Browsing Category
ଯୋଜନା ଓ ବିକାଶ
ସୁଭଦ୍ରା ଯୋଜନା: କେମିତି ୫୦ ହଜାର ଟଙ୍କା…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ନୂଆ ଯୋଜନା। ଅନେକ ଗୁଡ଼ିଏ ନୂଆ ଯୋଜନା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା। ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଉପଯୁକ୍ତ ହିତାଧିକାରୀ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ…
କିଏ ଏହି ଭାରତୀୟ? ଯିଏକି ପ୍ରଥମ ଭାରତୀୟ…
ଓଏଲ୍ ବ୍ୟୁରୋ: ଇତିହାସ ରଚିଲେ ଗୋପୀ ଥୋଟାକୁରା। ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ମହାକାଶରେ ରଖିଲେ ପାଦ। ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ (୧୯୮୪), ଗୋପୀ ହେଉଛନ୍ତି ପ୍ରଥମ ଭାରତୀୟ ଯେ, କି ମହାକାଶରେ ପାଦ ଥାପିଛନ୍ତି। ରବିବାର ମହାକାଶ ଭ୍ରମଣରେ ଯାଇଥିଲେ ୬ ଜଣ ସ୍ପେଶ ଟୁରିଷ୍ଟ। ଯେଉଁମାନଙ୍କ…
‘ସ୍ବୟମ୍’ ଯୋଜନାରେ…
ଓଏଲ୍ ବ୍ୟୁରୋ: ଉଦୀୟମାନ ଯୁବକଯୁବତୀଙ୍କୁ 'ଯୁବ ଉଦ୍ୟୋଗୀ'ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା 'ସ୍ବୟମ୍'।ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି।ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି।ଯୋଗ୍ୟ ବ୍ୟକ୍ତି…
ଓଡ଼ିଶା ଗଢ଼ିବ ବୈଦ୍ୟୁତିକ ଯାନ, ନରାଜରେ…
ଓଏଲ୍ ବ୍ୟୁରୋ: ଖୁବଶୀଘ୍ର ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନର ହବ୍ ପାଲଟିବ ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାରେ ବିଦ୍ୟୁତ୍ଚାଳିତ ଯାନ ବା ଇଲେକ୍ଟ୍ରିକ୍ ଭେହିକିଲ୍ (ଇଭି) କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ)। ପାରାଦୀପରେ ତମ୍ବା ସ୍ମେଲଟର୍…
ବିଦ୍ୟାଳୟ ପାଠାଗାର ବହିକିଣା ଦୁର୍ନୀତି:…
ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ନେଇ ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ଏ ମାମଲା ରୋଚକ ମୋଡ଼ ନେଇଛି। ଓସେପାର ପୁସ୍ତକ ଚୟନ ପ୍ରକ୍ରିୟାକୁ…
ଲୋକାର୍ପିତ ହେଲା ନେତାଜୀ ବସ ଟର୍ମିନାଲ,…
ଓଏଲ୍ ବ୍ୟୁରୋ: ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ୍ ଟର୍ମିନାଲ। କଟକର ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀ ବସ୍ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦଘାଟନ କରିବା ପରେ ସେ ବସ୍ ଟର୍ମିନାଲ ବୁଲି ଦେଖିଛନ୍ତି।…
‘ମୋ-ଘର’ ଯୋଜନା ପାଇଁ ଆଜିିଠୁ ଆବେଦନ,…
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମୋ-ଘର ଯୋଜନାରେ ସହାୟତା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ। ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ମୋ ଘର ଯୋଜନାରେ ଆବେଦନ ପାଇଁ ଏକ…
କାହାକୁ ମିଳିବ ‘ମୋ ଘର’ ?…
ଭୁବନେଶ୍ବର: ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟରେ ୧୮ଟି ପ୍ରସ୍ତାବରେ ମୋହର ମାରିଛନ୍ତି ନବୀନ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ବାଜିଛି ମୋହର। ସବୁଠୁ ବଡ଼କଥା ହେଲା ଆଜି ନବୀନ ସରକାରର ୫ମ ପାଳିର ୪ର୍ଥ ବର୍ଷ ପୂରଣ ହୋଇଛି। ଏହି…
କ୍ଷେପଣାସ୍ତ୍ର ଆଇଟିସିଏମର ସଫଳ ପରୀକ୍ଷଣ
ଓଏଲ୍ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଦେଶୀ ଜ୍ଞାନ କୌଶଲରେ ନିର୍ମିତ ଆଇଟିସିଏମ ମିସାଇଲ ଆଜି ୧୦ଟା ୧୫ମିନିଟରେ ସଫଳ ପରୀକ୍ଷଣ ହୋଇଛି। ଏହା ସୁପର ସୋନିକ କ୍ରୁସ ମିଶାଇଲ ନିର୍ଭୟର ଆଡଆନ୍ସ ଭର୍ସନ। ଏହି…
ଜଗତସିଂହପୁରରେ ୨୧୪ କୋଟି ଟଙ୍କା…
ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦ୍ଘାଟନ କରିଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା…