Odisha Link
Bridging the Missing Links in Odisha
Browsing Category

କ୍ରୀଡ଼ା

ବିଶ୍ବର ୩ୟ ଦଳ ଭାବେ ସର୍ବାଧିକ ମ୍ୟାଚ…

ଓଏଲ୍‌ ବ୍ୟୁରୋ: ରାଜକୋଟ୍‌ ଟି-୨୦ ମ୍ୟାଚରେ ଭାରତର ପରାଜୟ ପରେ ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି ଟିମ୍‌ ଇଣ୍ଡିଆ। ବିଶ୍ବ କ୍ରିକେଟରେ ଟିମ୍‌ ଇଣ୍ଡିଆ କ୍ରିକେଟର ୩ଟି ଫର୍ମାଟରେ ୭୦୦ଟି ମ୍ୟାଚରେ ପରାଜିତ ହୋଇଛି। ବିଶ୍ବର ତୃତୀୟ ଦଳ ଭାବେ ଭାରତୀୟ ଦଳ ୭୦୦ ମ୍ୟାଚରେ ପରାଜିତ ହୋଇଛି। ବିଶ୍ବ କ୍ରିକେଟରେ…

ରାଜକୋଟ୍‌ ଟି-୨୦: ଟସ୍‌ ଜିତିଲା ଭାରତ,…

ଓଏଲ୍‌ ବ୍ୟୁରୋ: ରାଜକୋଟରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ତୃତୀୟ ମ୍ୟାଚ୍। ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ ହୋଇଥିବା ବେଳେ ଭାରତ ଆଜିର ମ୍ୟାଚ ଜିତି ସିରିଜ ନିଜ ନାମରେ କରିବା ପାଇଁ ପଡ଼ିଆକୁ ଓହ୍ଲାଇବ। ହାଇଭୋଲଟେଜ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି।…

ରାଜକୋଟ୍‌ରେ କିଏ କରିିବ ରାଜ ? ୨ଟି…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଟି-୨୦ ସିରିଜର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ତେବେ…

ଚମ୍ପିଆନ୍ସ ଟ୍ରଫି: ଆରମ୍ଭ ହେଲା ଟିକେଟ୍‌…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଚଳିତ ଥର ପାକିସ୍ତାନ ଏବଂ ଦୁବାଇରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ଚମ୍ପିଆନ୍ସ ଟ୍ରଫିି ମହାକୁମ୍ଭ ଲଢ଼େଇ ପାଇଁ ଆଜିଠୁ ଟିକେଟ ବିକ୍ରି ଆରମ୍ଭ ହେବ। ଏନେଇ ଅଇସିସି…

ରଣଜୀ ଟ୍ରଫିରେ ବି ଚାଲିଲାନି ରୋହିତଙ୍କ…

ଓଏଲ୍‌ ବ୍ୟୁରୋ: ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ତାହାକୁ ନଜରରେ ରଖି ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଥିଲା। ଆଜିଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ୨ୟ ରାଉଣ୍ଡରେ ବହୁ ହେଭିଓ୍ବେଟ୍‌…

ଭାରତୀୟ ଜର୍ସିରେ ରହିବ ନାହିଁ…

ଓଏଲ୍‌ ବ୍ୟୁରୋ:ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ବଡ଼ ଖବର। ପାକିସ୍ତାନରେ ଆୟୋଜିତ ହେଉଥିବା ଚମ୍ପିଆନ୍ସ ଟ୍ରଫିରେ ଚଳିତଥର ୮ଟି ଦଳ ମୁହାଁମୁହିଁ ହେବେ। ତେବେ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ନେଇଛି ବଡ଼ ନିଷ୍ପତ୍ତି। ଭାରତୀୟ ଦଳ ପିନ୍ଧି ଖେଳିବାକୁ ଥିବା ଜର୍ସିରେ…

Champions Trophy: ଭାରତୀୟ ଦଳରେ ସ୍ଥାନ…

ଓଏଲ୍‌ ବ୍ୟୁରୋ: ଓଏଲ୍‌ ବ୍ୟୁରୋ: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ୧୫ ଜଣିିଆ ଦଳ ଘୋଷଣା କରିଛି ବିସିସିଆଇ। ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ ଦାୟିିତ୍ବ ମିଳିିଛି। ସେହିପରି ୧୫ ମାସ ପରେ ଦଳକୁ ପ୍ରତ୍ୟାବର୍ତ୍ତନ…

ଚମ୍ପିଆନ୍ସ ଟ୍ରଫି: ଦଳ ଘୋଷଣା କଲା…

ଓଏଲ୍‌ ବ୍ୟୁରୋ: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ୧୫ ଜଣିିଆ ଦଳ ଘୋଷଣା କରିଛି ବିସିସିଆଇ। ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ ଦାୟିିତ୍ବ ମିଳିିଛି। ସେହିପରି ୧୫ ମାସ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି…

୪ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର,…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି। ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରସ୍କାର ପାଇଲେ ୪ କ୍ରୀଡ଼ାବିତ୍। ଅଲିମ୍ପିକ୍ସରେ ଡବଲ ମେଡାଲ ଜିତିଥିବା ମନୁ ଭାକର, ବିଶ୍ବ…

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବିସିସିଆଇ…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ। ଏଣିକି କ୍ରିକେଟରଙ୍କ ପରିବାରଜନଙ୍କ ପାଇଁ କଡ଼ା ନିୟମ ପ୍ରସ୍ତୁତ କରୁଛି ବିସିସିଆଇ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ…