ଟିକା ପରେ ଆଣ୍ଟିବଡି ନ ବଢ଼ିବାରୁ…
ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାଓ୍ୱାଲାଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବି। ଲକ୍ଷ୍ନୌର ଜଣେ ବ୍ୟକ୍ତି ପୁନାଓ୍ୱାଲାଙ୍କ ନାଁରେ ମାମଲା ରୁଜୁ କରିବାକୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗକାରୀ କହିଛନ୍ତି, ଯେ ସେ କୋଭିସିଲ୍ଡ ଟିକା ନେବା ପରେ ବି ତାଙ୍କ…