Odisha Link
Bridging the Missing Links in Odisha
Browsing Tag

ଆସାମ

ଆସାମ-ମିଜୋରାମ ସୀମା ବିବାଦ: ୬ ଯବାନ…

ନୂଆଦିଲ୍ଲୀ: ଆସାମ-ମିଜୋରାମ ଉଗ୍ର ରୂପ ଧାରଣ କରିଛି ସୀମା ବିବାଦ। ହିଂସାକାଣ୍ଡରେ ଆସାମ ପୋଲିସର ୬ ଜଣ ଅଫିସରଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲୈଲାପୁରରେ ସଂରକ୍ଷିତ ଜଙ୍ଗଲକୁ ନଷ୍ଟ କରି ମିଜୋରାମ ଏକ ସଶସ୍ତ୍ର ଶିବିର ନିର୍ମାଣ କରିବାକୁ ନେଇ ଏହି ସଂଘର୍ଷ ଉପୁଜିଛି।…

ଆସାମରେ ୧୮ରୁ ୪୫ ବର୍ଷ ଲୋକଙ୍କୁ ମାଗଣା…

ଆସାମ: କରୋନା ମହାମାରୀ କାୟା ମେଲାଉଥିବା ବେଳେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହାରି ମଧ୍ୟରେ କରୋନା ଟିକାକରଣ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର। ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ମାଗଣା ଟିକା ଘୋଷଣା କରିଛି ଆସାମ। ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ସରମା କହିଛନ୍ତି ଯେ, ଗତ…

ଲକ୍‌ଡାଉନ୍: କାଲିଠୁ ଏହି ରାଜ୍ୟରେ ଖୋଲିବ…

ଗୌହାଟି: ମହାମାରୀ କରେନା ଭାଇରସର ମୁକାବିଲା କରିବା ପାଇଁ ଏପ୍ରିଲ ୧୪ ଯାଏ ସାରା ଦେଶ ଲକ୍‌ଡାଉନ୍‌। ଏହି ସମୟରେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଓ ଜୁରୁୁରିକାଳୀନ ସାମଗ୍ରୀ ରଖିଥିବା ଦୋକାନ ଗୁଡ଼ିକ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲକ୍‌ଡାଉନ୍‌ ମଧ୍ୟରେ ଆସାମ ସରକାର ମଦ ଦୋକାନ ଖୋଲିବାକୁ…