୫ ଆଇଏଏସ୍ ଅଧିକାରୀଙ୍କୁ ଜେଲ୍…
ବିଜୟୱାଡ଼ା: ଅଦାଲତା ଅବମାନନା ଅପରାଧରେ ଦୋଷୀ ସାବ୍ୟସ୍ତ କରି ୫ ‘ଆଇଏଏସ୍’ ଅଧିକାରୀଙ୍କୁ ଜେଲ୍ ଦଣ୍ଡାଦେଶ। ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଆଇଏଏସ୍ ଅଧିକାରୀଙ୍କୁ ଜେଲ୍ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ନେଲୋର୍ ଜିଲ୍ଲାର ଭେଙ୍କଟଚଳମ୍ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା…