Browsing Category
ସମାଜ
ଆଜି ବିଶ୍ୱ ମାନବ ଅଧିକାର ଦିବସ
ଭୁବନେଶ୍ବର: ଆଜି ହେଉଛି ବିଶ୍ୱ ମାନବ ଅଧିକାର ଦିବସ। ସଂଯୁକ୍ତ ରାଷ୍ଟ୍ରର ମହାସଭାରେ ୧୦ ଡିସେମ୍ବର ୧୯୪୮ ମସିହାରେ ମାନବ ଅଧିକାରର ସାର୍ବଭୌମିକତାକୁ ଆଗତ କରାଯାଇଥିଲା। ଡିସେମ୍ବର ୧୯୫୦ ମସିହାରେ ସଂଯୁକ୍ତ ରାଷ୍ଟ୍ର ନିଜର ସବୁ ରାଜ୍ୟ ଓ ଅନ୍ୟ ସଂଗଠନକୁ ଔପଚାରିକ ଭାବରେ ମାନବ ଅଧିକାର ଦିବସକୁ ସ୍ଥାପନା…
ଜାନୁଆରୀ ୮ରେ ହେବ ଦେଶବ୍ୟାପୀ ଧର୍ମଘଟ
ଭୁବନେଶ୍ବର: ଦେଶରେ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥା, ବେକାରୀ, ମୂଲ୍ୟବୃଦ୍ଧି, ବେରୋଜଗାରୀ, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଏବଂ ଶ୍ରମ ଆଇନର କୋର୍ଡିଫିକେସନ୍ ବିରୁଦ୍ଧରେ ଦାବି କରି ଆସନ୍ତା ଜାନୁଆରୀ ୮ ତାରିଖରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ରାଜ୍ୟସ୍ତରୀୟ ଶ୍ରମିକ ଅଧିବେଶନରେ ଆହ୍ନାନ…
ଅନ୍ତର୍ଜାତୀୟ ପୁରୁଷ ଦିବସ
ଭୁବନେଶ୍ବର: ସମାଜରେ ପୁରୁଷ ମାନଙ୍କୁ ସମାନ ଅଧିକାର, ସମ୍ମାନ ଓ ନିର୍ଯ୍ୟାତନାର ଶିକାରରୁ ରକ୍ଷା କରିବା ନିମନ୍ତେ ପ୍ରତି ବର୍ଷ ନଭେମ୍ବର ୧୯କୁ ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ପାଳନ କରାଯାଉଛି। ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ…
ଆଜି ଶିଶୁ ଦିବସ
ଭୁବନେଶ୍ବର: ଆଜି ଶିଶୁ ଦିବସ ଶିଶୁଙ୍କ ପାଇଁ ଦିନଟିଏ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ…
ସେପ୍ଟେମ୍ବର ୨୨ରେ ଓଡ଼ିଶା ୟୁଥ୍…
ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଚଳିତ ମାସ ୨୨ ତାରିଖ, ରବିବାର ଦିନ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ। ଏ ଅବସରରେ ୪୦ ବର୍ଷରୁ କମ୍ ଯୁବ ବର୍ଗର ୧୬ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍ଯୋଗୀ ଯୁବ ପ୍ରତିଭାଙ୍କୁ ଏ ଅବସରରେ ସମ୍ମାନିତ କରାଯିବ।…
ରାଜଧାନୀରର ଏହି ସବୁ ବସ୍ ଷ୍ଟପ୍ରେ ଆଉ…
ଭୁବନେଶ୍ବର: ବସଯାତ୍ରୀ ମାନେ ସମାବଧାନ। କାହିଁକିନା ରାଜଧାନୀର ପ୍ରମୁଖ ସ୍ଥାନରେ ଆଉ ବସ୍ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍ ଷ୍ଟପ୍ ଗୁଡ଼ିକରେ ଆଉ ବସ୍ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍ସଙ୍ଗ ବିହାର…
କଥା, କବିତା, ନୃତ୍ୟ ଓ ସଂଗୀତର ଉଷ୍ମ…
ଶରତ କୁମାର ଦାଶଙ୍କ ୮ମ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଆରୋହଣ’ ଓ ପ୍ରଥମ ଗଳ୍ପ ସଂକଳନ ‘ଘାସଫୁଲ’ ଉନ୍ମୋଚିତ
ଭୁବନେଶ୍ୱର: ପ୍ରସିଦ୍ଧ କବି ଓ କଥାକାର ଶ୍ରୀ ଶରତ କୁମାର ଦାଶଙ୍କ ବିବିଧ ସୃଜନଧାରାକୁ ନେଇ ରାଜ୍ୟର ଜଣାଶୁଣା ପ୍ରକାଶନ ସଂସ୍ଥା 'ପେନ୍ ଇନ୍ ବୁକ୍ସ' ପକ୍ଷରୁ ‘ଶରତ ସଂଧ୍ୟା’ ନାମରେ ଏକ…
ମୁଖ୍ୟମନ୍ତ୍ରୀଙ୍କ ମତିଭ୍ରମ, ପଢ଼ନ୍ତୁ…
ଡେରାଡୁନ୍: ଜୀବଜଗତର ସବୁ ପଶୁପକ୍ଷୀ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଲ ଛାଡ଼ନ୍ତି ବୋଲି ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏ ବୈଜ୍ଞାନିକ ତତ୍ତ୍ବକୁ ମାନିବାକୁ ନାରାଜ। ତାଙ୍କ ମତରେ ଗାଈ ହେଉଛି ଏକମାତ୍ର ଜନ୍ତୁ ଯିଏ ନିଶ୍ବାସରେ ଅମ୍ଲଜାନ ଛାଡ଼ିଥାଏ।
ରବିବାର ଦିନ…
ପାଦ୍ରୀଙ୍କ ପାଗଳାମୀ: ମା’…
ସାଇପ୍ରସ୍: ବିଭିନ୍ନ ଧର୍ମଗୁରୁ ବା ବାବା ବା ତଥାକଥିତ ସାଧୁସନ୍ଥ ଭିନ୍ନ ଭିନ୍ନ ସମୟରେ ଧର୍ମ ନାମରେ ଅଯଥାର୍ଥ, ଅବୈଜ୍ଞାନିକ ଓ ଜନବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସନ୍ତି। ଭାରତରେ ବହୁ ରାଜନେତା ବି ଏଭଳି ହାସ୍ୟାସ୍ପଦ ମନ୍ତବ୍ୟ ଦେବାର ନଜିର ରହିଛି। ଗାଈ ଅମ୍ଲଜାନ ଛାଡ଼େ ବୋଲି ହିନ୍ଦୁ ବାବା କହିଲେଣି…
ନୀଳାଦ୍ରି ବିଜେ: ଆଜି ରସଗୋଲା ଦେଇ…
ପୁରୀ: ହିନ୍ଦୁ ପରମ୍ପରାର ଅନ୍ୟତମ ମହାପର୍ବ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଆଜି ଅନ୍ତିମ ଦିନ। ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ରଥ ଛାଡ଼ି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିବେ ଜଗନ୍ନାଥ, ଭଉଣୀ ସୁଭଦ୍ରା, ବଡ଼ଭାଇ ବଳଭଦ୍ର ଓ ଚକ୍ର ସୁଦର୍ଶନ। ପରମ୍ପରା ଅନୁସାରେ ୧୨ଦିନ ବିଚ୍ଛେଦ କାରଣରୁ ଅଭିମାନ…