Odisha Link
Bridging the Missing Links in Odisha
Browsing Category

ଧର୍ମ

ମନ୍ଦିରର ନାଁ ‘ମୁଣ୍ତକଟିୟା’, ଏହି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ବିଘ୍ନ ବିନାଶକଙ୍କ ଉତ୍ସବ। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ପାଳନ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା। ତେବେ ଏବର୍ଷ ୧୯ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ଆଦିଦେବ ଗଣେଶଙ୍କର ପୂଜା କରାଯାଏ। ଗଣେଶ ଚତୁର୍ଥୀ ପାଳନକୁ ନେଇ ଉତ୍ସବମୁଖର…

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ:…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଏଥିନେଇ ସମଗ୍ର ଦେଶରେ ବେଶ ଧୁମଧାମରେ ଆଜି ପାଳିତ ହେଉଛି ଜନ୍ମାଷ୍ଟମୀ। ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ମଠ ଓ ମନ୍ଦିର ଭଳିକି ଭଳି ରୂପରେ ସଜେଇ ହୋଇଛି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ…

ଏ ସପ୍ତାହରେ ବି ହେବନି ମହାପ୍ରଭୁଙ୍କ…

ଓଏଲ୍‌ ବ୍ୟୁରୋ: ବାହୁଡ଼ା ଯାତ୍ରା ପରଠୁ ଶ୍ରୀଜିଉଙ୍କର ହୋଇନି ବନକଲାଗି ନୀତି। ଯାହାକୁ ନେଇ ତର୍କ ବିତର୍କ ଲାଗି ରହିଛି। ଅନ୍ୟପଟେ ବାଦ ବିବାଦ ଭିତରେ ବନକଲାଗି ନୀତିକୁ ନେଇ ବାହାରିଲା ବାଟ। ଆସନ୍ତା ୯ ତାରିଖରେ କାଳିଆର ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ହେବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା…

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଯେଉଁଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବପୀଠ। ରାଜ୍ୟରେ ଥିବା ଶିବ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ କାଉଡ଼ିଆଙ୍କ ଭିଡ଼ ଜମିମାର ଦେଖିବାକୁ ମିଳିଛି। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ପ୍ରବଳ ଭିଡ଼…

ସିଂହଦ୍ବାରରେ ତିନି ଠାକୁର 

ଓଏଲ୍‌ ବ୍ୟୁରୋ: ବଡ଼ ଦେଉଳ ଆଗରେ ଠିଆହୋଇଛି ତିତି ରଥ। ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡ଼ିଛନ୍ତି ତିନି ଠାକୁର। ସଂଧ୍ୟାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ। ପ୍ରଥମେ ତାଳଧ୍ବଜ ରଥ ଏବଂ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା।…

ରତ୍ନ ସିଂହାସନକୁ ବାହୁଡ଼ିବେ ଶ୍ରୀଜିଉ;…

ଓଏଲ୍‌ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଏପଟେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର…

ରାତି ଅନିଦ୍ରା ମହାବାହୁ, ୬ ଦିନରେ ହେଲା…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଶ୍ରୀଜିଉଙ୍କ ରଥଯାତ୍ରାଠୁ ଆରମ୍ଭ କରି ହେରାପଞ୍ଚମୀ ନୀତି ପର୍ଯ୍ୟନ୍ତ ସଠିକ୍‌ ଭାବେ ନୀତିକାନ୍ତି ଚାଲିପାରୁ ନାହିଁ। ଆଉ ଏଥର ରଥଯାତ୍ରାରେ ବର୍ଷ ବର୍ଷର ପରମ୍ପରା ଭାଙ୍ଗୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବର୍ଷବର୍ଷ…

ପହଣ୍ଡି ବେଳେ ମସ୍ତକରୁ ଖସିଗଲା…

ଓଏଲ୍‌ ବ୍ୟୁରୋ: ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା…

ଟାହିଆ ହଲେଇ ଆସୁଛନ୍ତି କାଳିଆ ସାଆନ୍ତେ 

ଓଏଲ୍‌ ବ୍ୟୁରୋ: ବଡ଼ଠାକୁରଙ୍କ ବଡ଼ଯାତ୍ରା ପାଇଁ ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । କଳା ସାଆନ୍ତେଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗି ରହିଛି ଭକ୍ତଙ୍କ ଗହଳି। ଏସବୁ ମଧ୍ୟରେ କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ବିଭୋର ହୋଇଛନ୍ତି ଭକ୍ତ। ଝୁଲି ଝୁଲି…

ରଥାରୂଢ଼ ହେଲେ ବଡ଼ଭାଇ, ଶୂନ୍ୟ ପହଣ୍ଡିରେ…

ଓଏଲ୍‌ ବ୍ୟୁରୋ: ବଡ଼ଠାକରଙ୍କ ବଡ଼ଯାତ୍ରା ପାଇଁ ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । କଳା ସାଆନ୍ତେଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗି ରହିଛି ଭକ୍ତଙ୍କ ଗହଳି। ଏବେ ମା' ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି ଜାରି ରହିଛି। ମନ୍ଦିର ଭିତରେ ନୀତିକାନ୍ତି ଶେଷ…