Odisha Link
Bridging the Missing Links in Odisha
Browsing Category

ବ୍ୟକ୍ତିତ୍ବ

ସୁଶାନ୍ତ ସିଂ ରାଜପୁତ: ଆତ୍ମହତ୍ୟା…

ଭୁବନେଶ୍ବର: କି ବିଚିତ୍ର ବିରୋଧାଭାସ ସତରେ! ଯେଉଁ ବ୍ୟକ୍ତି ଆତ୍ମହତ୍ୟା ବିରୋଧରେ ମତ ରଖିଥିଲେ ସେ ନିଜେ ଆଜି ଆତ୍ମହତ୍ୟା କରିଛନ୍ତି। ୨୦୧୯ ମସିହାରେ ବଲିଉଡ୍‌ ସିନେମା 'ଛିଛୋର୍'ରେ ବାପା ଭୂମିକାରେ (ଅନିରୁଦ୍ଧ ପାଠକ) ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ସୁଶାନ୍ତ। ଏହି ଚଳଚ୍ଚିତ୍ରରେ ସେ ନିଜର କଲେଜ ପଢ଼ୁଆ…

ଅଭିନେତା ବିଜୟ ମହାନ୍ତି ସୁସ୍ଥ, ଖୁବ୍‌…

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ସେ ଏବେ ସୁସ୍ଥ ଅଛନ୍ତି ବୋଲି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ରା ରାୟ ସୂଚନା…

ଚାଲିଗଲେ ସଂଗ୍ରାମୀ ଭବାନୀଚରଣ, ମୃତ୍ୟୁ…

ଭୁବନେଶ୍ବର: ଜଣାଶୁଣା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ଦେହାନ୍ତ ହୋଇଯାଇଛି। ୩ ଦିନ ତଳେ ନିଜର ୯୯ତମ ଜନ୍ମଦିବସ ପାଳନ କରିଥିବା ଭବାନୀଚରଣ ପଟ୍ଟନାୟକ ଆଜି କ୍ୟାପିଟାଲ ହସପିଟାଲରେ ଆଖି ବୁଜିଛନ୍ତି। ଦୁଇଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାରେଅବନତି…

ଉତ୍କଳ ଟ୍ୟାନେରୀ, ପଛୁଆଙ୍କ ଉନ୍ନତି ଓ…

ଶୁଭ୍ରାଂଶୁ ପଣ୍ଡା ଦେଶ ବ୍ୟାପୀ ଏବେ ଉଦ୍ୟୋଗ ପ୍ରତିଷ୍ଠାର ଲହରୀ ଖେଳୁଥିବା ବେଳେ ଷ୍ଟାର୍ଟଅପ୍ ନୀତି ମାଧ୍ୟମରେ ସରକାର ନୂଆ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଦେଶର ବିକାଶରେ ଉଦ୍ୟୋଗ ଯେ ଏକ ଅପରିହାର୍ଯ୍ୟ ଅଙ୍ଗ, ଏହାକୁ କେହି ଅସ୍ଵୀକାର କରି ପାରିବେନାହିଁ। ତେବେ ଦେଶ ସ୍ବାଧୀନ…

ଓଡ଼ିଶାର ବିଶ୍ବକର୍ମା: ସବୁଥିରେ ପ୍ରଥମ…

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ପୂଣ୍ୟ ଜନ୍ମତିଥି। କେବଳ ନୂଆ ଓଡ଼ିଶାର ନୁହେଁ, ବରଂ ଆଧୁନିକ ଭାରତର ନିର୍ମାତାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମଧୁବାବୁ। ୧୮୪୮ ମସିହା ଏପ୍ରିଲ ୨୮ ତାରିଖରେ କଟକ ଜିଲ୍ଲା ସତ୍ୟଭାମାପୁରରେ ଜନ୍ମିତ ଏହି ମହାପୁରୁଷଙ୍କ ଜୀବନ ଓ କର୍ମ ବାବଦରେ ପ୍ରାୟ ଓଡ଼ିଆ ପାଠକ…

ବାହୁଡ଼ିଗଲେ ବିଜୟ ମିଶ୍ର

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟାରେ ପରଲୋକ ଗମନ କରିଛନ୍ତି ନାଟ୍ୟକାର ବିଜୟ ମିଶ୍ର। ଓଡ଼ିଆ ମଞ୍ଚ ଜଗତର ଅନ୍ୟତମ ସମର୍ଥ ବିନ୍ଧାଣୀ, ନାଟ୍ୟକାର ଓ ସିନେମା ସଂଳାପକାର ଶ୍ରୀ ମିଶ୍ର ୮୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି।‌ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ସେ…

ଆଧୁନିକ ଓଡ଼ିଶାର ନବନିର୍ମାତା ବିଜୁ…

ତାଙ୍କର ଅନେକ ନାମ- କଳିଙ୍ଗ ପୁତ୍ର, ଆଧୁନିକ ଖାରବେଳ, ସେ ପ୍ରବାଦ ପୁରୁଷ, ଇଣ୍ଡୋନେସିଆର ଭୂମିପୁତ୍ର। ଏତେ ସବୁ ସମ୍ମାନର ଅଧିକାରୀ ଜଣେ ମହାନାୟକ ହିଁ ହୋଇପାରିବେ। ତେବେ ସବୁରି ମୁହଁରେ ଗୋଟିଏ ନାମରେ ସେ ଥିଲେ ବେଶ୍‌ ପରିଚିତ, 'ବିଜୁ ବାବୁ'। ସେ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ…

ଚିନ୍ତାର ଲାଲ୍ ସେନା: କାବ୍ୟର ଲାଲ୍ ବାନା

ଅସିତ ମହାନ୍ତି କବି ରବି ସିଂ ଙ୍କ ଆତ୍ମଜୀବନୀ 'ନିଃସଙ୍ଗ ପଦାତିକ'ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା। ସେତେବେଳେ ଏହାର…

ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ପ୍ରଥମ…

ମୁମ୍ବାଇ: ଜାତୀୟ ସୁନ୍ଦରୀ ପ୍ରତିଯୋଗିତା ଆଇଏଡବ୍ଲୁଏ ସୁପର ମଡେଲ ୨୦୨୦ର ଟାଇଟଲ୍‌ ବିଜେତା ହୋଇଛନ୍ତି ଢେଙ୍କାନାଳର ଝିଅ ଦିପ୍ତୀ ଜ୍ୟୋତି ପଟ୍ଟନାୟକ। ଶୁକ୍ରବାର ସଂଧ୍ୟାରେ ଅନ୍ଧେରୀ ଓ୍ବେଷ୍ଟ ଠାରେ ଏକ ହୋଟେଲରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମାରୋହରେ ତାଙ୍କୁ ଏହି ମୁକୁଟ ମିଳିଛି। ଏକ ଭୋଟିଂ…

ଆଜି ୨ ବୀର ପୁରୁଷଙ୍କ ଜୟନ୍ତୀ, ଏହି…

ଭୁବନେଶ୍ୱର: ଓଡ଼ିଶା ମାଟିର ଦୁଇ ବୀରପୁତ୍ର ଭାରତ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ମୁଖ୍ୟ ପୁରୋଧା ଥିଲେ। ଇଂରେଜ ଶାସନ ବିରୋଧରେ ଆଜୀବନ ସଂଗ୍ରାମ କରିଥିଲେ ସେହି ମହାନ ସଂଗ୍ରାମୀ। କେବେ ଶତ୍ରୁ ଆଗରେ ମୁଣ୍ଡ ନୁଆଇଁ ଥିଲେ। ଜାନୁଆରୀ ୨୩ ତାରିଖରେ ଏହି ପୂଣ୍ୟଗର୍ଭା ମାଟି ହିଁ ଜନ୍ମ ଦେଇଥିଲା  ସେହି ମହାନ…