ଆଇସୋଲେସନ୍ ଓ୍ବାର୍ଡରେ ଡାକ୍ତର କଲେ…
ଗୟା: ବିହାରର ଗୟା ଠାରେ ଏକ ଡାକ୍ତରଖାନାର କରୋନା ଭୂତାଣୁ ସଂଗରୋଧ ଓ୍ବାର୍ଡରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହିଁ ଦୁଷ୍କର୍ମ କରିଛନ୍ତି ଓ ଏହି କାରଣରୁ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ପୁଲିସକୁ…