Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ହାତେଇଲା ଟିମ୍‌ ଇଣ୍ଡିଆ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟ୍ରଫି ଜିତିଲା ଭାରତ। ଫାଇନାଲରେ ନ୍ୟୁଜିଲାଣ୍ଡ ଦଳକୁ ୪ ଓ୍ବିକେଟରେ ହରାଇ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। ରୋହିତଙ୍କ ଅଧିନାୟକତ୍ବରେ ୨ଟି ଆଇସିସି ଟ୍ରଫି ଜିତିବାରେ ସଫଳ…

ସେମିଫାଇନାଲରେ ହାରିଲା ଅଷ୍ଟ୍ରେଲିଆ,…

ଓଏଲ୍‌ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିରେ ଫାଇନାଲରେ ପ୍ରବେଶ କରିଛି ଭାରତ। ପ୍ରଥମ ଦଳ ଭାବେ ଭାରତ ଫାଇନାଲ ଟିକେଟ ହାତେଇଛି। ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଫାଇନାଲରେ ଏଣ୍ଟ୍ରି ମାରିଛି। ଅଷ୍ଟ୍ରେଲିଆ ପରାସ୍ତ ହେବା ପରେ ଦିନିକିଆ ମ୍ୟାଚରୁ ସନ୍ନ୍ୟାସ ନେଇଛନ୍ତି ଷ୍ଟିଭ…

ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ହାତରେ କଳା…

ଓଏଲ୍‌ ବ୍ୟୁରୋ: ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା ଆରମ୍ଭ ହୋଇଛି। ଦୁବାଇରେ ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ଫିଲ୍ଡିଂ କରୁଛି ଭାରତ। ଆଜିର ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ହାତରେ କଳା ରଙ୍ଗର ଆର୍ମ ବ୍ୟାଣ୍ଡ…

ଆଜି ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା:…

ଓଏଲ୍‌ ବ୍ୟୁରୋ: ଆଜି ଭାରତ ଅଷ୍ଟ୍ରେଲିଆ ମହାମୁକାବିଲା। ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ। ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି।…

ଖେଳ ମଝିରେ ଭୁଲ୍‌ ମାଗିଲେ ରୋହିତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଦ୍ବିତୀୟ ମ୍ୟାଚ ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ହେଲେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ବାଂଲା ଦଳ। ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ଫିକା ପଡ଼ିଛି ବାଂଲାଦେଶର ବ୍ୟାଟିଂ ଲାଇନ୍‌ ଅପ୍।…

ଚାମ୍ପିଅନ୍ସ ଟ୍ରଫି: ଟସ୍‌ ଜିତିଲା…

ଓଏଲ୍‌ ବ୍ୟୁରୋ: ଆଠ ବର୍ଷର ବ୍ୟବଧାନ ପରେ ଫେରିଥିବା ‘ଚାମ୍ପିଅନ୍ସ ଟ୍ରଫି’ର ଦ୍ବିତୀୟ ତଥା ଅନ୍ୟତମ ପ୍ରତୀକ୍ଷିତ ମୁକାବିଲାରେ ଗୁରୁବାର ଭାରତ-ବାଂଲାଦେଶ ମୁହାଁମୁହିଁ ହେଉଛନ୍ତି। ଦୁବାଇ କ୍ରିକେଟ ପଡ଼ିଆରେ ଏହି ହାଇଭୋଲଟେଜ ମୁକାବିଲା ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୮ ବର୍ଷ‌ ପରେ ପୁନରାରମ୍ଭ ହେଲା…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦ୍ବିତୀୟ ବିଶ୍ବକପ୍‌ ଭାବେ ପରିଚିତ ଏହି ଦିନିକିଆ ପ୍ରତିଯୋଗିତା ପ୍ରାୟ ୮ ବର୍ଷ‌ ପରେ ପୁନରାରମ୍ଭ ହୋଇଛି। ଟ୍ରଫିର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ। ପାକିସ୍ତାନର କରାଚୀ କ୍ରିକେଟ ଗ୍ରାଉଣ୍ଡରେ…

ଆଇପିଏଲ୍‌ ୨୦୨୫ର ମ୍ୟାଚ ତାଲିକା: କେଉଁ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତ ଆଇପିଏଲ୍‌ ସଂସ୍କରଣର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌…

ପ୍ରକାଶ ପାଇଲା ଆଇପିଏଲ୍‌ ୨୦୨୫ର ମ୍ୟାଚ…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତଥର ଆଇପିଏଲ୍‌ର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ…

ଶ୍ରୀମନ୍ଦିରରେ ଆଇପିଏଲ୍‌ ଟ୍ରଫି

ଓଏଲ୍‌ ବ୍ୟୁରୋ: ଆଉ ମାସକ ପରେ ଫଟାଫଟ୍‌ କ୍ରିକେଟର ମହାକୁମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆରମ୍ଭ ହେବ। ଏହାପୂର୍ବରୁ ଶ୍ରୀମନ୍ଦିର ପରିସରରେ ଦେଖିବାକୁ ମିଳିଛି ଆଇପିଏଲ୍‌ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର…