ଅଗଷ୍ଟ ୧୬ରେ ପୁରୀ ଆସିବେ କେନ୍ଦ୍ର…
ପୁରୀ: ଆସନ୍ତା ଅଗଷ୍ଟ ୧୬ ତାରିଖରେ ପୁରୀ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ଅବସରରେ ସେ ପୁରୀ ରେଳ ଭବନରେ ରହିବେ। ପୁରୀର ରେଳ ସମସ୍ୟା ରହିଛି ସେ ନେଇ ମନ୍ତ୍ରୀଙ୍କ ତରଫରୁ ପ୍ରାକ୍ ତଥ୍ୟ ସଂଗ୍ରହ କରାଯାଉଛି। ବହୁ ଦିନରୁ ଦାବି ହୋଇ ଆସୁଥିବା ପୁରୀ-କୋଣାର୍କ ରେଳ ପଥ ପ୍ରକଳ୍ପ…