Browsing Category
ରାଜନୀତି
ପଦ ଛାଡ଼ିଲେ ଭକ୍ତ ଦାସ, ଏଆଇସିସି…
ଓଏଲ୍ ବ୍ୟୁରୋ: ଶେଷ ହୋଇଛି ନିର୍ବାଚନ। ରାଜ୍ୟରେ ବିଜେପି ବହୁମତ ହାସଲ କରିବା ପରେ ବିଜେଡି ଦ୍ୱିତୀୟ ଓ ଶେଷରେ କଂଗ୍ରେସ ରହିଛି। କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଲେ ଭକ୍ତ ଦାସ। ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ। ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଏଆଇସିସି…
ମୋଦିଙ୍କ କ୍ୟାବିନେଟର ସ୍ଥାନ ପାଇଲେ ୭…
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି। ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେଇଛନ୍ତି। ସେହିଭଳି ମୋଦିଙ୍କ…
କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ?…
ଓଏଲ୍ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀ କିଏ ହେବେ ଚର୍ଚ୍ଚାକୁ ନେଇ ଦିଲ୍ଲୀରୁ ଫେରିବା ପରେ…
ରାଜନୀତିରୁ ସନ୍ନ୍ୟାସ ନେଲେ ଅଚ୍ୟୁତ…
ଓଏଲ୍ ବ୍ୟୁରୋ: ରାଜନୀତିରୁ ଅବସର ଘୋଷଣା କଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଉଥିବା ଘୋଷଣା କରିଛନ୍ତି କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏଥିସହିତ ୬ ବର୍ଷର ରାଜନୈତିକ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ।
ରାଜନୀତିରୁ…
ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇବ…
ଓଏଲ୍ ବ୍ୟୁରୋ: ଆଜି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଯାଇଛି।…
ଆଜିଠୁ ମୋଦି ୩.୦ : ପ୍ରାୟ ୬ ଦଶନ୍ଧି ପରେ…
ଓଏଲ୍ ବ୍ୟୁରୋ: ଆଜି ଇତିହାସ ଲେଖିବ-ରାଷ୍ଟ୍ରପତି ଭବନର ରବିବାର ସନ୍ଧ୍ୟା। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିବେ ଆଉ ଜଣେ ନେତା। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୭ଟା ୧୫ ମିନିଟରେ…
ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ଭିତରେ ସୁରେଶ…
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବ୍ରଜରାଜନଗରର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି।
ମିଳିଥିବା ସୂଚନା ମୁତାବକ…
ବିଜେଡି ନେତା ଉମାଙ୍କ ବିସ୍ଫୋରକ ବୟାନ,…
ଓଏଲ୍ ବ୍ୟୁରୋ: ସରିଛି ନିର୍ବାଚନ ୨୦୨୪। ନୂଆ କରି ଓଡ଼ିଶାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି ବିଜେପି। ପରାଜୟର କାରଣ ଖୋଜୁଛି ବିଜୁ ଜନତା ଦଳ। ଏସବୁ ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଏଥିସହିତ ନିିର୍ବାଚନ ହାରିବା ପରର ଅସନ୍ତୋଷ ପ୍ରକାଶ କରିଛନ୍ତି ଉମା।
ଉମା…
ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା…
ଓଏଲ୍ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି…
ନବୀନ ନିବାସରେ ବରିଷ୍ଠ ବିଜେଡି ନେତାଙ୍କ…
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଏକାଠି ହେଲେ ବରିଷ୍ଠ ନେତା। ଆଜି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ନବୀନ ନିବାସ ଅଭିମୁଖେ।
ମିଳିଥିବା ସୂଚନା ମୁତାବକ, ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ…