Odisha Link
Bridging the Missing Links in Odisha
Browsing Tag

ଅଗ୍ନିକାଣ୍ଡ

ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ…

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। କୌଣସି କାରଣରୁ ଶୁକ୍ରବାର ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀର ଲୋଧି ରୋଡ ଅଞ୍ଚଳସ୍ଥ ସିଜିଓ କ‌ମ୍ପଲେକ୍ସ ନିକଟରେ ଥିବା ସିବିଆଇ ମୁଖ୍ୟକାର୍ଯ୍ୟାଳୟ ଭିତରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା।…

ଅଗ୍ନିକାଣ୍ଡରେ ପୋଡି ମାଆ ଓ ପୁଅ ଗୁରୁତର

ଭଦ୍ରକ: ନିଆଁରେ ଜଳି ମାଆ ଓ ପୁଅ ଗୁରୁତର। ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ପୁରସ୍ତମ ସାହୁଙ୍କ ପରିବାର ଲୋକ ଖାଇପିଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଗୁହାଳରୁ ଗୋରୁଙ୍କୁ ଖୋଲିବା ବେଳେ ଘଟିଲା ଅଘଟଣ।…

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଲପଡ଼ା ଗାଁର ଦାସ ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୨ଟି ପରିବାରର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି।…

ବୁର୍ଲା କମ୍ୟୁନିଟି ସେଣ୍ଟରରେ…

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ। ଆନନ୍ଦ ବିହାରସ୍ଥିତ ଷ୍ଟାଫ୍ କ୍ୱାର୍ଟର କଲୋନୀର ନିଶିଗନ୍ଧା ହଲରେ ଲାଗିଲା ନିଆଁ। ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ…

ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୨ ଜଣ…

ବାଗଦାଦି: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗି ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲର ଆଇସୋଲେସନ ଓ୍ୱାର୍ଡରେ ନିଆଁ ଲାଗିବାରୁ ଏହି ଦୁର୍ଘଟଣା ଘଟିଛି। ଏଭଳି ଅଭାବନୀୟ ଦୁର୍ଘଟଣା ଇରାକ ସ୍ଥିତ ଏକ ହସ୍ପିଟାଲରେ ଘଟିଛି। ବିଗତ ୩ ମାସରେ ଇରାକରେ ଦ୍ୱିତୀୟ ଥର ପାଇଁ ଏଭଳି ଦୁର୍ଘଟଣା…

ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫୨…

ଢାକା: ଜୁସ ଫ୍ୟାକ୍ଟରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡି ହୋଇ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତିି। ବାଂଲାଦେଶର ଢାକାରେ ଥିବା ସେଜନ ଜୁସ…

ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ

କଟରା: ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ଅଗ୍ନିକାଣ୍ଡ। ଆଜି ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟ୍‌ରେ ମନ୍ଦିରକୁ ଲାଗି ରହିଥିବା ଭବନରେ ଏହି ଅଗ୍ନିକାଣ୍ଡ ଘଟିଛି। ମନ୍ଦିର ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ପ୍ରାୟ ୫ଟା ବେଳକୁ ଭବନରେ ଲାଗିଥିବା ନିଆଁ ଆୟତ୍ତ ହୋଇଯାଇଥିବା ସ୍ରାଇନବୋର୍ଡ…

ଆନ୍ଧ୍ରପ୍ରଦେଶ ଏଚପିସିଏଲ୍ ପ୍ଲାଣ୍ଟରେ…

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ମାଲକାପୁରମର ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍)ର ଏକ ପ୍ଲାଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ସ୍ଥାନୀୟ ପ୍ରଶାସନ ଜିଲ୍ଲାର ବିଭିନ୍ନ ଶିଳ୍ପ ୟୁନିଟରୁ ଅଗ୍ନିଶମ ବାହିନୀ ପହଞ୍ଚିଛି। ଭାରତୀୟ ନୌସେନାର ଏକ ବିଶେଷଜ୍ଞ ଦଳ…

ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ…

ଗୁଜରାଟ: ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧ଟା ବେଳେ ଗୁଜରାଟର ଭରୁଚ ଅନ୍ତର୍ଗତ ‘ୱେଲ୍‌ଫେୟାର୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଯାଇଥିଲା। ଫଳରେ ୧୮ଜଣ କୋଭିଡ୍‌-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ସକାଳ ୬.୩୦ ସୁଦ୍ଧା ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ନେଇ…