Odisha Link
Bridging the Missing Links in Odisha
Browsing Category

ବ୍ୟକ୍ତିତ୍ବ

ଅଚିହ୍ନାଙ୍କୁ ଫଟୋ ଦେଇ ବାଣ୍ଟୁଛନ୍ତି…

ଭୁବନେଶ୍ବର: ସମସ୍ତଙ୍କ ପରି ସେ ବି ଜଣେ ସାଧାରଣ ବ୍ୟକ୍ତିତ୍ବ। ହେଲେ ସମାଜର ଭିଡ଼ ଭିତରୁ ସେ ଟିକେ ଅଲଗା। ଶିକ୍ଷକତା ତାଙ୍କର ପେଶା ଆଉ ଫଟୋ ଉଠାଇବା ଏକ ନିଶା। ଆଉ ଉଭୟକୁ ପାଥେୟ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ। ଆଉ ଏଥିପାଇଁ ସେ କୁହନ୍ତି ଟିକିଏ ଖୁସି। ଆମେ…

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ…

ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଉଛନ୍ତି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଅତିଥି ଭାବେ ଯୋଗଦେବେ ଲେଖକ-ପ୍ରଶାସକ ଆର୍‌ ବାଲାକ୍ରୀଷ୍ଣନ୍, ପଦ୍ମଶ୍ରୀ ପ୍ରତିଭା ରାୟ ଓ ତେଲୁଗୁ କବି ନିଖିଳେଶ୍ବର ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ୪ର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଡିସେମ୍ବର ୨୬-୨୭…

Odisha CM Naveen Patnaik to…

Odisha Governor Prof. Ganeshi Lal, author-administrator R. Balakrishnan, Padma Shri Dr. Pratibha Ray and celebrated Telugu poet Nikhileswar to grace the closing ceremony Bhubaneswar: The 4th edition of Koraput Literary Festival (KLF…

Dash Benhur and Hrushikesh Mallick…

Odisha CM Naveen Patnaik to inaugurate KLF 2021 in Bhubaneswar Odisha Governor Prof. Ganeshi Lal, author and administrator R. Balakrishnan, Padma Shri Dr. Pratibha Ray and celebrated Telugu poet Nikhileswar to grace the closing ceremony…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍

ଭୁବନେଶ୍ୱର: ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ତ୍ରିଲୋଚନ…

ଭୁବନେଶ୍ବର: ନୟାଗଡ଼ର ସୁଯୋଗ୍ୟ ସନ୍ତାନ, ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କର ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଡ. ପ୍ରଧାନ ଆଜି ଭୁବନେଶ୍ବରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗକରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କ…

ଚାଲିଗଲେ ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ

ଭୁବନେଶ୍ବର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର୍‌ ରାଧାମୋହନ। ଦୁଇ ସପ୍ତାହ ଧରି ମୃତ୍ୟୁ ସହ ଲଢ଼େଇ କରିବା ପରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଏକ ଧାରାରେ ଜଣେ ପ୍ରାଧ୍ୟାପକ, ଗାନ୍ଧିବାଦୀ, ସମାଜସେବୀ, ପରିବେଶବିତ,…

କଥାଶିଳ୍ପୀ ମନୋଜ ଦାସଙ୍କ ପରଲୋକ

ପଣ୍ଡିଚେରୀ: ଭାରତୀୟ କଥା ସାହିତ୍ୟର ଅନ୍ୟତମ ଶିଖର ପୁରୁଷ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଲେଖକ ଶ୍ରୀ ମନୋଜ ଦାସ ଆଉ ନାହାନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ଦୁରାରୋଗ୍ୟରେ ପୀଡ଼ିତ ପ୍ରାଧ୍ୟାପକ ଦାସଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ,…

“ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ…

ପୁରୀ: "ସେ ଥିଲେ ଓଡ଼ିଆ ଅସ୍ମିତାର ଆଦର୍ଶ ପୁରୁଷ। ଓଡ଼ିଶା ଓ ଓଡ଼ିଆ ଭାଷାକୁ ନୂଆ ପରିଚୟ ଦେଇଥିଲେ ଗଜପତି କପିଳେନ୍ଦ୍ର ଦେବ। ଆଜକୁ ୬ ଶହ ବର୍ଷ ତଳେ ଓଡ଼ିଶା ମହାରାଜ୍ୟ ପ୍ରତିଷ୍ଠ କରିଥିବା ସୂର୍ଯ୍ୟବଂଶୀ ବୀର କପିଳେନ୍ଦ୍ର ସର୍ବେଶ୍ରେଷ୍ଠ ହିନ୍ଦୁ ରାଜା ଥିଲେ। ଅସଲ ଅର୍ଥରେ ସେ ହିଁ ଥିଳେ ଓଡ଼ିଶା ଓ ଓଡ଼ିଆଙ୍କ…

ହୃଦୟ ଜିଣିଲେ ଟ୍ରାଫିକ୍‌ ପୁଲିସ

ଭୁବନେଶ୍ବର: ଅନେକ ସମୟରେ ଆପଣ ପୁଲିସର ବର୍ବରତାର କାହାଣୀ ଶୁଣିଥିବେ ଓ ଦେଖିଥିବେ। କେଉଁଠି ଗରିବ ବ୍ୟବସାୟୀର ପରିବା ଟ୍ରଲି ଓଲଟାଇ ଦେଲେଣି ତ କେଉଁଠି ରାସ୍ତାକଡ଼ ପରିବା ଦୋକାନ ଉପରେ ଗାଡ଼ି ଚଢ଼େଇ ଦେଲେଣି, ପୁଣି କେଉଁଠି ବେଆଇନ ବ୍ୟବସାୟର ଅଭିଯୋଗ ଆଣି ମାଡ଼ ମାରିଲେଣି। ତେବେ ନାନାଦି ନକରାତ୍ମକ ଚିତ୍ର…