Odisha Link
Bridging the Missing Links in Odisha
Browsing Category

ରାଜନୀତି

କଂଗ୍ରେସ ଛାଡ଼ିବା ପରେ ପ୍ରତିକ୍ରିୟା…

ଓଏଲ୍‌ ବ୍ୟୁରୋ: କଂଗ୍ରେସର ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ। କଂଗ୍ରେସରୁ ଆଜି ଇସ୍ତଫା ଦେଇଛନ୍ତି ବିଜୟ ପଟ୍ଟନାୟକ। ମେଲ୍‌ ଯୋଗେ ଏଆଇସିସିକୁ ଇସ୍ତଫା ପତ୍ର ପଠାଇଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଛାଡ଼ିବା ପରେ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି, ଦଳରେ ମୋର କୌଣସି ସମ୍ମାନ ନାହିଁ।…

ଭବାନୀପାଟଣା ପୌରପାଳିକା: ଅଧ୍ୟକ୍ଷାଙ୍କ…

ଓଏଲ୍‌ ବ୍ୟୁରୋ: ଭବନାନୀପାଟଣା ପୌରପାଳିକା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍। ପୌରାଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିରୋଧରେ ୨୦ କାଉନ୍‌ସିଲରଙ୍କ ଭୋଟ। ଶ୍ରୀମତୀ ବେହେରାଙ୍କ ବିପକ୍ଷରେ ବିଜେଡିର ୧୮, କଂଗ୍ରେସ ଓ ବିଜେପିର ଜଣେ ଲେଖାଏଁ କାଉନସିଲର ଭୋଟ ଦେଇଥିଲେ। ତେବେ ଏନେଇ ବିଧିବଦ୍ଧ ଘୋଷଣା…

୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ୍‌

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ହେଲେ ସରୁନାହିଁ ହାଇକୋର୍ଟଙ୍କ ନୋଟିସ୍। ପୁଣିଥରେ ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ଜାରି କରିଛନ୍ତି ନୋଟିସ୍। ୨ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି କୋର୍ଟ। ରାଉରକେଲା ବିଧାୟକ ସାରଦା ପ୍ରସାନ ନାୟକ ଓ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ…

ନିର୍ବାଚନୀ ସ୍ଵଚ୍ଛତାକୁ ନେଇ ବିଜେଡିର…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ…

କିଏ ହେବେ ପିସିସି ସଭାପତି? ଦିଲ୍ଲୀରୁ…

ଓଏଲ୍ ବ୍ୟୁରୋ: କିଏ ହେବେ ନୂଆ ପିସିସି ସଭାପତି ? ଯୁବ ନା ବରିଷ୍ଠଙ୍କୁ ମିଳିବ ମଙ୍ଗୁଆଳ ହେବାର ସୁଯୋଗ, ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବା ସହ ପିସିସି ସଭାପତି ପଦରୁ ଶରତ ପଟ୍ଟନାୟକ ହଟିବା ପରେ ୟାକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ତେବେ ଏସବୁ ପ୍ରଶ୍ନ ଭିତରେ ତାରା ବାହିନୀପତିଙ୍କୁ ନେଇ ଚର୍ଚ୍ଚା ମଧ୍ୟ…

ଶଙ୍ଖ ଭବନରେ ବିଜେଡିର ବୈଠକ, ବରିଷ୍ଠ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ। ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ଦୀର୍ଘ ୨୪ ବର୍ଷ ଶାସନ କରି ବିଜେଡି କ୍ଷମତାଚ୍ୟୁତ ହୋଇଛି। ଏଭଳି ପରାଜୟର କାରଣକୁ ଖୋଜିବା ବେଳେ ବିଜେଡିର ବିଭିନ୍ନ ମହଲରେ ଝଡ଼ ଉଠିଛି। ବିଗତ ବର୍ଷ ହେବ ଶାସନ କରୁଥିବା ବିଜୁ ଜନତା ଦଳ ଏବେ ବିଧାନସଭାରେ…

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ବିଜେପିରେ…

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ଆରମ୍ଭ ହୋଇଥିବା ରାଜନୈତିକ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଛି। ବିଜେପିରେ ସାମିଲ ହୋଇଛନ୍ତି ମମତା ମହନ୍ତ। ଗତକାଲି ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହନ୍ତ ଇସ୍ତଫା ଦେଇଥିଲେ। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ସୂଚନା ଦେଇଥିଲେ। ବିଜେଡି ସାଂସଦ ମମତା ମହନ୍ତ ଗତ ୨୦୨୦ରେ…

କିଏ ହେବ ଓଡ଼ିଶାର ନୂଆ କଂଗ୍ରେସ ମୁଖିଆ ?…

ଓଏଲ୍‌ ବ୍ୟୁରୋ: ସରିଜି ନିର୍ବାଚନ। ହେଲେ ସରିନି ରାଜନୀତି। ରାଜ୍ୟରେ ବିଜେପି ସରକାର ଗଠନ କରିଥିବା ବେଳେ ବିଜେଡି ବିରୋଧୀ ଦଳ ଭାବେ ରାଜ୍ୟରେ ନିଜ ସ୍ଥିତି ଜାହିର କରୁଛି। ନିଜ ସ୍ଥିତି ଜାହିର କରିବା ମାମଲାରେ ବିଜେପି, ବିଜେଡିଠୁ ବହୁତ ପଛରେ ପଡ଼ିଛି କଂଗ୍ରେସ। ଏସବୁ ମଧ୍ୟରେ କିଏ ହେବ ରାଜ୍ୟ କଂଗ୍ରେସର…

ସଂସଦରେ କୃଷକ ନେତାଙ୍କୁ ଭେଟିବାକୁ…

ଓଏଲ୍‌ ବ୍ୟୁରୋ: ସଂସଦର ବଜେଟ୍‌ ଅଧିବେଶନ ଜାରି ରହିଛି। ଏସବୁ ମଧ୍ୟରେ ଆଜି ଲୋକସଭାର ବିପକ୍ଷ ଦଳର ନେତା ରାହୁଲ ଗାନ୍ଧୀ କିଛି କୃଷକ ନେତାଙ୍କୁ ଭେଟିବା ପାଇଁ ସଂସଦକୁ ନିମନ୍ତ୍ରଣ କରିଥିଲେ। ବୁଧବାର ସଂସଦ ଭବନକୁ ଯିବା ପାଇଁ କିଛି କୃଷକ ନେତା ଆସିଥିଲେ ହେଲେ ତାଙ୍କୁ ପ୍ରବେଶ କରିବାକୁ ଅନୁମତି…

ଆସ୍ଥା ଭୋଟ ହାରିଲେ ଫୁଲବାଣୀ…

ଓଏଲ୍ ବ୍ୟୁରୋ: ଫୁଲବାଣୀ ପୌରପରିଷଦର ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ପରାଜୟ ବରଣ କରିଛନ୍ତି। ଦୀର୍ଘ ଚାରି ମାସ ଧରି ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ନେଇ ଚାଲି ଥିବା ନାଟକର ଅନ୍ତ ଘଟିଛି। ଆଜି ପ୍ରସ୍ତାବ ଉପରେ ଅନୁଷ୍ଠିତ ମତଦାନରେ…