Odisha Link
Bridging the Missing Links in Odisha
Browsing Category

ରାଜନୀତି

ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପଦରୁ…

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଆଜି ପୂର୍ବାହ୍ନ ୧୧.୩୦ରେ ମୁଖ୍ୟମନ୍ତ୍ରୀ ନିବାସରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଆଲୋଚନା…

ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା: ୫…

ଓଏଲ୍‌ ବ୍ୟୁରୋ: ବେପରୁଆ ଡ୍ରାଇଭିଂ ପାଇଁ ଅନେକ ଘଟଣା ଓ ଦୁର୍ଘଟଣା ସାମ୍ନାକୁ ଆସିଛି। ଆଜି ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଡ୍ରାଇଭିଂ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ୨ଟି ଗାଡ଼ି ଜବତ କରିଛି। ସୂଚନା ଅନୁସାରେ, ଭୁବନେଶ୍ୱର ରାଜରାସ୍ତାରେ ବେପରୁଆ ଭାବେ…

ରାଜ୍ୟ ରାଜନୀତିରେ ସୁଭଦ୍ରା ଝଡ଼,…

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ଭାରତୀୟ ଜନତା ପାର୍ଟି। ଶାସକଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ନେଇ କସରତ ଆରମ୍ଭ କରିଥିବାବେଳେ ବିରୋଧୀ ମଧ୍ୟ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏସବୁ ଭିତରେ ସୁଭଦ୍ରା ଯୋଜନାକୁ ନେଇ ରାଜନୀତି ଲାଗି ରହିଛି।…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ:…

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ଭାରତୀୟ ଜନତା ପାର୍ଟି। ଶାସକଦଳ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ନେଇ କସରତ ଆରମ୍ଭ କରିଥିବାବେଳେ ବିରୋଧୀ ମଧ୍ୟ ସ୍ବତନ୍ତ୍ର ରଣନୀତି ଆରମ୍ଭ କରିଛନ୍ତି। ଏସବୁ ଭିତରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର…

ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ…

ଓଏଲ୍‌ ବ୍ୟୁରୋ: ପରଲୋକରେ ସିପିଆଇଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ। ୭୨ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ନୂଆଦିଲ୍ଲୀ ଏମ୍ସରେ ଗତ କିଛି ଦିନ ହେବ ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ନିମୋନିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମାଦ୍ରାସରେ ସୀତାରାମ ୟେଚୁରୀ…

ଆସ୍ଥା ଭୋଟ ହାରିଲେ ପୌରାଧ୍ୟକ୍ଷା, ଆଗତ…

ଓଏଲ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଦେଖିବାକୁ ମିଳିଛି ରାଜନୈତିକ ହଟଚମଟ। ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କୁ ଗାଦିଚ୍ୟୁତ ଲାଗି ଅନାସ୍ଥା ପ୍ରସ୍ତାବ ଆଣିଥିଲେ ଉପାଧ୍ୟକ୍ଷ ଓ କାଉନସିଲର। ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ୧୦ କାଉନସିଲର୍‌ ଭୋଟ୍ ଦେଇଛନ୍ତି।…

ରେଭେନ୍ସା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବୟାନ,…

ଓଏଲ୍‌ ବ୍ୟୁରୋ: ରେଭେନ୍ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏପରିକି ବିଧାନସଭାରେ ଉଠିଛି ରେଭେନ୍ସା ଝଡ଼। ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଛାତ୍ରଛାତ୍ରୀଙ୍କ ମଧ୍ୟର ଏହି ନିଆଁ ଜାଗି ଉଠିଛି। ଲଗାତାର ଭାବେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା…

ହରିୟାଣା ନିର୍ବାଚନ: ଭିନେଶଙ୍କ ବିପକ୍ଷରେ…

ଓଏଲ୍‌ ବ୍ୟୁରୋ: ହରିୟାଣା ବିଧାନସଭା ତାତି, ରାଜଧାନୀ ଦିଲ୍ଲୀରେ ଅନୁଭୂତ ହେବାରେ ଲାଗିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯେଉଁ ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିଲା, ସେଥିରେ ଏବେ ଲାଗିଛି ବିରାମ। କାରଣ ଗୋଟିଏ ପରେ ଗୋଟିଏ ପର୍ଯ୍ୟାୟ ଆଶାୟୀ ପ୍ରାର୍ଥୀଙ୍କ…

ପ୍ୟାରିସ୍‌ରେ ବି ରାଜନୀତି ହୋଇଥିଲା,…

ଓଏଲ୍‌ ବ୍ୟୁରୋ: ସକ୍ରିୟ ରାଜନୀତିରେ ପାଦ ଥାପିଥିବା ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଏବେ ଆଣିଛନ୍ତି ବଡ଼ ଅଭିଯୋଗ। ପ୍ୟାରିସ୍‌ ଅଲିମ୍ପିକ୍ସକୁ ନେଇ ବଡ଼ ଅଭିଯୋଗ କରିଛନ୍ତି ଭିନେଶ। ଏପରିକି ଭାରତୀୟ ଅଲିମ୍ପିକ୍ସ ସଂଘର ଅଧ୍ୟକ୍ଷା ପିଟି ଉଷାଙ୍କ ପକ୍ଷରୁ ସୋସିଆଲ ମିଡିଆରେ ସେୟାର ହୋଇଥିବା ଫଟୋକୁ ନେଇ…

ରାଜ୍ୟ ରାଜନୀତିରେ ଓଡ଼ିଆ ଅସ୍ମିତା,…

ଓଏଲ୍‌ ବ୍ୟୁରୋ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି। ଏହା ଉପରେ ବିତର୍କ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ ପରେ ରାଜନୀତି ଥମିବାରେ ନାଁ ନେଉନାହିଁ। ଏହାରି ଭିତରେ ଆରମ୍ଭ ହୋଇଯାଇଛି ଟ୍ବିଟ୍ ୱାର। ଓଡ଼ିଆ ଅସ୍ମିତାକୁ…