Browsing Category
ଧର୍ମ
ସୁସ୍ଥ ହେଲେ ଶ୍ରୀଜିଉ, ରାଜାଙ୍କୁ ସନ୍ଦେଶ…
ପୁରୀ: ସୁସ୍ଥ ହେଲେ ଶ୍ରୀଜିଉ। ଅଣସର ଉପଚାର ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ଦ୍ବାଦଶ ତିଥିରେ ରାଜ ପ୍ରସାଦରରେ ପହଁଞ୍ଚିଛି ମହାପ୍ରଭୁଙ୍କ ସୁସ୍ଥତାର ଖବର। ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି। ବିଧି ମୁତାବକ…
ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ ନୀତି
ପୁରୀ: ଆଜି ପବିତ୍ର ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିର ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ହେବ। ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ରାଜ ନହରକୁ ଶ୍ରୀ ଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ। ଶ୍ରୀବିଗ୍ରହ ମାନଙ୍କ ସୁସ୍ଥ ହେବାର ଖବର ଗଜପତିଙ୍କୁ ଜଣାଇବା ସହ ପ୍ରଥମ ଆଦ୍ୟ…
ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସୁଛି ପଥର…
ଭୁବନେଶ୍ବର: ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିରୁ ଖସୁଛି ପଥର ଖଣ୍ଡ। ଏପରିକି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବିଶ୍ୱ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଘୋର ଅବହେଳା କରୁଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ହେବ ମନ୍ଦିରରେ ସାମାନ୍ୟତମ ରକ୍ଷଣାବେକ୍ଷଣ କରୁନଥିବା ଅଭିଯୋଗ ହୋଇଛି।…
ଆଜି ଶ୍ରୀଜିଉଙ୍କୁ ଫୁଲରୀ ତେଲ ଲାଗି
ପୁରୀ: ଆଜି ଶ୍ରୀଜିଉଙ୍କ ଫୁଲରୀ ତେଲ ଲାଗି ନୀତି ଅଣସର ପିଣ୍ଡିରେ ସମ୍ପାଦନ ହେବ। ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଅଣସର ନୀତିର ଅନ୍ୟତମ ଅତି ଗୋପନୀୟ ନୀତି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ସମ୍ପାଦନ କରିଥିଲେ ଦଇତାପତି ସେବକ। ଶ୍ରୀଅଙ୍ଗ ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ଆଜି ଶ୍ରୀଜିଉଙ୍କ ଫୁଲରୀ…
ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ,…
ପୁରୀ: ସରିଲା ଶ୍ରୀଜିଉଙ୍କ ସ୍ନାନଯାତ୍ରା। ୧୫ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ଅନବସରକାଳୀନ ଗୁପ୍ତ ପୂଜା। ଏହି ସମୟରେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଏ । ଜଗମୋହନରେ ବିଜେ ହୋଇଥାନ୍ତି ପଟିଦିଅଁ ।
ଏଣୁ ଗୁରୁବାର ବିଳମ୍ବିତ ରାତିରେ ଶ୍ରୀମନ୍ଦିରକୁ ବିଜେ…
ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…
ପୁରୀ: ଆଜି ପବିତ୍ର ସ୍ନାନପୂର୍ଣ୍ଣିମା। ଏହି ଅବସରରେ ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀଉ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି। ସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ। ସେହି…
୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ…
ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଏହି ଅବସରରେ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ। ସ୍ନାନବେଦୀ ମହାପ୍ରଭୁଙ୍କ ସ୍ନାନ ନୀତି ସଂପର୍ଣ୍ଣ ହୋଇଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ…
ଆଜି ପବିତ୍ର ଦେବ ସ୍ନାନପୂର୍ଣ୍ଣିମା,…
ପୁରୀ: ଆଜି ପବିତ୍ର ଦେବ ସ୍ନାନପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନ ବେଦୀରେ ଶ୍ରୀଜିଉ। ବିନା ଭକ୍ତରେ ବିନା ଭକ୍ତରେ କୋଭିଡ୍ ନିୟମ ଅନୁସାରେ ଚାଲିଛି ନୀତିକାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବୁଧବାର ରାତି ୧୦ ଟାରୁ ୧୪୪ ଧାରା ଲାଗୁ କରାଯାଇଛି। ଭକ୍ତ ମାନେ ବଡଦାଣ୍ଡକୁ ନଆସି ଟିଭିରେ ସିଧା ପ୍ରସାରଣ…
ଚଳିତବର୍ଷ ଛେରାପହଁରା କରିବେନି ଗଜପତି
ପୁରୀ: ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଚଳିତବର୍ଷ ଗଜପତି ଛେରାପହଁରା କରିବେନି ବୋଲି ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି।…
ଆଜି ୠକ୍ମିଣୀ ହରଣ ଏକାଦଶୀ,…
ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ମହୋତ୍ସବ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ମିଣୀ। ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ…