ଆଜିଠୁ ଅନଲାଇନ ୟୁଟ୍ୟୁବ୍ କ୍ଲାସ୍ ଆରମ୍ଭ
ଭୁବନେଣ୍ବର: ଆଜିଠୁ ରାଜ୍ୟର ସରକାରୀ ସ୍କୁଲରେ ଅନଲାଇନ ପାଠପଢା। କରୋନାର ଦ୍ବିତୀୟ ଲହର ଯୋଗୁଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢ଼ା ବ୍ୟାହତ ହୋଇଛି। ଶିକ୍ଷାବର୍ଷର ୩ ମାସ ଗଡ଼ି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଗୋଟିଏ ବି ଶ୍ରେଣୀର କ୍ଲାସରୁମ୍ ଶିକ୍ଷାଦାନ ହୋଇପାରି ନାହିଁ। ତାହାକୁ ଦୃଷ୍ଟିରେ ରଖି…