Odisha Link
Bridging the Missing Links in Odisha
Browsing Tag

ଆତ୍ମହତ୍ୟା

ସ୍କୁଲ ଯିବାକୁ କହିବାରୁ ଆତ୍ମହତ୍ୟା କଲେ…

ମାଲକାନଗିରି: କୋଭିଡ୍‌ କାରଣରୁ ପ୍ରାୟ ୨ ବର୍ଷ ଧରି ରାଜ୍ୟରେ ବିଦ୍ୟାଳୟ ବନ୍ଦ ଥିବାବେଳେ ଫେବ୍ରୁଆରୀ ୭ ତାରିଖରୁ ପୁଣି ଖୋଲିଛି। ତେବେ ସ୍କୁଲକୁ ଯିବା ପାଇଁ କହିବାରୁ ମାଲକାନଗିରି ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭିମରାଙ୍ଗିରି ଗାଁରେ ଘଟିଛି…

ପାରୋଲରେ ଆସି ଆତ୍ମହତ୍ୟା

ମାହାଙ୍ଗା: ପାରୋଲ୍‌ରେ ଆସିଥିବା କଏଦୀଙ୍କ ଆତ୍ମହତ୍ୟା। ମୃତ କଏଦୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ। ତେବେ ଆତ୍ମହତ୍ୟା କାରଣ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ମୁତାବକ, ରାଜକିଶୋର ନାୟକ ପୁରୀ…

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲା: ୨…

କଟକ: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍‌ ଦୁଇ ଜଣ ୱେବ୍‌ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍‌ ଜାରି କରିଛି। ଦୁଇ ଜଣ ୱେବ୍‌ ସାମ୍ବାଦିକ ହେଲେ ଅସିତ୍‌ ରାଉତ ଏବଂ ଦିପ୍ତୀମୟ। ଦୁଷ୍ମନ୍ତଙ୍କ ସହ ଉକ୍ତ ୨ ସାମ୍ବାଦିକ ସମ୍ପର୍କ ନେଇ ଖୋଳତାଡ କରିବ ପୁଲିସ।…

ସମ୍ ଡାକ୍ତରଙ୍କ ଆତ୍ମହତ୍ୟା ବିରୋଧୀ…

ଭୁବନେଶ୍ୱର : ଆତ୍ମହତ୍ୟା ଏକ ଅନାବଶ୍ୟକ ଚିନ୍ତା । ଜୀବନର ମୂଲ୍ୟ ବୁଝିବାକୁ ଅସମର୍ଥ ହୋଇ କେହି କେହି ଏପ୍ରକାର ଭୁଲ୍ ନିଷ୍ପତି ନିଅନ୍ତି । ମାତ୍ର ସମାଜ ଆତ୍ମହତ୍ୟାକୁ ପ୍ରତିରୋଧ କରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର୧୦ ତାରିଖ କୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ଭାବେ…

ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାର ତଦନ୍ତ…

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ଦାସ ଘଟଣାର ତଦନ୍ତ କରିବ କମିଶନରେଟ୍ ପୁଲିସ । ଘଟଣାର ତଦନ୍ତ ପାଇଁ ପତ୍ର ଲେଖିଛି ଜଗତସିଂହପୁର ପୁଲିସ। ମାମଲାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରିବ କମିଶନରେଟ୍ ପୁଲିସ। ଏ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା…

୧୦ ମାସର ଶିଶୁ ଓ ସ୍ତ୍ରୀକୁ ହତ୍ୟାକରି…

ବ୍ରହ୍ମପୁର: ୧୦ ମାସର ଶିଶୁ ଓ ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ। ୧୦ ମାସର ଶିଶୁ ଗଳାକୁ ଚିପି ସ୍ତ୍ରୀର ଗଳା କାଟି ହତ୍ୟା କରିବା ପରେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି ସ୍ୱାମୀ। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କୋଟବଗଡଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ସ୍ୱାମୀ ସୁଜନ…

ଧାନ ବିକିବାକୁ ମିଳିଲାନି ଟୋକନ,…

ସମ୍ବଲପୁର: ଧାନ ବିକ୍ରି କରିବାକୁ ଟୋକନ ନ ମିଳିବାରୁ ଶେଷରେ ଜୀବନ ହାରିଲେ ଚାଷୀ। ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ସମ୍ବଲପୁର ଧନକଉଡ଼ା ବ୍ଲକର କୁଦଗୁଣ୍ଡେରପୁର ଗାଁର ଘଟିଛି। ମୃତକ ହେଲେ ଚାଷୀ କୈବଲ୍ୟ…

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ସ୍ୱାମୀ ଓ ସ୍ତ୍ରୀ ଉଭୟ କାରରେ ସ୍ତ୍ରୀ ବାପା ଘରକୁ ଯାଉଥିବା ସମୟରେ ଏଭଳି ଅଘଟଣା ଘଟିଛି। ସ୍ୱାମୀ ତାଙ୍କୁ କାରରେ ବାପ ଘରକୁ ଛାଡ଼ିବାକୁ ଯାଉଥିଲେ। ହେଲେ ହଠାତ ସ୍ତ୍ରୀ…

ଡାକ୍ତରଖାନାରେ ଆତ୍ମହତ୍ୟା କଲେ ମହିଳା

ରାୟଗଡ଼ା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆତ୍ମହତ୍ୟା କଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ମେଡିକାଲ ତୃତୀୟ ମହଲାରେ ଘଟିଛି। ଜଣେ ଜଣେ ମହିଳା ରୋଗୀ ମେଡିକାଲ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆତ୍ମହତ୍ୟା କରିଥିବା ମହିଳା ଜଣକ ୨୮ ବର୍ଷୀୟ ରଜନୀ ମେଲେକା। କୌଣସି…

ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା…

ପୁନେ: ସରକାରୀ ଚାକିରୀ ନ ମିଳିବାରୁ ଆତ୍ମହତ୍ୟା କଲେ ଯୁବକ। କରୋନା ମହାମାରୀ ଯୋଗୁଁ ସରକାରୀ ଚାକିରୀ ପାଇଁ ପରୀକ୍ଷା ବର୍ଷ ସାରା ପାଇଁ ବାତିଲ ହୋଇଛି। ଏଭଳି ସ୍ଥିତିରେ ମହାରାଷ୍ଟ୍ର ପୁନେର ଜଣେ ଛାତ୍ର ନିରାଶ ହୋଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁନେର ହଦପସର ଅଞ୍ଚଳରେ। ୨୪…