Odisha Link
Bridging the Missing Links in Odisha
Browsing Category

ଧର୍ମ

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୀତି…

ପୁରୀ: ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି। ବୈଠକରେ ସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି…

ଏବେ ଖୋଲିବନି ଶ୍ରୀ ମନ୍ଦିର

ପୁରୀ: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରେନା ସଂକ୍ରମଣ। ଅନ୍ୟପଟେ ରାଜ୍ୟରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର। ଏଥିସହିତ ଆସିଛି ଆଉ ଏକ ବଡ଼ ଖବର। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। ଗତବର୍ଷ ଭଳି ଏବର୍ଷ ମଧ୍ୟ ବିନା ଭକ୍ତରେ ହେବ…

ଚଳିତ ବର୍ଷ ମଧ୍ୟ ଭକ୍ତ ଶୂନ୍ୟ ହେବ…

ଭୁବନେଶ୍ୱର: ପୁରୀ ରଥଯାତ୍ରା ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ପୁରୀରେ ହେବ ଭକ୍ତ ଶୁନ୍ୟ ରଥଯାତ୍ରା। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି। ଏସ୍ଆର୍‌ସିଙ୍କ ସୂଚନା ମୁତାବକ, ପୁରୀ ଛଡ଼ା ଓଡିଶା ଅନ୍ୟ…

ଆଜି ପବିତ୍ର ସାବିତ୍ରୀ ବ୍ରତ, ଜାଣନ୍ତୁ…

ଭୁବନେଶ୍ୱର: ଆଜି ପବିତ୍ର ସାବିତ୍ରୀ ବ୍ରତ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ପୁରାଣ ଅନୁସାରେ ଆଜିର ଦିନରେ ପ୍ରତ୍ୟେକ ସଧବାନାରୀ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି। କିମ୍ବଦନ୍ତୀ ଅନୁସାରେ ସାବିତ୍ରୀଙ୍କ ନିଷ୍ଠାପର ପ୍ରାର୍ଥନା ଆଗରେ ମୃତ୍ୟୁ…

ଆଜି ପବିତ୍ର ଅକ୍ଷୟ ତୃତୀୟା, ଜାଣନ୍ତୁ…

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ନାମକରଣ ଅନୁଯାୟୀ, ଆଜିର ଦିନରେ ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେଉ ଏବଂ ତାହା ଅକ୍ଷୟ ରହୁ ବୋଲି କାମନା କରାଯାଏ। ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ। ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ…

ପୁଣି ଚର୍ଚ୍ଚାରେ ଚାର୍ଲି ହେବ୍‌ଡ଼ୋ…

ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଛି ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଚାର‌ଳଇ ହେବ୍‌ଡ଼ୋ। ୨୦୧୫ରେ ଇସ୍‌ଲାମିକ୍‌ ଆତଙ୍କବାଦର ଶିକାର ହୋଇ ୧୨ ଜଣ ସାମ୍ବାଦିକଙ୍କୁ ହରାଇଥିବା ଏହି ପତ୍ରିକା ସେତେବେଳେ ମହମ୍ମଦଙ୍କ ବ୍ୟଙ୍ଗଚିତ୍ରକୁ ନେଇ ଚର୍ଚ୍ଚିତ ହୋଇଥିଲା। ଏଥର ଭାରତ ବାବଦରେ ବ୍ୟଙ୍ଗଚିତ୍ର ଆଙ୍କି…

ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ…

ପୁରୀ: ଆଜିଠୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ। ଚନ୍ଦନଯାତ୍ରା ପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ ମହାପ୍ରଭୁ। ଅକ୍ଷୟ ତୃତୀୟା…

କରୋନା ପାଇଁ ଫିକା ପଡିଯାଇଛି…

ଭୁବନେଶ୍ୱର: ଆଜି ପବିତ୍ର ଇଦ୍-ଉଲ-ଫିତର। ମୁସଲିମ ସମ୍ପ୍ରଦାୟର ଏହା ବଡ ପର୍ବ। ମାତ୍ର କରୋନା ପାଇଁ ଫିକା ପଡିଯାଇଛି ଇଦ୍‌ ଉତ୍ସବ। କଟକଣା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସଜିଦ ପ୍ରବେଶ ବାରଣ ରହିଛି । ମସଜିଦରେ ସମୂହ ନମାଜପାଠ ବାରଣ ହୋଇଥିବା ବେଳେ ଲୋକମାନେ ନିଜ ଘରେ ଇଦ୍ ପାଳନ କରୁଛନ୍ତି। କିଛି…

ଶ୍ରୀମନ୍ଦିର ସେବାତୟଙ୍କ ପରିବାରକୁ…

ପୁରୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାରୁ ସେବାୟତଙ୍କ ପରିବାର ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସେବାତୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ସେବାୟତ ପରିବାରକୁ ଗୁରୁବାର ୧୦ ହଜାର…

କୋଭିଡ୍‌ କଟକଣାକୁ ଫୁ, ପ୍ରାର୍ଥାନା ପାଇଁ…

ହାଇଦ୍ରାବାଦ: କୋଭିଡ୍‌ କଟକଣାକୁ ନ ମାନି ରମଜାନ ମାସରେ ଶୁକ୍ରବାର ପ୍ରାର୍ଥନା ପାଇଁ ଶହ ଶହ ମୁସଲମାନ୍‌ ସମ୍ପ୍ରଦାୟର ବ୍ୟକ୍ତି ଏକାଠି ହୋଇଥିବା ଅଭିଯୋଗ ହୋଇଛି। ଏ ଘଟଣା ପରେ ତୁରନ୍ତ ସର୍ବସାଧାରଣ ଏକତ୍ରୀକରଣ ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି ତେଲିଙ୍ଗାନା ସରକାର। କୋଭିଡ୍‌ ସଂକ୍ରମଣ ବ୍ୟାପିବାରେ…