ସୁପ୍ରିମ କୋର୍ଟରେ ଏମିତି ଯୁକ୍ତିକଲେ…
ନୂଆଦିଲ୍ଲୀ: ଏକ ଆତ୍ମହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କୁ ଆଜି ସୁପ୍ରିମ କୋର୍ଟରେ ଅନ୍ତରୀଣ ଜାମିନ ମିଳିଛି। ତେବେ ତାଙ୍କ ଜାମିନ ପାଇଁ ଆଜି ବେଶ୍ ବଳିଷ୍ଠ ଯୁକ୍ତି ରଖିଥିଲେ ତାଙ୍କ ଓକିଲ ହରିଶ ସାଲ୍ଭେ। ଏପରିକି ମହାରାଷ୍ଟ୍ର…