ଲକ୍ଡାଉନ୍ ଅବଧି ବଢ଼ିବ: ସଙ୍କେତ ଦେଲେ…
ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଏପ୍ରିଲ ୧୪ରେ ଶେଷ ହେଉଛି। ତେବେ ଏହା ପରେ ମଧ୍ୟ ଲକ୍ଡାଉନ୍ ଅବଧି ବଢ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। ଏଭଳି କହିଛନ୍ତି ବିଜୁ ଜନତା ଦଳ ସାଂସଦ ପିନାକୀ ମିଶ୍ର।
ବିଭିନ୍ନ…