Browsing Category
PEN IN BOOKS
ଆମ ଅନୁଷ୍ଠାନର ପ୍ରକାଶନ ବିଭାଗ ହେଉଛି ପେନ୍ ଇନ୍ ବୁକ୍ସ।
୨୦୦୬ ମସିହା ଠାରୁ ପୁସ୍ତକ ପ୍ରସ୍ତୁତ କରି ଆସୁଥିବା ରାଜ୍ୟର ଏହି ଅଗ୍ରଣୀ ପ୍ରକାଶନ ସଂସ୍ଥା ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀ ଭାଷାର ବହି ମଧ୍ୟ ପ୍ରକାଶ କରିଥାଏ। ଆମର ସମସ୍ତ ବହି ଦିଲ୍ଲୀର ଥମ୍ସନ୍ ପ୍ରେସ୍ରେ ଛପାହୁଏ। ଅଭିଜ୍ଞ ଓ କୁଶଳୀ କର୍ମଚାରୀ ସାଙ୍ଗକୁ ନୂଆ ପ୍ରଯୁକ୍ତି ବିଜ୍ଞାନର ବ୍ୟବହାର କରି ଆମେ ଓଡ଼ିଶାରେ ପୁସ୍ତକ ପ୍ରକାଶନକୁ ଏକ ନୂଆ ଉଚ୍ଚତାକୁ ନେଇପାରିଛୁ। ଏ ପ୍ରକାଶନ ସଂସ୍ଥା ବାବଦରେ ଅଧିକ ଜାଣିବା ପାଇଁ ଆପଣ ଆମର ଓ୍ବେବସାଇଟ୍ www.peninbooks.com ଭ୍ରମଣ କରିପାରିବେ।
facebook.com/peninbooks
twitter.com/peninbooks
www.instagram.com/peninbooks
ଆମକୁ ସାମାଜିକ ଗଣମାଧ୍ୟମରେ ତଳ ଲିଙ୍କ ସବୁରେ ପାଇପାରିବେ।
ଆମର ପୁସ୍ତକ କିଣିବା ପାଇଁଁ ଆମାଜନ୍ର ତଳ ଲିଙ୍କ୍ରେ ଖୋଜିପାରିବେ।
www.amazon.in
ବିଜୁ ପଟ୍ଟନାୟକଙ୍କୁ ନେଇ ପେନ୍ ଇନ୍…
ଭୁବନେଶ୍ବର: ଜାତୀୟ ରାଜନୀତିରେ ଅପ୍ରତିଦ୍ବନ୍ଦ୍ବୀ ଓଡ଼ିଆ ନେତା, ସ୍ବପ୍ନଦ୍ରଷ୍ଟା, ଜନନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଦୁଇଟି ନୂଆ ବହି ଘୋଷଣା କରିଛି। ପ୍ରଥମଟି ପ୍ରସିଦ୍ଧ କବି ଦେବଦାସ…
ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ
ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଦିବସ ବ୍ୟାପୀ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ…
୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ…
ଭୁବନେଶ୍ବର: ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ଆୟୋଜିତ ହେଉଛି 'ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହ ୨୦୨୦'। ଆଜି ଭୁବନେଶ୍ବରର ହୋଟେଲେ ପାର୍କ ପ୍ରିମିୟମରେ ଏହି ପୁରସ୍କାର ଉତ୍ସବର ଚତୁର୍ଥ ସଂସ୍କରଣ ଆୟୋଜିତ…
୬ ମାସରେ କବିତା ବହିର ଦ୍ବିତୀୟ ସଂସ୍କରଣ,…
ଭୁବନେଶ୍ବର: ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ କବି, ସମାଜସେବୀ ଓ ମଡେଲ କଳ୍ପାଶା ଅଙ୍କିତା ଶ'ଙ୍କ ଇଂରାଜୀ କବିତା ପୁସ୍ତକ "ଏ ଲଷ୍ଟ୍ ହେଭେନ୍" ବ୍ୟାପକ ପାଠକୀୟ ଶ୍ରଦ୍ଧା ଲାଭ କରିଛି। ମାତ୍ର ୬ ମାସ ମଧ୍ୟରେ ବହିର ପ୍ରଥମ ସଂସ୍କରଣ ବିକ୍ରି ଶେଷ ହୋଇଥିବା ବେଳେ ନିକଟରେ ଦ୍ବିତୀୟ ସଂସ୍କରଣ ପ୍ରକାଶ…
୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍ ଇନ୍…
Click here to read this news in English
ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ ନିଜର ଅପ୍ରକାଶିତ ପାଣ୍ଡୁଲିପି…
ଚନ୍ଦ୍ରଶେଖର ଦାଶଙ୍କ ସ୍ମୃତିକଥା ସଂକଳନ…
ଏ ପୁସ୍ତକ ପାଠକକୁ ନିଜ ଅତୀତ ସହ ଯୋଡ଼ିବ: ଡ. ଗୌରହରି ଦାସ
ଭୁବନେଶ୍ବର: ବିସ୍ମୃତ ଗ୍ରାମ୍ୟ ଜୀବନର ଏକ ନିରୁତା ପ୍ରତିବେଦନ ହେଉଛି ଚନ୍ଦ୍ରଶେଖର ଦାଶଙ୍କ 'ଗାଁ କଥା' ପୁସ୍ତକ। ଗାଁକୁ ଭୋଗିଥିବା ପ୍ରତିଟି ମଣିଷ ଏ ପୁସ୍ତକ ମାଧ୍ୟମରେ ସ୍ମୃତିର ଆଇନାରେ ନିଜର ଅତୀତକୁ ଫେରିପାଇବେ ବୋଲି କହିଛନ୍ତି ପ୍ରସିଦ୍ଧ…
ଗୀତିକାର ସୁବ୍ରତ ସ୍ବାଇଁଙ୍କ ପୁସ୍ତକ…
ଭୁବନେଶ୍ବର: ଭଲ ଗୀତ ଖରାପ ଗୀତ ବୋଲି କିଛି ନ ଥାଏ। ମଣିଷ ମନକୁ ଛୁଇଁଥିବା ପ୍ରତ୍ୟେକ ସଂଗୀତ ଗ୍ରହଣୀୟ। ମଣିଷ ଯେତେ ଦୁଃଖ ବା ଖୁସିରେ ଥାଉ, ଏମିତି ଜଣେ ନ ଥିବ ଯେ ଗୀତ ଶୁଣିବାକୁ ବା ଏକାନ୍ତରେ ଗୁଣୁଗୁଣେଇବାକୁ ଭଲ ପାଉ ନ ଥିବ। ଗୀତିକାର ଶ୍ରୀ ସ୍ବାଇଁ ଶ୍ରୋତା ମହଲରେ ଯେମିତି ପ୍ରସିଦ୍ଧି ପାଇଛନ୍ତି…
୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ…
TO READ THIS NEWS IN ENGLISH CLICK HERE
ଭୁବନେଶ୍ବର: ଯୁବ ଲେଖକଙ୍କ ପାଇଁ ବହୁ ପ୍ରତୀକ୍ଷିତ ମଞ୍ଚ ଭାବେ ପରିଚିତ ପୁରସ୍କାରର ସମୟ ଆସିଯାଇଛି। ଭୁବନେଶ୍ବରରୁ ଓଡ଼ିଆ ମିଡିଆ ପରିଚାଳିତ ଦେଶର ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଜଣାଶୁଣା 'ପେନ୍ ଇନ୍ ବୁକ୍ସ' ପକ୍ଷରୁ ଏହାର ବାର୍ଷିକ ଯୁବ ଲେଖକ…
ବିରଜା ମହାପାତ୍ରଙ୍କ ଉପନ୍ୟାସ…
ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପ୍ରକାଶିତ ବିଶିଷ୍ଟ ଲେଖକ ବିରଜା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ସାରିଆ ନାନୀ' ଓଡ଼ିଆ ଅନ୍ତରଙ୍ଗ ପଣର ନିଛକ ପ୍ରତିଛବି ଓ ଏହା ନିଶ୍ଚୟ ଏକ ପୁରସ୍କାର ଉପଯୋଗୀ ପୁସ୍ତକ ବୋଲି ଏହାର ଉନ୍ମୋଚନ ଅବସରରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ…
ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ…
ଭୁବନେଶ୍ବର: ସୁଲେଖିକା, ସଂପାଦିକା ଓ ସଂଗଠିକା ସଂଯୁକ୍ତା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ରାଜନନ୍ଦିନୀ' ଉନ୍ମୋଚିତ ହୋଇଯାଇଛି। ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅନୁବାଦିକା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା ଡ. ଶକୁନ୍ତଳା ବଳିଆରସିଂହ ଏବଂ କବି,…