Browsing Category
ଧର୍ମ
ଆଜି ରାକ୍ଷୀ ପୂର୍ଣ୍ଣିମା: ଜାଣନ୍ତୁ…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀଙ୍କ ପାଇଁ ଏହି ଦିନ ବହୁତ ଗୁରୁତ୍ବ ଅଟେ। ସାରା ଭାରତରେ ରକ୍ଷା ବନ୍ଧନକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି। ଏଥର ରାକ୍ଷୀ ପୂର୍ଣ୍ଣିମା ଅନ୍ୟ ରାକ୍ଷୀ ପୂର୍ଣ୍ଣିମା ତୁଳାନରେ ଅଧିକ ଚର୍ଚ୍ଚାରେ। କାରଣ କରୋନା କାଳରେ ପାଳନ ହେଉଛି ରାକ୍ଷୀ…
ଆଜି ନାଗ ପଞ୍ଚମୀ: ବର୍ଷକୁ ଥରେ ଖୋଲିଥାଏ…
ଓଏଲ୍ ବ୍ୟୁରୋ: ଆଜି ହେଉଛି ନାଗ ପଞ୍ଚମୀ। ନାଗ ପଞ୍ଚମୀରେ ନାଗ ସାପ ପୂଜା କରାଯାଏ। ଶ୍ରାବଣ ମାସରେ ପଡୁଥିବା ଏହି ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ନାଗ ପଞ୍ଚମୀରେ ଶିବଙ୍କ ସହ ସାପଙ୍କୁ ମଧ୍ୟ ପୂଜା କରାଯାଏ। ବିଶ୍ୱାସ କରାଯାଏ…
କଟକଣା ମଧ୍ୟ୍ୟରେ ଖୋଲିଲା ଘଟଗାଁ ମା’…
କେନ୍ଦୁଝର: ଆଜି ଖୋଲିଲା ଘଟଗାଁ ମା ତାରିଣୀ ମନ୍ଦିର। କଟକଣା ମଧ୍ୟ୍ୟରେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଗାଇଡ ଲାଇନ ଜାରି କାରାଯାଇଛି। ମନ୍ଦିରରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ।…
ମହାପ୍ରଭୁଙ୍କୁ ସୁନାର ଜିଭ ଛେଲା ଦାନ କଲେ…
ପୁରୀ: ଶ୍ରୀଜିଉଙ୍କୁ ୩ ଗୋଟି ସୁନାର ଜିଭ ଛେଲା ଦାନ କରିଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭି ଦାନ କରିଛନ୍ତି ଜନୈକ ଦାତା। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସନ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ବର ବାସିନ୍ଦା ପଦ୍ମଚରଣ…
ଆଜି ଶ୍ରାବଣ ପ୍ରଥମ ସୋମବାର; ବୋଲବମ୍…
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଆଜିର ଦିନରେ କାଉଡ଼ିଆଙ୍କ ଭିଡ଼ ପ୍ରତି ଶୈବ ପୀଠରେ ଦେଖିବାକୁ ମିଳିଥାଏ। କାନ୍ଧରେ ମାନସିକ ଜଳ ଭାର ନେଇ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ। କିନ୍ତୁ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ ଲଗାଯାଇଛି।…
ଆଜି ପବିତ୍ର ଇଦ୍-ଉଲ୍-ଜୁହା
ଭୁବନେଶ୍ବର: ଆଜି ଇସଲାମ ଧର୍ମର ପବିତ୍ର ପର୍ବ ‘ଇଦ୍-ଉଲ୍-ଜୁହା’। ବଳିଦାନ ଓ ସ୍ୱାର୍ଥତ୍ୟାଗର ଅନନ୍ୟ ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଅନ୍ତରର ସମସ୍ତ ଲୋଭ ଓ ସ୍ୱାର୍ଥକୁ ବଳି ଦେଇ ଈଶ୍ୱର ଭକ୍ତିରେ ଲୀନ ହୋଇଯିବାର ପର୍ବ ହେଉଛି ‘ଇଦ୍-ଉଲ୍-ଜୁହା’। ଆଲ୍ଲାଙ୍କର ପୈଗମ୍ବର ଇବ୍ରାହିମ୍ଙ୍କ ସମର୍ପଣ ଭାବକୁ…
ଆଜି ପବିତ୍ର ସୁନାବେଶ: ମହଣ ମହଣ ସୁନାରେ…
ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଛି। ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ…
ବାହୁଡିଲେ କାଳିଆ ସାଆନ୍ତ, ଗଡିଲା…
ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା ସାରି ଆଜି ପୁଣି ଭାଇ ଭଉଣୀଙ୍କୁ ସାଥିରେ ଘେନି ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା କରୁଛନ୍ତି କାଳିଆ ସାଆନ୍ତ। ଘଣ୍ଟ ଘଣ୍ଟା ନାଦ, ଡାହୁକ ଡାକରେ ଶ୍ରୀମନ୍ଦିର ଅଭିମୁଖେ ଗଡିଲା ନନ୍ଦିଘୋଷ ରଥ।
ତେବେ ବାହୁଡା ଯାତ୍ରାର…
ଗଜପତି ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ…
ଭୁବନେଶ୍ୱର: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଆଜି ଜନ୍ମବେଦିରୁ କର୍ମବେଦିକୁ ବାହୁଡ଼ୁଛନ୍ତି ମହାବାହୁ। ତେବେ ରଥଟଣା ପୂର୍ବରୁ ସବୁଠାରୁ ଆକର୍ଷଣୀୟ ହେଉଛି ଗଜପତି ମହାରାଜଙ୍କ ଛେରା ପହଁରା। ଚଳିତ ବର୍ଷ ରଥଯାତ୍ରାରେ ରେକର୍ଡ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଚଳିତ ବର୍ଷକୁ ମିଶାଇ…
ବାହୁଡ଼ା ଯାତ୍ରା: ଆରମ୍ଭ ହେଲା ରଥଟଣା
ପୁରୀ: ଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହେଲା ରଥଟଣା। ବଡଦାଣ୍ଡରେ ଗଡିଲା ତାଳଧ୍ୱଜ ରଥ। ଜନ୍ମବେଦିରୁ ରତ୍ନବେଦିକୁ ବାହୁଡୁଛନ୍ତି ଶ୍ରୀଜିଉ। ନବଦିନାତ୍ମକ ଯାତ୍ରା ସାରି ବାହୁଡୁଛନ୍ତି ତିନି ଠାକୁର। ବଡ଼ଦାଣ୍ଡରେ ଗଡ଼ିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ।
ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଏବଂ…