Odisha Link
Bridging the Missing Links in Odisha
Browsing Category

ଧର୍ମ

ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ…

ଭୁବନେଶ୍ବର: ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ଆସନ୍ତା ମେ' ୧୫ତାରିଖରୁ ୨୨ଦିନ ଧରି ବିନ୍ଦୁ ସାଗରରେ ଚାପିଖେଳିବେ ପ୍ରଭୁ ଲିଙ୍ଗରାଜ। କୋଭିଡ କଟକଣା ଭିତରେ ଚାପଖେଳ କରିବାକୁ ବିଏମସି ପକ୍ଷରୁ ଲିଙ୍ଗରାଜ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ୧୫ଜଣ ସେବାୟତଙ୍କୁ ନେଇ…

କୋଭିଡ୍‌ ନିୟମ ଭାଙ୍ଗି କରୁଥିଲେ…

ମୁନ୍ନାର: କେରଳରେ ଚର୍ଚ ଅଫ୍‌ ସାଉଥ୍‌ ଇଣ୍ଡିଆ (ସିଏସ୍‌ଆଇ)ର ୪୮୦ ଜଣ ପ୍ରମୁଖ ପୂଜକଙ୍କ ନାମରେ ମାମଲା ରୁଜୁ କରିଛି ରାଜ୍ୟ ପୁଲିସ। ସେମାନେ କୋଭିଡ୍‌ କଟକଣାକୁ ଅମାନ୍ୟ କରି ମୁନ୍ନାରରେ ଏକ ଖ୍ରୀଷ୍ଟିଆନ ଧର୍ମସଭାରେ ଏକତ୍ରିତ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ଗତକାଲି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି।…

ବଦ୍ରିନାଥ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା…

ନୂଆଦିଲ୍ଲୀ: କରୋନା କାଳରେ ଧର୍ମୀୟ ସ୍ଥଳ ବିକାଶ ଲାଗି ଆଗ୍ରହ ଦେଖାଇଛି ତୈଳ ମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ୫ ପ୍ରମୁଖ ତୈଳ ସଂସ୍ଥା (ପିଏସ୍‌ୟୁ) ପକ୍ଷରୁ ବଦ୍ରିନାଥ ଧାମ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦିଆଯିବ ବୋଲି ଆଜି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।…

ଆଜିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏସବୁ ମଧ୍ୟରେ ଆଜିଠୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ମେ'୧୫ ଯାଏ ଜଗାକୁ ଦର୍ଶନ କରି ପାରିବେନି ଭକ୍ତ। ହେଲେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଯଥାରୀତି ଚାଲିବ। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି…

ଆଜି ପବିତ୍ର ଶ୍ରୀରାମ ନବମୀ, ଟ୍ବିନସିଟିର…

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ। ଆଜିର ଦିନରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମତ୍ସୋବ। ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ। ସବୁ ବର୍ଷ ରାମ ନବମୀ ବେଶ୍‌ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ। କୋଭିଡ କଟକଣା ପାଇଁ ଚଳିତ ବର୍ଷ ନିରାଡମ୍ବର ଭାବେ…

କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ

କଟକ: ଆସନ୍ତା କାଲିଠୁ କଟକର ସବୁ ଧର୍ମାନୁଷ୍ଠାନ ବନ୍ଦ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପରେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି। ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ। ଏଥିସହ ଅଳ୍ପ ସଂଖ୍ୟାକ ସେବାୟତଙ୍କୁ ନେଇ ଠାକୁରଙ୍କ…

ଧାର୍ମିକ ଅନୁଷ୍ଠାନକୁ ଭକ୍ତଙ୍କ ପ୍ରବେଶ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରେ କାୟା ମେଲାଉଛି କରୋନା। ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବିଏମସି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭିଡିଓ ବାର୍ତ୍ତା ଜାରି କହିଛନ୍ତ ଯେ, ଭୁବନେଶ୍ବରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ…

ରୁକୁଣା ରଥଯାତ୍ରା ପାଇଁ ୧୪୪ ଧାରା

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ। କେବଳ ମାତ୍ର ସେବାୟତ ମାନଙ୍କ ଉପସ୍ଥିିତିରେ ରୁକୁଣା ରଥଯାତ୍ରା ଆୟୋଜନ ହେବ। ଆସନ୍ତାକାଲି…

ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ନାଇଟ କର୍ଫ୍ୟୁ ନେଇ ଶ୍ରୀମନ୍ଦିର ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ…

ଠକିଦେଲେ ଭକ୍ତ: ୨୨ କୋଟି ଟଙ୍କାର ୧୫…

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ଅଭିଯାନ ବେଳେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଚେକ୍‌ ଆକାରରେ ଆଦାୟ ହୋଇଥିବା ଦାନ ପାଣିରେ ପଡ଼ିଛି। ଭକ୍ତମାନଙ୍କ ଦ୍ବାରା ପ୍ରଦତ୍ତ ୧୫ ହଜାରରୁ ଅଧିକ ଚେକ୍‌ ବାଉନ୍ସ ହୋଇଛି। ଏସବୁ ଚେକ୍‌ର ମୋଟ ମୂଲ୍ୟ ୨୨ କୋଟି ଟଙ୍କାରୁ ଅଧିକ ହେବ। ରାମ ମନ୍ଦିର ନିର୍ମାଣ ଦାୟିତ୍ବ…