Browsing Category
ଅଭିମତ
ମହିଳା ସଂରକ୍ଷଣ ନୀତି ଲାଗୁ କରିପାରେ…
ଭୁବନେଶ୍ବର: ୨୭ ବର୍ଷର ଅପେକ୍ଷା ପରେ ଦେଶରେ ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେବାକୁ ଯାଉଛି। ମାତ୍ର ଦୁଇଦିନରେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେବା ସହ ସଂସଦ ଓ ବିଧାନସଭାରେ ଅତି କମରେ ୩୩ ପ୍ରତିଶତ ଆସନରେ ମହିଳା ପ୍ରତିନିଧି ବସିବା ଲାଗି ବାଟ ଫିଟିଛି।
ତେବେ ଏହି ବିଲ୍ ବାବଦରେ…
କିଏ ହେବ ଦଶପଲ୍ଲା ବିଧାୟକ? ଅରୁଣଙ୍କ…
୨୦୦୦ ମସିହା ପରଠାରୁ ନୟାଗଡ଼ ଜିଲ୍ଲାରେ ବିଜେଡି ବିଧାୟକ ପ୍ରାର୍ଥୀ ଚୟନରେ ଏକ ଧାରା ପ୍ରଚଳିତ ହୋଇଆସିଛି। ବିଧାୟକ ଅରୁଣ କୁମାର ସାହୁଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଜିଲ୍ଲାର ଅନ୍ୟ କୌଣସି ବିଧାନସଭା କ୍ଷେତ୍ରରେ କୌଣସି ବି ପ୍ରାର୍ଥୀ ଲଗାତର ଭାବେ ଦ୍ବିତୀୟ ଥର ନିର୍ବାଚନ ଲଢ଼ିବାର ସୁଯୋଗ…
ଓଡ଼ିଶା ବିଜେପିରେ ଫାଟ, ସମ୍ବିତଙ୍କ ପଟକୁ…
ଓଡ଼ିଶାରେ ବିଜେପିର ଅବସ୍ଥା ଏବେ ମଇଁଷି ଶିଙ୍ଗ ଭଳି ହେବାକୁ ଯାଉଛି। ଯୁଝିଲା ବେଳକୁ ବିଜେପି ଏକାଠି ଥିବା ଭଳି ଜଣାପଡ଼ୁଥିଲେ ବି ଦଳ ଭିତରେ ଏକାଧିକ ଫଟା ସିଙ୍ଗ ଗଜୁରିବାରେ ଲାଗିଛି। ଦଳରେ ୧୦ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କର ନେତୃତ୍ବକୁ ଗୁରୁତ୍ବ ଦିଆ ହୋଇ ଆସୁଥିବାବେଳେ ଏବେ ତାଙ୍କର ବିକଳ୍ପ ଭାବେ…
ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ…
ଓଏଲ୍ ବ୍ୟୁରୋ : ରାଜଧାନୀରେ ଘଟିଥିବା ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସାହାଯ୍ୟ କରିବା ବାହାନାରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ଏକ ହୋଟେଲରେ ୱେଟର ଭାବେ କାର୍ଯ୍ୟ କରନ୍ତି।
କୌଣସି କାରଣରୁ ଯୁବତୀ ଜଣକ ଗାଡି ନପାଇବାରୁ…
ରଂଜନ ଦାସ ଏକାଡେମୀ ପୁରସ୍କାର ପାଇବା ନେଇ…
ଭୁବନେଶ୍ବର: କବି ତଥା ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ କୁମାର ଦାସ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ବୋଲି ପ୍ରଚାର ହେଉଛି। ଦୁଇ ବର୍ଷ ଧରି ଶ୍ରୀ ଦାସଙ୍କ ପାଇଁ ଯୋରଦାର ଲବି ଚାଲିଥିଲା। ଏ ନେଇ ଶ୍ରୀ ଦାସଙ୍କ ନିକଟତମ ମହଲରେ ଆଗୁଆ ଉତ୍ସାହ ଦେଖିବାକୁ ମିଳିଥିବାବେଳେ…
ଭାଷାକୁ ଦଳୀୟ ଦୁଷ୍କର୍ମ!
୨୦୧୫ ମସିହାରେ ଦିଲ୍ଲୀରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଆୟୋଜିତ ଜାତୀୟ ଯୁବ ଲେଖକ ସମ୍ମିଳନୀରେ ଏ ଲେଖକ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲା। ଉଭୟ ଇଂରାଜୀ ଓ ହିନ୍ଦୀ ଲିପିରେ ଲିଖିତ ନିମନ୍ତ୍ରଣ ପତ୍ରଟି ପୂର୍ବରୁ ହସ୍ତଗତ ହୋଇଥିଲା ଏବଂ ସେଥିରେ ହିନ୍ଦୀରେ ଏ ଲେଖକର ନାମ ଶୁଭ୍ରାଂଶୁ…
ନୟାଗଡ଼ରେ ଛିଡ଼ୁଛି ବିଜେଡି ଭୋଟ୍: ଦଶପଲ୍ଲା…
ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟ୍ବ୍ୟାଙ୍କ୍କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…
ମଧୁବାବୁ: ଶ୍ରାଦ୍ଧରେ ଶ୍ରଦ୍ଧାଂଜଳି
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟତିଥି। ୧୯୩୪ ମସିହା ଆଜିର ଦିନରେ ଏହି ମହାନ ଓଡ଼ିଆଙ୍କର ମୃତ୍ୟୁ ହୋଇଥିଲା। କେବଳ ନୂଆ ଓଡ଼ିଶା ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି…
Communal Cuttack!
We tend to believe that Odisha is a peaceful State and its premier city Cuttack is free from communal tensions. It therefore came as a surprise when in November 2015 Jayanta Mahapatra joined the award-wapsi bandwagon. He announced his decision to…
ମାଓବାଦୀଙ୍କ ବର୍ବରତା: ଗ୍ରାମରକ୍ଷୀଙ୍କୁ…
ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ମାଓବାଦୀଙ୍କ ବର୍ବରତା। ଆମ୍ବଦଳା ଥାନା ଟିକରପଡ଼ା ଗ୍ରାମରକ୍ଷୀଙ୍କୁ ସନ୍ତୋଷ ଦଣ୍ଡସେନାଙ୍କୁ ହତ୍ୟା କରିଛନ୍ତି ସଶସ୍ତ୍ର ମାଓବାଦୀ। ବିଳମ୍ବିତ ରାତ୍ରିରେ ୮ରୁ ୧୦ ମାଓବାଦୀ ସନ୍ତୋଷ ଦଣ୍ଡସେନାଙ୍କୁ ଘରୁ ଡାକି ନେଇ ଗାଁ ନିକଟ ଅଙ୍ଗନୱାଡି କେନ୍ଦ୍ର ନିକଟ ମୁଖ୍ୟ ରାସ୍ତା…