆରମ୍ଭ ହୋଇଛି। ମଳିପଡ଼ା, ଗୋଠପାଟଣା ଓ ଦାସପୁର ରାଜସ୍ବ ଗ୍ରାମରେ ଚିହ୍ନଟ ହୋଇଥିବା ୮୩୬ ଏକର ଜାଗାରେ କାମ ଆରମ୍ଭ କରିଛି। ଭୁବନେଶ୍ବର ଉପକଣ୍ଠରେ ନୂଆ ସିଟି ନିର୍ମାଣ ହେବ। ଗୋଠପାଟନା,…

ଏବେ ବି ଅଲୋଡ଼ା ଶିଶୁ କନ୍ୟା! ଟଙ୍କା ପାଇଁ…

ଓଏଲ୍‌ ବ୍ୟୁରୋ: ଆଜି ବି କ’ଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କ’ଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି ବୋଲି ଚାରିଆଡେ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ଏସବୁ ଭିତରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ…

ବାଲିଯାତ୍ରାକୁ ମିଳୁ ଜାତୀୟ ମାନ୍ୟତା:…

ଓଏଲ୍‌ ବ୍ୟୁରୋ: ବାଲିଯାତ୍ରାକୁ ଦିଆଯାଉ ଜାତୀୟ ମାନ୍ୟତା। କଟକ ବାଲିଯାତ୍ରାକୁ ମାନ୍ୟତା ମିଳିଲେ କୁମ୍ଭମେଳା ପରି ଆୟୋଜନ କରିବେ କେନ୍ଦ୍ର ସରକାର ବୋଲି ବିଜେଡି ଦାବି କରିଛି। ବାଲିଯାତ୍ରାକୁ ଯାଇ ଦାବି କଲେନି ମୁଖ୍ୟମନ୍ତ୍ରୀ। ବାଲିଯାତ୍ରା ଅବ୍ୟବସ୍ଥା ନେଇ ବିଜେପି ଉପରେ ବର୍ଷିଲା ବିଜେଡି। ଅନ୍ୟପଟେ,…

ଠାବ ହେଲା କୋଟି କୋଟି ଟଙ୍କାର ସଂପତ୍ତି,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଓପିଏଚଡବ୍ଲ୍ୟୁସି (ଓଡ଼ିଶା ଷ୍ଟେଟ ପୁଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେସନ) ବ୍ରହ୍ମପୁର ଡିଭିଜନ୍‌ର ଡିସିଏମ। କୋଟି କୋଟି ଟଙ୍କାର ସଂପତ୍ତି ଠାବ ହେବା ପରେ ବନ୍ଧା ହେଲେ ଡିଜିଏମ୍ ସୁବାଷ ଚନ୍ଦ୍ର ପଣ୍ଡା। ଗତକାଲି ଡିଜିଏମ୍(ଡେପୁଟି ଜେନେରାଲ ମ୍ୟାନେଜର)…

ହାତୀ ମୃତ୍ୟୁ ଘଟଣା: ହାଇକୋର୍ଟରେ…

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ…

କାଲିଠୁ ରାଜ୍ୟରେ ଖୋଲିବ ଧାନମଣ୍ଡି, ବଡ଼…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। କାଲିଠୁ ଧାନକିଣା ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଚାଷୀ ପ୍ରସ୍ତୁତ, ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ମୁଁ ମଧ୍ୟ ପ୍ରସ୍ତୁତ। ଆସନ୍ତାକାଲି…