Odisha Link
Bridging the Missing Links in Odisha
Browsing Tag

ଅକ୍ସିଜେନ

ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଯୁବକ

ମାଲକାନଗିରି: ବିଷଧର ନାଗସାପକୁ ସାପକୁ ଅକ୍ସିଜେନ ଦେଇ ବଞ୍ଚାଇଲେ ଜୀବନ। ଅଚେତ ନାଗସାପକୁ ଅକ୍ସିଜେନ୍‌ ଫୁଙ୍କି ବଞ୍ଚାଇଛନ୍ତି ଜଣେ ଯୁବକ। ଏ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଏ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ମେଡିକାଲ ଅକ୍ସିଜେନ ଗାଡି ପାଇଁ ଟୋଲ…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡିଗୁଡିକ ପାଇଁ ଟୋଲ ଟ୍ୟାକ୍ସ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର। ନିର୍ଦ୍ଦେଶ ମୁତାବକ, ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ ପ୍ଲାଜାରେ ଅକ୍ସିଜେନ ଟ୍ୟାଙ୍କର…

ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ…

ନୂଆଦିଲ୍ଲୀ: ହୋମ ଆଇସୋଲେସନ ରୋଗୀଙ୍କୁ ମିଳିବ ଅକ୍ସିଜେନ ସବୁଧା। ଦିଲ୍ଲୀରେ ହୋମ ଆଇସୋଲେସନ ରହୁଥିବା ରୋଗୀଙ୍କ ପାଇଁ ଏହି ପଦକ୍ଷେପ ନେଇଛନ୍ତି କେଜ୍ରିୱାଲ ସରକାର। ଜରୁରୀ ପରିସ୍ଥିତିରେ ଘରେ ଆଇସୋଲେସନରେ ଥିବା ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚାଇବେ ସରକାର। ଏହାଦ୍ୱାରା ହସ୍ପିଟାଲରେ ଭିଡ ମଧ୍ୟ କମ…

ଅକ୍ସିଜେନ ଉପରେ ଲାଗିଲା ଏସମା

ଭୁବନେଶ୍ବର: ଅକ୍ସିଜେନ ଉପରେ ଲାଗିଲା ଏସମା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକ୍ୟୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣରେ ଯେପରି କୌଣସି ସମସ୍ୟା ନ ଉପୁଜେ ଏଥିପାଇଁ ଏସେନ୍ସିଆଲ୍ ସର୍ଭିସେସ୍…

କଣ୍ଟାବାଞ୍ଜି: ଅକ୍ସିଜେନ ଅଭାବରୁ ରୋଗୀ…

କଣ୍ଟାବାଞ୍ଜି: ଅକ୍ସିଜେନ ଅଭାବରୁ ରୋଗୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ମେଡିକାଲରେ। ଅକ୍ସିଜେନ ଅଭାବରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଆଜି ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଯୁବକଙ୍କ ମୃତ୍ୟୁ ନେଇ ମେଡିକାଲରେ ସମ୍ପର୍କୀୟ ମାନେ…

ସଂଞ୍ଜିବନୀ ଯୋଗାଉଛି ଓଡ଼ିଶା,ବିଭିନ୍ନ…

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି। ଅକ୍ସିଜେନର ଅଭାବରୁ ବହୁ ଲୋକଙ୍କର ମୃତ୍ୟୁ ହେଉଛି। ଏହି ସମୟରେ ଅକ୍ସିଜେନ ସଙ୍କଟକୁ ଦୂର କରିବା ପାଇଁ ବିଭିନ୍ନ ରାଜ୍ୟକୁ ସମୟତାର ହାତ ବଢ଼ାଇଛି ଓଡ଼ିଶା। ଏପର୍ଯ୍ୟନ୍ତ ୬୭ଟି ଅକ୍ସିଜେନ ଟ୍ୟାଙ୍କର ଓଡ଼ିଶାରୁ…

ଅକ୍ସିଜେନ ସ୍ଥିତି ନେଇ କାନ୍ଦି ପକାଇଲେ…

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ୁଥିବା ବେଳେ ବିଭିନ୍ନ ସ୍ଥାନରେ ହସ୍ପିଟାଲ ବେଡ୍‌ ବୃଦ୍ଧି କରାଯାଉଛି। ମାତ୍ର ଏହି ସମୟରେ ଦିଲ୍ଲୀର ଦୁଇଟି ବଡ଼ ହସ୍ପିଟାଲରେ‌ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଥିବା ବେଡ୍ ସଂଖ୍ୟାକୁ ୪୦% ହ୍ରାସ କରି ଦିଆଯାଇଛି।…

ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ…

ନୂଆଦିଲ୍ଲୀ: ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ମିଳିବ ଫାଶୀ। କରୋନା ସଂକ୍ରମଣ ଭିତରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ଘୋର ସଙ୍କଟ ଦେଖିବାକୁ ମିଳୁଛି। ଠିକ୍‌ ସମୟରେ ହସ୍ପିଟାଲକୁ ଅକ୍ସିଜେନ ପହଞ୍ଚି ପାରୁ ନଥିବାରୁ ରୋଗୀଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ…

୬ଟି ରାଜ୍ୟକୁ ସଞ୍ଜୀବନୀ ପଠାଇଲା ଓଡ଼ିଶା

ଭୁବନେଶ୍ୱର: ହୁ ହୁ ମାଡିବାରେ ଲାଗିଛି କରୋନା ମହାମାରୀ। ଏହାର ମୁକାବିଲା ଅକ୍ସିଜେନକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର କେତେକ ରାଜ୍ୟରେ ଅକ୍ସିଜେନ ଅଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଅନ୍ୟ ରାଜ୍ୟକୁ ସହାୟତର ହାତ ବଢାଇଛି ଓଡିଶା। ୨୫୦ ଟନ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଓଡ଼ିଶା। ଗତ ୨୪ ଘଣ୍ଟା…

ଅକ୍ସିଜେନ ପାଇଁ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ବର: ଅକ୍ସିଜେନ ପାଇଁ ଓଡ଼ିଶାକୁ ପ୍ରଶଂସା। ଅକ୍ସିଜେନ ଯୋଗାଣ ପାଇଁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍। ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକା ଯାଉଛି। ନିଜ ରାଜ୍ୟରେ ଅକ୍ସିଜେନ ରଖିବାକୁ ଦିଲ୍ଲୀ ଟ୍ରକ ଅଟକ ରଖାଯାଉଛି। ଏଭଳି…