Browsing Category
ରାଜନୀତି
ଆଜି ଦିଲ୍ଲୀ ଯିବେ ବିଜେପିର ୨୦ ସାଂସଦ,…
ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା ହୋଇଛି। ନବ ନିର୍ବାଚିତ ବିଜେପି ସାଂସଦଙ୍କୁ ଦିଲ୍ଲୀ ଡାକରା। ଆଜି…
ଏନଡିଏ ନେତା ନିର୍ବାଚିତ ହେଲେ ମୋଦି
ଓଏଲ୍ ବ୍ୟୁରୋ: ଶେଷ ହେଲା ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ)ର ବୈଠକ। ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଜେପି, ଜେଡିୟୁ, ଟିଡିପି ସମେତ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକର ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ନରେନ୍ଦ୍ର…
ଦିଲ୍ଲୀରେ ସରିଲା ମହାବୈଠକ, ଏନଡିଏକୁ…
ଓଏଲ୍ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି ଏନଡିଏ। ଦିଲ୍ଲୀରେ ବସିଥିବା ଏନଡିଏ ବୈଠକରେ ନରେନ୍ଦ୍ର ମୋଦି ସରକାର ଗଠନ କରିବାକୁ ସମର୍ଥନ ଜଣାଇଲେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର।
ନବୀନ ନିବାସରେ ନବନିର୍ବାଚିତ ବିଧାୟକ
ଓଏଲ୍ ବ୍ୟୁରୋ: ନବୀନ ନିବାସରେ ନବନିର୍ବାଚିତ ବିଜେଡି ବିଧାୟକ। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି ବିଜୟୀ ବିଧାୟକ। ୫୧ ଜଣ ବିଧାୟକଙ୍କ ସହିତ ଆଲେଚନା କରିଛନ୍ତି ନବୀନ ପଟ୍ଟନାୟକ। ବିିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିକାଶର ଧାରା ଜାରି ରଖିବା…
ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ…
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ…
ଦିଲ୍ଲୀ ରାଜନୀତି ହଲଚଲ, ଏନଡିଏର…
ଓଏଲ୍ ବ୍ୟୁରୋ: ଆସି ସାରିଛି ଲୋକସଭା ନିର୍ବାଚନ ଫଳାଫଳ। ଏନଡିଏ ଗରିଷ୍ଠତା ହାସଲ କରି ସାରିଥିଲେ ବି ଜାତୀୟ ରାଜନୀତି ହଲଚଲ। କାରଣ ବିଗତ ୨ ଥର ଲୋକସଭା ନିର୍ବାଚନରେ ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କିନ୍ତୁ ଚଳିତ ନିର୍ବାଚନ ଫଳାଫଳରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ପାରି ନାହିଁ। ତେଣୁ…
ଥରୁଟିଏ ମୁଖ୍ୟମନ୍ତ୍ରୀଙ୍କୁ ଦେଖା…
ଓଏଲ୍ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୦୨୪ ନିର୍ବାଚନରେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିଛି। ବ୍ରହ୍ମପୁରରୁ ଭଲ ମାର୍ଜିନରେ ବିଜୟ ହାସଲ କରିଛନ୍ତି…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:…
ଓଏଲ୍ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି। ୫ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ତଫା ଦେଇଛନ୍ତି। ସବୁଠୁ ବଡ଼କଥା ହେଲା ମାର୍ଚ୍ଚ ୫ ତାରିଖ ୨୦୦୦…
ଆଉ ନିର୍ବାଚନ ଲଢ଼ିବେନି ନିରଞ୍ଜନ,…
ଓଏଲ୍ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟର ଶାସକଦଳ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ଏସବୁ ଭିତରେ ରାଜନୀତିରୁ ସନ୍ନ୍ୟାସ ନେଲେ…
ଓଡ଼ିଶାରେ ବିଜେଡିର ପରାଜୟ : ୧୦ଟି କାରଣ
ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି । ବାହୁଡ଼ା ମତ ଠାରୁ ବାସ୍ତବ ମତ ଭିନ୍ନ ସାବ୍ୟସ୍ତ ହୋଇଛି । ପ୍ରଭେଦ ଏତିକି, ୨୦୧୯ରେ ବିଜୁ ଜନତା ଦଳ ବାହୁଡ଼ା ମତ ଠାରୁ ଯଥେଷ୍ଟ ଅଧିକ ଆସନ ଜିତିଥିବାବେଳେ ଚଳିତ ନିର୍ବାଚନରେ ଏହି ଆଞ୍ଚଳିକ ଦଳ ବାହୁଡ଼ା…