Odisha Link
Bridging the Missing Links in Odisha
Browsing Category

ଓଡ଼ିଶା

ବନ୍ଧା ହେଲେ କୋଟିପତି ଉପଜିଲ୍ଲାପାଳ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। କାଲି ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ନାୟକଙ୍କ ଘରେ ରେଡ୍‌ ହୋଇଥିଲା। ରେଡ ବେଳେ ଉପଜିଲ୍ଲାପାଳଙ୍କର ବିପୁଳ ସଂପତ୍ତି ଠାବ ହୋଇଥିଲା। ଆୟ ବହିର୍ଭୂତ…

ଓଡ଼ିଶା ଆସିବେ ମୋଦି-ଶାହ

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଭୁବନେଶ୍ବରରେ ହେବାକୁ ଥିବା ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଖୁବଶୀଘ୍ର ଏନେଇ ସରକାରୀ ସ୍ତରରେ ଘୋଷଣା କରାଯିବ…

୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ,…

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲିବ। ଶୀତକାଳୀନ ଅଧିବେଶନ ପୂର୍ବରୁ ୨୫ରେ ସର୍ବଦଳୀୟ ବୈଠକ ବସିବ। ଗୃହ ସୁପରିଚାଳନା ନେଇ ବୈଠକରେ ଆଲୋଚନା ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ…

କାଲିଠୁ ଧାନ କିଣା ଆରମ୍ଭ, ବର୍ଦ୍ଧିତ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ…

ପୁରୀ ସମୁଦ୍ରରେ ଅଘଟଣ: ମିଳୁନି ଯୁବକଙ୍କ…

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ଅଘଟଣ ଘଟିଛି। ସମୁଦ୍ରରେ ଜଣେ ଯୁବକ ନିଖୋଜ ଅଛନ୍ତି। ଦିଗବାରେଣୀ ଛକ ନିକଟରେ ଘଟିଛି ଏମିତି ଘଟଣା। ସମୁଦ୍ରରେ ଗାଧେଇବା ବେଳେ ଏମିତି ଅଘଟଣ ଘଟିଥିବାର ଦେଖିବାକୁ ମିଳିଛି। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ ନିଖୋଜ ଥିବା ଯାଜପୁର ବିଞ୍ଜାରପୁରର ପ୍ରିୟାଂଶୁ…

୩ ହାତୀ ମୃତ୍ୟୁ ଘଟଣା: ବନ କର୍ମଚାରୀ…

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ…

ଦାୟିତ୍ୱରୁ ହଟିଲେ ରେଢ଼ାଖୋଲର ବିବାଦୀୟ…

ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରୁ ହଟିଲେ ରେଢ଼ାଖୋଲ ତହସିଲଦାର ଦେବାଶିଷ ପାତ୍ର। ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗକୁ ଫେରିଛନ୍ତି ଦେବାଶିଷ। ପୂର୍ବରୁ ଅମିନ କୁଳମଣି…

୨୦୪୭ ସୁଦ୍ଧା ‘ସମସ୍ତଙ୍କ ପାଇଁ ବୀମା’

ଓଏଲ୍‌ ବ୍ୟୁରୋ: ବୀମା, ଅର୍ଥନୈତିକ ଅଭିବୃଦ୍ଧିକୁି ତ୍ୱରାନ୍ୱିତ କରିବା ପାଇଁ ଆର୍ଥିକ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ। ରାଜ୍ୟରେ ବୀମା ପ୍ରସାରଣ ବୃଦ୍ଧି କରିବା ପାଇଁ ଗତକାଲି ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣର ସଦସ୍ୟ ସଚିବ ସତ୍ୟଜିତ ତ୍ରିପାଠୀ, ଉନ୍ନୟନ କମିଶନର ତଥା ଅତିରିକ୍ତ…

ଆମ୍ବଟାକୁଆ ମୃତ୍ୟୁ ଘଟଣା: ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଆମ୍ବ ଟାକୁଆ ଖାଇ ଅସୁସ୍ଥ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି। କଟକରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ଆଜି ମୃତ୍ୟୁ ହୋଇଛି। ଚିକିତ୍ସାଧୀିନ ଅବସ୍ଥାରେ ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ପୂର୍ବରୁ ଏମ୍‌କେସିଜି ମେଡିକାଲରେ ୨ ଜଣଙ୍କର…

ସମ୍ବଲପୁରରେ ନିର୍ମାଣ ଶ୍ରମିକ କଲ୍ୟାଣ…

ଓଏଲ୍‌ ବ୍ୟୁରୋ: ବିକାଶ ପ୍ରକ୍ରିୟାରେ ଶ୍ରମିକ ମାନଙ୍କର ଅତୁଳନୀୟ ଅବଦାନକୁ ସ୍ଵୀକାର କରି ଆମ ସରକାର ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାରଙ୍କ ସହାୟତା ନେବା ପାଇଁ ନିଜର ନାମକୁ ନିର୍ମାଣ ଶ୍ରମିକ…