Browsing Category
ଧର୍ମ
ଏ ବର୍ଷ ପଡୁନି ନାଗାର୍ଜୁନ ବେଶ
ପୁରୀ: ଚଳିତ ବର୍ଷ ପଡୁନି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ସ୍ପଷ୍ଟ କଲେ ମୁକ୍ତିମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସନ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଛନ୍ତି।
ବିଭ୍ରାନ୍ତିକର ତଥ୍ୟ ଦେଇଥିବା ପଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ।…
କୀର୍ତ୍ତିରାଜି ବୁଲି ଦେଖିଲେ ଏଏସଆଇ ଟିମ୍
ଭୁବନେଶ୍ବର: ପୁରୁଣା ଭୁବନେଶ୍ବରରେ କୀର୍ତ୍ତିରାଜି ବୁଲି ଦେଖିଲେ ଏସଆଇ ଟିମ୍। ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୟ ମଞ୍ଜୁଲ, ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ବୁଲି ଦେଖିଛନ୍ତି। ତାଙ୍କ ସହ ଟିମର ସଦସ୍ୟ ଶୁକଶାରୀ,ପାପନାସିନୀ,ସହସ୍ର ମହାଦେବ ମଧ୍ୟ ମନ୍ଦିର ପରି ଦର୍ଶନ କରିଛନ୍ତି ।
ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ…
ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ହେବ। ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ପୁଷ୍ୟଭିଷେକ ନୀତି ପାଇଁ ଗତକାଲିଠୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା…
ହଟିଲା ବ୍ୟାରିକେଡ୍, ସହଜ ହେଲା ଜଗା…
ପୁରୀ: ଆଜିଠୁ ସହଜ ହେଲା ଜଗା ଦର୍ଶନ। ହଟିଲା ବାରିକେଡ୍। ଏଣିକି ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଆଉ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ସହଜରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଏଥିସହ କାଲି ଗୋଟିଏ ଦିନକର କଟକଣା ପରେ ଆଜିଠୁ ପୁଣି ଶ୍ରୀଜିଉଙ୍କୁ ଦର୍ଶନ…
ଅର୍କକ୍ଷେତ୍ରରେ ଗଡ଼ିଲା ସୁର୍ଯ୍ୟ ରଥ
କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ। ଏହି ପର୍ବ ପୌଷ ଶୁକ୍ଳ ଦଶମୀ ଦିନରେ ପାଳନ କରାଯାଏ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ କରାଯାଇଥାଏ। ତେବେ ଶାମ୍ବ ଦଶମୀରେ କୋଣାର୍କ ଅର୍କକ୍ଷେତ୍ରରେ ଗଡ଼ିଲା ସୁର୍ଯ୍ୟ ରଥ। ଅନନ୍ତ ଅବଧୁତ ଠାରୁ ସୂର୍ଯ୍ୟ ରଥ ଗଡ଼ି ଚନ୍ଦ୍ରଭାଗାରେ ପହଞ୍ଚିବ। ମାଘ…
କାଲି ପବିତ୍ର ଶାମ୍ବ ଦଶମୀ
କାଲି ପବିତ୍ର ଶାମ୍ବ ଦଶମୀ। ଏହି ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହି ପର୍ବ ପୌଷ ଶୁକ୍ଳ ଦଶମୀ ଦିନରେ ପାଳନ କରାଯାଏ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ କରାଯାଇଥାଏ।
ମାଆ ମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି…
ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଦାନ…
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ଦେଶବ୍ୟାପୀ ଚାନ୍ଦା ଆଦାୟ କରାଯାଉଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗାମ୍ଭୀର ଏଥିରେ ସାମିଲ ହୋଇ ୧ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଆଜି ଗୌତମ ଗାମ୍ଭୀର ଶ୍ରୀରାମ ଜନ୍ମଭୂମି…
ଶ୍ରୀମନ୍ଦିର ସେବାୟତଙ୍କୁ ମିଳୁ ମାଗଣା…
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣା କୋଭିଡ୍ ଟିକା ଦେବାକୁ ଅନୁରୋଧ। ମାଗଣା କୋଭିଡ୍ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସେବାୟତ ଓ ତାଙ୍କର ପରିବାରକୁ ମାଗଣା କୋଭିଡ୍ ଟିକା ଦେବା ପାଇଁ ଅନୁରୋଧ କରାଯାଇଛି।
ବିନା କୋଭିଡ୍…
ଆଜିଠୁ ବିନା କରୋନା ରିପୋର୍ଟରେ ଜଗା…
ପୁରୀ: ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ଆଜିଠୁ ଜଗା ଦର୍ଶନରେ ଦରକାର ହେବ ନାହିଁ କରୋନା ରିପୋର୍ଟ। ଦୀର୍ଘ ୯ ମାସ ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଥିଲେ ଭକ୍ତ ।
ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଭକ୍ତଙ୍କ ଦର୍ଶନ ପାଇଁ…
ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ…
ପୁରୀ: ରଥଯାତ୍ରା ପାଇଁ ତାମିଲନାଡୁରୁ ଆସିବ ଚନ୍ଦନ କାଠ। ୧ କ୍ୱିଣ୍ଟାଲ ଚନ୍ଦନ କାଠ ତାମିଲନାଡୁରୁ ଆସିବ। ତାମିଲନାଡ଼ୁ ଫରେଷ୍ଟ କଞ୍ଜରଭେସନ ଡିପାର୍ଟମେଣ୍ଟ ପୁରୀ ରଥଯାତ୍ରା ପାଇଁ ଏହି ଚନ୍ଦନ କାଠ ପ୍ରଦାନ କରିବ। ରଥଯାତ୍ରା ପାଇଁ ୧୦ କ୍ୱିଣ୍ଟାଲ ଚନ୍ଦନ କାଠ ମଗାଯାଇଥିଲେ ବି ୧ କ୍ୱିଣ୍ଟାଲ ମିଳିବ ବୋଲି…