Odisha Link
Bridging the Missing Links in Odisha
Browsing Category

ରାଜନୀତି

ଗଞ୍ଜାମ ବିଜେଡିରେ କଳି, ର‍ଞ୍ଜିତା…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ। ଏଥିପାଇଁ ଦଳ ପକ୍ଷରୁ ହୋଇଛି ବ୍ୟାପକ ପ୍ରସ୍ତୁତି। ଏସବୁ ମଧ୍ୟରେ ଗଞ୍ଜାମ ବିଜେଡି କଳି ପଦାରେ ପଡ଼ିଛି। ବିଜେଡି ସୁପ୍ରିମୋଙ୍କ ଜନ୍ମଦିନରେ ବିସ୍ଫୋରକ ବୟାନ ଦେଇଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ।…

କାହାକୁ ମିଳିବ ହରିୟାଣା ଶାସନ ଗାଦି? ଆଜି…

ଓଏଲ୍‌ ବ୍ୟୁରୋ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ।ତୃତୀୟ ଥର ପାଇଁ ହରିୟାଣାରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାବିନେଟର ଚେହେରା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ଏଭଳି…

ବିଜେଡି ପରାଜୟକୁ ନେଇ ବଢୁଛି ବିବାଦ,…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର କ୍ଷମତାରେ ବିରାମ ଲାଗିଛି। ବିଜୁ ଜନତା ଦଳର ସରକାରକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ହେଲେ ଏଯାଏଁ ବିଜେଡି ପରାଜୟର କାରଣ ଖୋଜା ଶେଷ ହୋଇନାହିଁ। ଏସବୁ ଭିତରେ ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା…

ବିଜେପି ସାଙ୍ଗଠନିକ ନିର୍ବାଚନ: ପୁରୀ…

ଓଏଲ୍‌ ବ୍ୟୁରୋ: ଘର ସଜାଡ଼ିବ ଭାରତୀୟ ଜନତା ପାର୍ଟି। ଏଥିପାଇଁ ଅଣ୍ଟା ଭିଡ଼ିଲାଣି ବିଜେପି। ଲଗାତାର ୩ୟ ଥର ପାଇଁ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଜେପି ସାରା ଦେଶରେ ସେବା ସପ୍ତାହ ପାଳନ କରିଥିଲା। ବର୍ତ୍ତମାନ ସଦସ୍ୟ ଅଭିଯାନ ପ୍ରକ୍ରିୟା ଚାଲୁ ରହିଛି। ଏସବୁ ମଧ୍ୟରେ ଦଳର ସାଙ୍ଗଠନିକ ସ୍ଥିତିକୁ…

ନିର୍ବାଚନ ୨୦୨୪: ଗୋଟିଏ ଦିନରେ ପ୍ରକାଶ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନର ୩ ମାସ ପରେ ଅନୁଷ୍ଠିତ ହୋଇଥିଲା ହରିୟାଣା ଓ ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ। ଯାହାର ଫଳାଫଳ ପ୍ରକାଶ ପାଇ ସାରିଛି। ଏବେ ଆଉ ଦୁଇଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯାହାର ଘୋଷଣା ଆଜି କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ…

ମହାରାଷ୍ଟ୍ର ନିର୍ବାଚନ: ୨୮୮ ଆସନ ପାଇଁ…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଭାରତୀୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩…

୨ଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା…

ଓଏଲ୍‌ ବ୍ୟୁରୋ: ବାଜିଲା ବିଗୁଲ। ନଭେମ୍ବର ମାସରେ ହେବ ଝାଡ଼ଖଣ୍ଡ ନିର୍ବାଚନ। ଚଳିତଥର ଦୁଇଟି ପର୍ଯ୍ୟାୟରେ ହେବ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ। ନଭେମ୍ବର ୧୩ ତାରିଖରେ ଓ ୨୦ ତାରିଖରେ ଝାଡ଼ଖଣ୍ଡରେ ହେବ ବିଧାନସଭା ନିର୍ବାଚନ। ସେହିପରି ନଭେମ୍ବର ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି…

ବାଜିଲା ନିର୍ବାଚନୀ ବିଗୁଲ, ନଭେମ୍ବର…

ଓଏଲ୍‌ ବ୍ୟୁରୋ: ବାଜିଲା ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପିବ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଭାରତୀୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି। ୨୦ ନଭେମ୍ବରରେ ମହାରାଷ୍ଟ୍ର ମତଦାନ ଗ୍ରହଣ ହେବ। ୨୩…

ବିଜେଡି କଳି: କାରଣ ଦର୍ଶାଅ ନୋଟିସ୍‌କୁ…

ଓଏଲ୍‌ ବ୍ୟୁରୋ: ଶଙ୍ଖ ଭବନରେ ଆରମ୍ଭ ହୋଇଥିବା ଭୁବନେଶ୍ବର ବିଜେଡି କଳି ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ରାଜଧାନୀରୁ ଆରମ୍ଭ କରି ଗାଁରେ ବିଜେଡି କଳି କଥାରେ ଲାଗି ରହିଛି ଚର୍ଚ୍ଚା। ଏସବୁ ମଧ୍ୟରେ ଭୁବନେଶ୍ବର ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ ରାଉତ ୧୫ ଦିନ ତଳେ ୪ ଜଣ…

ବିଜେଡି ଛାଡ଼ିଲେ ଅମର ଶତପଥୀ, ଲେନିନ୍‌…

ଓଏଲ୍‌ ବ୍ୟୁରୋ: କଳ୍ପନାଜଳ୍ପନାର ଅନ୍ତ ଘଟିଲା। ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଲେନିନ୍‌ ମହାନ୍ତି ଓ ଅମର ଶତପଥୀଙ୍କ ଭିତରେ ଲାଗି ରହିଥିବା ବୟାନବାଜିିରେ ଲାଗିଲା ବିରାମ। ଦଳରେ ଯଦି ଅମର ଶତପଥୀ ଶ୍ବାସରୁଦ୍ଧ ହୋଇଯାଉଛନ୍ତି ତେବେ ଛାଡ଼ି ଚାଲିଯାଆନ୍ତୁ ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି…