Odisha Link
Bridging the Missing Links in Odisha
Browsing Category

ଧର୍ମ

ଚିନ୍ତା ବଢାଇଲା କୁମ୍ଭମେଳା: ୭୦୦୦ରୁ…

ଡେରାଡୁନ: କାୟା ମେଲାଉଛି ମହାମାରୀ କରୋନା। ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରୁ ସ୍ଥିତି ସଂଘାତିକ ହୋଇ ପଡିଛି। କୁମ୍ଭମେଳାରେ ସାଧାରଣ ଲୋକ ଏବଂ ସେଠାକୁ ଆସିଥିବା ସନ୍ଥମାନେ କରୋନା ନିୟମି ଫୁ…

ଶନିବାର ଓ ରବିବାର ବନ୍ଦ ରହିବ…

ପୁରୀ: ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ ହେବ। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁଖ୍ୟ…

ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ…

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚାଲିଛି। ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ…

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ବର: ଆଜି ମହାବିଷୁବ ପଣାସଂକ୍ରାନ୍ତି। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ମଧ୍ଯ ଏକ ପାଳନ କରାଯାଏ। ଏହି ଦିନ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଆଜିର ଦିନକୁ ନବବର୍ଷ ବୋଲି ଧରାଯାଏ। ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା…

ରମଜାନ ପାଇଁ CMCର ଗାଇଡଲାଇନ ଜାରି

କଟକ: ରମଜାନ ପର୍ବ ପାଇଁ ଗାଇଡଲାଇନ ଜାରି କରିଛି CMC। ରମଜାନ ପର୍ବରେ ଗହଳି ଏଡାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ରମଜାନ ବେଳେ ମସଜିଦ୍‌ ଭିତରେ ବାହାରେ ଗହଳିକୁ ବାରଣ କରାଯାଇଛି। ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍‌ କ୍ଷମତାର ୫୦% ଯାହା କମ୍‌ ଗ୍ରହଣୀୟ ବୋଲି କୁହାଯାଇଛି। ମସଜିଦରେ ପ୍ରବେଶ…

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର…

ଭୁବନେଶ୍ୱର: ଆସନ୍ତା କାଲି ପବିତ୍ର ବିଷୁବ ସଂକ୍ରାନ୍ତି। ବିଷୁବ ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା। କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ଆସିବାକୁ ମନା କରାଯାଇଛି। ବିଏମସି କଟକଣା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ହୋଇପାରିବନି ପଣା ବଣ୍ଟନ…

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପରେ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ତାହା ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହି ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତଙ୍କ ନିରାପତ୍ତା, ଭକ୍ତଙ୍କ…

ଆଗକୁ ଆସୁଛି ମହାଶିବରାତ୍ରି, କପିଳାଶରେ…

ଢ଼େଙ୍କାନାଳ : ଫିକା ପଡ଼ିବ ଚଳିତ ବର୍ଷର ମହାଶିବରାତ୍ରି। ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ ଲଗାଇଲା କରୋନା କଟକଣା। ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ…

ମହାପ୍ରଭୁଙ୍କୁ ଦର୍ଶନ କଲେ କଙ୍ଗନା

ପୁରୀ: ଆଜି ସକାଳୁ ପୁରୀରେ ପହଞ୍ଚିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ସେ ‌ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ।…

କୋଟି କୋଟି ସମ୍ପତ୍ତିକୁ ପାଦରେ ଏଡାଇ…

ସୁରଟ: କୋଟି କୋଟି ଟଙ୍କାକୁ ଏଡାଇ ସନ୍ନ୍ୟାସିନୀର ଜୀବନକୁ ଆପଣାଇ ନେଲେ ହୀରା ବ୍ୟବସାୟୀଙ୍କ ଝିଅ ରେନ୍ସି । ଏହି ଘଟାଣାଟି ସୁରଟରେ ଦେଖିବାକୁ ମିଳିଛି। ତାଙ୍କର ବୟସ ମାତ୍ର ୧୭ ବର୍ଷ । ସେ ନିକଟରେ ସାଂସାରିକ ସୁଖ ସ୍ୱଚ୍ଛନ୍ଦକୁ ଛାଡ଼ି ଜୈନ ଧର୍ମ ଗ୍ରହଣ କରିଛନ୍ତି। ପରିବାର ଏବଂ ସମାଜ ସମ୍ମୁଖରେ…