Odisha Link
Bridging the Missing Links in Odisha
Browsing Category

ରାଜନୀତି

ଉତ୍ତରପ୍ରଦେଶ ଉପନିର୍ବାଚନ: ସଂଘ…

ଓଏଲ୍‌ ବ୍ୟୁରୋ: ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ସାଧାରଣ ନିର୍ବାଚନ ପରେ ପୁଣିଥରେ ଉତ୍ତର ପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି। ନିର୍ବାଚନ ମାହୋଲ ମଧ୍ୟରେ ଏକ ବୈଠକ ପୁରା ରାଜନୀତିର ପାରାକୁ ବଢ଼ାଇ ଦେଇଛି। ଉତ୍ତର ପ୍ରଦେଶର…

ଖୁବଶୀଘ୍ର ବିଜେପିର ସାଙ୍ଗଠନିକ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଜେପିକୁ ମିଳିବେ ନୂଆ ମୁରବି। ଖୁବଶୀଘ୍ର ରାଜ୍ୟ ବିଜେପି ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସରକାରକୁ ଆସିବା ପରେ ଏଥିପାଇଁ ଅଣ୍ଟାଭିଡିଛି ବିଜେପି। ଏଥିପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଛି। ବୁଥ, ମଣ୍ଡଳ , ୩୬ ଜିଲ୍ଲା ଓ ରାଜ୍ୟ ସଭାପତି ପାଇଁ ନିର୍ବାଚନ ହେବ। ଆସନ୍ତା ୨୬…

ବିଜେଡି କନ୍ଦଳ: ସାମ୍ନାକୁ ଆସିଲେ ବିଧାୟକ…

ଓଏଲ୍‌ ବ୍ୟୁରୋ: ସରକାରରୁ ଗାଦିଚ୍ୟୁତ ହେବା ପରେ ବିଜୁ ଜନତା ଦଳକୁ ନେଇ ପ୍ରତିଦିନ ଆସୁଛି ନୂଆ କଥା। ବିଜେପି ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେଡି ନେତା ଦଳୀୟ କନ୍ଦଳ କଥା କହିବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଜେଡି ବିଧାୟକ ଶାରଦା ନାୟକ। ବିଜେଡିର ବରିଷ୍ଠ ନେତାଙ୍କ…

ଝାଡ଼ଖଣ୍ଡ: ୬୮ଟି ଆସନରେ ଳଢ଼ିବ ବିଜେପି

ଓଏଲ୍‌ ବ୍ୟୁରୋ: ହରିୟାଣା ଦଖଲ ପରେ ଏବେ ଭାରତୀୟ ଜନତା ପାର୍ଟିର ନଜର ଝାଡ଼ଖଣ୍ଡ ଉପରେ। ନଭେମ୍ବର ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ସମସ୍ତ ରାଜନୈତିକ ଦଳ ଶେଷ ଅଙ୍କକଷା ଆରମ୍ଭ କରିଛନ୍ତି। କେନ୍ଦ୍ରରେ ଶାସନାଧୀନ ଏନ୍‌ଡିଏ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ…

ଦୀପାବଳି ପରେ ଓଡ଼ିଶା କଂଗ୍ରେସ ପାଇବ ନୂଆ…

ଓଏଲ୍‌ ବ୍ୟୁରୋ: କିଏ ହେବ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ? ୩ ମାସ ହେବ ମୁରବି ବିହୀନ ହୋଇ ରହିଛି ଓଡ଼ିଶା କଂଗ୍ରେସ। ଏବେ ବି କଂଗ୍ରେସ ମୁଖିଆ କିଏ ହେବେ ସେନେଇ ଅଙ୍କ ଛିଣ୍ଡୁନି। ଷ୍ଟିୟରିଂ କମିଟି ଗଠନ କରି ଯେପରି କାମ ସାରି ଦେଇଛି ଏଆଇସିସି। ଯାହାର ପ୍ରଭାବ କଂଗ୍ରେସ ଭବନକୁ ଦେଖିଲେ ବାରି ହୋଇପଡୁଛି। ଖାଁ…

ହବିଷ୍ୟାଳି ପ୍ରସଙ୍ଗ: ବିରୋଧୀଙ୍କୁ…

ଓଏଲ୍‌ ବ୍ୟୁରୋ: କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମହାପ୍ରଭୁଙ୍କ କ୍ଷେତ୍ରରେ ହବିଷ୍ୟ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ହବିଷ୍ୟାଳି ଆସିଛନ୍ତି। ମାତ୍ର ଅନେକ ହବିଷ୍ୟାଳି ପଞ୍ଜିକରଣ କରିନଥିବାରୁ ସେମାନଙ୍କୁ ରହିବା ପାଇଁ ସ୍ଥାନ ମିଳିନଥିଲା।…

ନିଗମ ଲଡ଼ୁ କେବେ ବାଣ୍ଟିବେ ମୋହନ ସରକାର ?

ଓଏଲ୍‌ ବ୍ୟୁରୋ: ସରିଲା ଦଶହରା। ଆଗକୁ ଆସୁଛି ଦୀପାବଳି। ହେଲେ ଏପର୍ଯ୍ୟନ୍ତ ନେତାଙ୍କୁ ମିଳିଲାନି ପାର୍ବଣ ଲଡ଼ୁ। ପ୍ରଥମ ଥର ପାଇଁ ସରକାରକୁ ଆସିଥିବା ଭାରତୀୟ ଜନତା ପାର୍ଟି ଦଳର ବିଧାୟକ ଓ ନେତାମାନଙ୍କୁ ଦଶହରା ଭେଟି ଦେଇ ପାରିଲା ନାହିଁ। ୨୪ ବର୍ଷର ସରକାରକୁ ପଛରେ ପକାଇ ପ୍ରଥମ ଥର ପାଇଁ ଶାସନ ଗାଦିରେ…

“ଆୟୁଷ କମି କମି ଆସୁଛି”

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୩ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ପରାଜୟ କାରଣର ପୋଷ୍ଟମର୍ଟମ ରିପୋର୍ଟ ଏବେ…

ଝାଡ଼ଖଣ୍ଡ ନିର୍ବାଚନ: ପ୍ରକାଶ ପାଇଲା…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାରେ…

ବିଜେଡି ନେତାଙ୍କୁ ନେଇ ମୋକିମଙ୍କ ବଡ଼…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା…