ଭୁବନେଶ୍ୱର ଏମ୍ସରେ ଲାଗିବ ଇକମୋ ମେସିନ
ଭୁବନେଶ୍ୱର: ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର କରୋନାରେ ପୀଡିତ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଏହି ବାବଦକୁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ବ୍ୟୟ ସାପେକ୍ଷ। ବହୁଲୋକ କଷ୍ଟରେ ଟଙ୍କା ଯୋଗାଡ଼ କରି ରୋଗୀଙ୍କୁ ଇକମୋ ଦ୍ୱାରା ଚିକିତ୍ସା…